ଅଭାଗିନୀ ପ୍ରେମିକାର କୋହଭରା କାହାଣୀ,୫ ବର୍ଷର ପ୍ରେମ ସଂପର୍କ ପରେ ଛାଡିଦେଲା ପ୍ରେମିକ

ପ୍ରେମ ଆମ ଜୀବନରେ ଏକା ଗୁରୁତ୍ୱପୂର୍ଣ୍ଣ ଅଂଶ |ପ୍ରେମ ବିନା ଜୀବନଟି ଲାଗେ ବୋଝ |ଆକର୍ଷଣ, ଭାବପ୍ରବନତାରେ ଗଢି ଉଠେ ପ୍ରେମ |ହେଲେ ଯିଏ ସାତଜୀବନର ସାଥି ହେବାର କଥା ଦେଇ ଯେତେବେଳେ ଅଧା ବାଟେ ହାତ ଛାଡି ଦିଏ |କିପରି କିଏ ବିଶ୍ୱାସ କରିବ ସେପରି କିଛି ଘ-ଟ-ଣା ଆସନ୍ତୁ ଜାଣିବା |ଦିନେ ନିରବ ଓଠର ଭାଷା ବୁଝୁଥିବା ମଣିଷ ଭୁଲି ଗଲା କିପରି |ପ୍ରତିଦିନ ମୁହୂର୍ତକୁ ସଉଥିବା ମଣିଷକୁ ମୋ ଚିତକାର ଶୁଭୁନି କିପରି |

5ବର୍ଷର ସନ୍ତାନ ବିବାହ ପାଇଁ ପ୍ରତିସୃତି ହେଲେ ଶେଷରେ ଛ-ଳନା |ଶିଶୁଟି ଖୋ-ଜୁଛି ବାପା ସ୍ତ୍ରୀ ଟି ଚାହିଁ ରହିଛି ସ୍ୱାମୀ |ଏହି ଜଣେ ଅଭାଗିନୀ ପ୍ରେମିକାର କାହାଣୀ ଯାହା ଆଜି ତାର ପ୍ରେମ ତାକୁ କଲବଲ କରୁଛି |ଯାହାର ପ୍ରେମ ତାଙ୍କ ପ୍ରେମିକଙ୍କ ପାଇଁ ଅଲୋଡ଼ା ସାଜିଛି |ଦୁହେଁ ଦୁହିଁଙ୍କ ସହ ଅନେକ ସ୍ବପ୍ନ ଦେଖିଥିଲେ |ସମୟର ତାଳେ ତାଳେ ଦୁହିଁଙ୍କ ସ-ମ୍ପ-ର୍କ ଏତେ ନିବିଡ଼ ହେଇଯାଇଥିଲା ଯେ ଉଭୟ ଶାରୀ-ରିକ ସ-ମ୍ପ-ର୍କ ମଧ୍ୟ ସ୍ଥାପନ କରିଥିଲେ |କିନ୍ତୁ ପ୍ରେମିକା ଗର୍ଭ-ବତୀ ହେଲା ପରେ ସବୁ କିଛି କ୍ଷ୍ୟଣ କରେ ଛାରଖାର ହେଇଗଲା |ମୁହଁ ବୁଲାଇ ନେଇଥିଲେ ପ୍ରେମିକ |ସବୁ ସ୍ବପ୍ନ ଆଖି ଆଗରେ ଭା-ଙ୍ଗି ଗଲା ପରି ଲାଗୁଥିଲା |

ପାଦ ତଳୁ ମାଟି ଖସି ଗଲା ପରି ଲାଗିଲା ବିଶ୍ୱାସ ନିଜ ଆଖିକୁ କରି ହେଉନଥିଲା |ଏବଂ ଶେଷରେ ଆଜି କାଲି କହି ଧୋ-କା ଦେଇଚାଲିଥିଲା ପ୍ରମିକ |ହେଲେ ଏଏପରି ପରିସ୍ଥିତିରେ ହାର ନମାନି ଜନ୍ମ ଦେଇଥିଲେ ନିଜ ସନ୍ତାନକୁ ପ୍ରେମିକା |ବୁଝାବନା ପରେ ନେଇ ପାଖରେ ରଖିଥିଲେ ପ୍ରେମିକ ହେଲେ ଅ ଣଦେଖା କରୁଥିଲେ ପ୍ରେମିକ ହଠାତ ଦିନେ କୁଆଡେ ଉଭାନ ହେଇ ଯାଇଛନ୍ତି ପ୍ରେମିକ |ଗାଁ ସାମଜ କୋର୍ଟ, ଥା-ନ ଜଣେଇଲା ପରେ ମଧ୍ୟ କିଛି ସଫଳତା ମିଳି ନଥିଲା ପ୍ରେମିକାଙ୍କୁ |ଏହି ଘଟ-ଣାଟି ନୂଆ ପଡା ଜ଼ିଲ୍ଲା ସିନାପାଲି ଗ୍ରାମର ଅଟେ |ଏବେ ପ୍ରେମିକା ନିଜ ମାତା ପିତା ସହ ରହୁଛନ୍ତି |

Leave a Reply

Your email address will not be published. Required fields are marked *