ଭିଡ ରେ ଚୋ-ରି କଲେ ଚୋରଣୀ ଆଣ୍ଟି ,ଆଣ୍ଟିଙ୍କ ଭିଡ଼ିଓ ହେଲା ଭାଇରଲ

ଆମ ଆଖପାଖରେ ଏଭଳି ସବୁ ଘ-ଟଣା ମାନ ଘଟିଯାଉଛି ଯେ ଯାହାକୁ ଆପଣମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁଥିବେ । ଆଜିକାଲି ସମାଜରେ ଆମ ଚାରି ପାଖରେ ଏପରି ସବୁ ନି-ନ୍ଦନୀୟ ଓ ଲ-ଜ୍ୟା ଜନକ ଘ-ଟଣା ମାନ ଘଟି ଯାଉଛି । ଯାହାକୁ ଶୁଣିଲେ ମୁଣ୍ଡ ଖରାପ ହୋଇଯିବ । ଧୀରେ ଧୀରେ ସମାଜରେ ଦୁର୍ନୀତି ଓ ଅନୀତି କାର୍ଯ୍ୟ ସବୁ ବଢ଼ି ବଢ଼ି ଚାଲିଛି । ଚୋ-ରି, ଡକା-ୟତି, ହ-ତ୍ୟା ଓ ଅ-ଶ୍ଳୀ-ଳ କାର୍ଯ୍ୟରେ ଲିପ୍ତ ରହିବା ଯେମିତି ଆଜି କାଲିକା ସମୟରେ ସାଧାରଣ ହୋଇଗଲାଣି ।

ଆଜିର ସ୍ୱାର୍ଥପର ଦୁନିଆରେ ଟଙ୍କା ଲୋଭୀ ମଣିଷ ନିଜର କ୍ଷୁଧା ମେଣ୍ଟାଇବା ପାଇଁ ବହୁତ ତଳକୁ ଖସି ଗଲେଣି ଟଙ୍କା ପଇସା ଜମିବାଡ଼ି ଲାଳସା ଏତେ ମାତ୍ରାରେ ବଢ଼ି ଗଲାଣି ଯେ ମନୁଷ୍ୟ କିଛି ଭି କରିବାକୁ ପଛାଉ ନାହାଁନ୍ତି । ଆଉ ସେଥିରେ କାହାର ଜୀବନ ଚାଲିଯାଉ ନା କାହିଁକି । ରାଗରେ ମଣିଷ କଣ କରିପାରେ ସେ ନିଜେ ବି ଜାଣିପାରେନି । ଏସବୁ ଘଟ-ଣାମାନ ପତ୍ୟେକ ଦିନ ପ୍ରାୟ ନ୍ୟୁଜ ଓ ଖବରକାଗଜ ମାନଙ୍କରେ ଦେଖିବାକୁ ମିଳେ କିମ୍ବା ସୋସିଆଲ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଥାଏ । ଯାହାକି ଆଜିର ନାଆଁ କୁ ମାତ୍ର ସଭ୍ୟ ସମାଜର ବିକୃତ ମାନସିକତାକୁ ପ୍ରତିପାଦିତ କରୁଛି ।.

ଆପଣ ବହୁତ ପ୍ରକାର ଚୋ-ରି ଦେଖିଥିବର କିନ୍ତୁ ଏଇ ଚୋରି ସବୁଠୁ ନିଆରା ।ଯାହା ଆପଣ ଦେଖିଲେ କହିବେ କଣ ଏମିତି କେହି ଚୋ-ରି କରେ।କିଛି ଲୋକ ନିଜ ଖର୍ଚ୍ଚ ଉଠେଇବ ପାଇଁ ସେମାନେ ଚୋ-ରି କରନ୍ତି।ଆଉ ଧାରା ପୀଡ଼ିଲେ ବହେ ବହୁତ ମାଡ ମଧ୍ୟ ଖାଆନ୍ତି।

ଆଉ ଅପ-ମାନ ମଧ୍ୟ ହୁଅନ୍ତି।ସେହି ଭଳି ଗୋଟେ ମାର୍କେଟ ଗୋଟେ ମାଉସୀ ଆଉ ଗୋଟେ ମାଉସୀଙ୍କ ବେଗ ରୁ ପଇସା ଚୋରି କରିନେଲେ ଯାହା ଦେ ଜାଣିପାରିଲେ ନାହିଁ।ଆଉ ସେ ତାଙ୍କ ଖର୍ଚ୍ଚ ମଧ୍ୟ କରିଦେଲେ।ଏହି ସବୁ କ୍ୟାମେରା ରେ ଭିଡ଼ିଓ ହୋଇଯାଇଛି ଯାହା ଏବେ ବେସ ବିରଳ ହଉଚି।ଏହା କରିବା ପୂର୍ବରୁ ସେମାନେ ଅନ୍ୟ କଥା ଟିକେ ବାବନତୀ ନାହିଁ ଯାହା ଇଛା ହେଲା ତାହା କରିଦେଲେ।ଏହା କହିବି ଜାଣିପାରିଲେ ନାହିଁ।ଯାହା ଲୋକ ନଜର ରେ ଆସିବା ଅସମ୍ଭବ।ଏହି ଭଳି ସ୍ମାର୍ଟ ନେସସ ଦେଖାଇ ସନେ ବହୁତ ଜଣଙ୍କୁ ଠକି ଦିଅନ୍ତି ଯାହା ପରେ ସେ ଲୋକ ଅସୁବିଧା ର ସମ୍ମୁଖୀନ ହୁଅ।ତୋ ଆପଣ ମାନେ ସାବଧାନ ହୋଇଯନ୍ତୁ।

Leave a Reply

Your email address will not be published. Required fields are marked *