ଚୁ-ମ୍ୱ-ନ କୁ ନେଇ ଆସିଲା ଏପରି ତଥ୍ୟ। ଓଠରେ ଚୁ-ମ୍ବ-ନ ଅପ୍ରା-କୃତିକ ସ-ମ୍ବ-ନ୍ଧ ନୁହେଁ।

ଓଠରେ ଚୁ-ମ୍ବ-ନ ଦେବା ଅପ୍ରା-କୃତି-କ ସମ୍ପ-ର୍କ ନୁହେଁ ବୋଲି କୁହାଯାଇଛି । କୋର୍ଟ ରେ ଶୁଣାଣି ବେଳେ ଏହି ମା-ମ-ଲା ର ଶୁଣାଣି ବେଳେ ଏହି ଭଳି ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । କୋର୍ଟ ଏହି ମା-ମ-ଲା ରେ ରାୟ ଦେଇ କହିଛନ୍ତି ପ୍ରେମର ସହ ସ୍ପର୍ଶ କରିବାକୁ ଉତ୍ପୀ-ଡନ ବୋଲି କୁହାଯିବ ନାହିଁ ଭାରତୀୟ ଦ-ଣ୍ଡ ସଂହିତା ଧା-ରା ୩୭୭ ଅନୁସାରେ ଏହା ଏକ ଅପ-ରାଧ ବୋଲି ବିବେଚନା କରାଯିବ ନାହିଁ ।

ନାବାଳକଙ୍କ ଓଠରେ ଚୁ-ମ୍ବ-ନ ଦେବା ସହ ତାଙ୍କର ସଂବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିବା ବୋଲି ଜଣେ ବ୍ୟକ୍ତିଙ୍କ ଉପରେ ଅଭି-ଯୋଗ ଆସିଥିଲା। ନାବା-ଳକଙ୍କ ବାପା କହିବା ଅଭି-ଯୋଗ ଅନୁସାରେ ଦିନେ ତାଙ୍କ ଆଲମାରି ରୁ ଟଙ୍କା ଚୋ-ରି ହୋଇଥିଲା । ଏହାପରେ ତାଙ୍କ ବାପା ଜାଣିବାକୁ ପାଇଥିଲେ କି ତାଙ୍କ ପୁଅ ଅନଲାଇନ ଗେମ୍ ଖେଳିବା ପାଇଁ ଟଙ୍କା ନେଉଛି । ଗେମ୍ ଖେଳିବା ପାଇଁ ତାଙ୍କ ପୁଅ ଏକ ଦୋକାନକୁ ରିଚାର୍ଜ କରିବା ପାଇଁ ଯାଇଥିଲେ ।

ଏହା ଦେଖି ନାବା-ଳକଙ୍କ ବାପା ତାଙ୍କ ପୁଅର ପିଛା କରିଥିଲେ କିନ୍ତୁ ସେ ସେଠାରେ ଦେଖିବାକୁ ପାଇଥିଲେ କି ସେହି ଦୋକାନୀ ଜଣକ ତାଙ୍କ ପୁଅର ଓଠରେ ଚୁ-ମ୍ବ-ନ ଦେବା ସହ ତାଙ୍କ ସଂବେ-ଦନଶୀଳ ଅ-ଙ୍ଗକୁ ସ୍ପର୍ଶ କରୁଛି । ଏହି ଦୃ-ଶ୍ୟ ଦେଖିବା ପରେ ସେ ଦୋକାନୀଙ୍କ ନାମରେ ସ୍ଥାନୀୟ ଥା-ନାରେ ଅଭି-ଯୋଗ କରିଥିଲେ ଏହା ପରେ ପୋ-ଲି-ସ ସେହି ଦୋକାନୀ ଙ୍କୁ ପୋକ୍ସୋ ଆକ୍ଟ ଅନୁସାରେ ଗି-ର-ଫ କରିଥିଲେ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବି-ରୋ-ଧରେ ଧା-ରା ୩୭୭, ୩୮୪ ଓ ୪୨୦ ଅଧୀନରେ ମା-ମ-ଲା ଦାୟର ମଧ୍ୟ କରା ଯାଇଥିଲା । ଏହାପରେ ପାଖାପାଖି ବର୍ଷେ ପର୍ଯ୍ୟନ୍ତ ତାଙ୍କୁ ନ୍ୟା-ୟିକ ହେପା-ଜତ ରେ ମଧ୍ୟ ରଖା ଯାଇଥିଲା । ପରେ ଅଭି-ଯୁକ୍ତ ବ୍ୟକ୍ତି ଜଣକ ଜା-ମି-ନ ପାଇଁ ବମ୍ବେ ହାଇକୋର୍ଟ ଙ୍କ ମଧ୍ୟ ଦ୍ଵାରସ୍ଥ ହୋଇଥିଲେ ।

ଏହିପରି ଏକ ବିବା-ଦୀୟ ମନ୍ତବ୍ୟ ଦେଇଥିଲେ ବିଚା-ରପତି ଜଷ୍ଟିସ କନେଡିବାଲା । ଯଦି ଅଭି-ଯୁକ୍ତ ଓ ପୀ-ଡି-ତ ଙ୍କ ମଧ୍ୟରେ ସିଧାସଳଖ ଶାରୀ-ରିକ ସ-ମ୍ପ-ର୍କ ନାହିଁ କିମ୍ବା ଚର୍ମକୁ ସ୍ପର୍ଶ ହୋଇନାହିଁ ତେବେ ପୋକ୍ସୋର ଧା-ରା ୭ ଅନୁସାରେ ଏହାକୁ ଏକ ଯୌ-ନ ଉତ୍ପୀ-ଡନ ବୋଲି କୁହା ଯାଇପାରିବ ନାହିଁ ।

Leave a Reply

Your email address will not be published. Required fields are marked *