ଆସିଲା ଆଉ ଏକ ବଡ ଖବର, ସୁମିତ ଙ୍କ ଘରୁ ସବୁଦିନ ପାଇଁ ଚାଲିଯିବେ ତପସ୍ୱିନୀ।

ସୁମିତ ଓ ତପସ୍ଵିନୀ ଙ୍କ ମାମଲା ଦିନକୁ ଦିନ ଆହୁରି ଗମ୍ଭୀର ହେବାରେ ଲାଗିଛି । ଆଗରୁ ତାପଶ୍ୱନି ଏକ ଲଢ଼ୁଥିଲେ,ହେଲେ ପରେ ତାଙ୍କ ସହିତ ସାଧାରଣ ଲୋକମାନେ ବି ଆସି ତପସ୍ଵିନୀଙ୍କ ସାଥ ଦେଉଛନ୍ତି। କୋର୍ଟ ଓ ପ୍ରଶା-ସନ ଏହି ମା-ମ-ଲା ରେ ଚୁପ ହୋଇ ବସିଛନ୍ତି ତ ଅନ୍ୟ ପଟେ କିଛି ସାଧାରଣ ଲୋକମାନେ ଏହି ମାମ-ଲାକୁ ନେଇ ନିଜର କ୍ରୋ-ଧ ପ୍ରକାଶ ମଧ୍ୟ କରିଥିଲେ । ଯାହା କି ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଏରାଲ ହେଇଥିଲା । ଯେଉଁଥି ପାଈ ଏହି ମା-ମ-ଲା ଆହୁରି ଦିନ କୁ ଦିନ ରହସ୍ୟ ଘେର ମଧ୍ୟରେ ଘୁରିଛି।

ସବୁ ସମସ୍ୟା ର ସମାଧାନ ହେବ ପରେ ତପସ୍ୱିନୀ ତାଙ୍କ ଶଶୁର ଘରେ ରହୁଥିଲେ। କିଛି ଦିନ ରହିବା ପରେ ତପସ୍ୱିନୀ ତାଙ୍କ ଶାଶୁ ଶଶୁର କୁ ହଇ-ରାଣ କରୁଥିବା କଥା ଆବେ ସାମ୍ନା କୁ ଆସିଥିଲା । ସୁମିତଙ୍କ ଓକିଲ କହିବା ଅନୁସାରେ ତପସ୍ୱିନୀ ଘରେ ଶାଶୁ ଶଶୁର କୁ ହଇ-ରାଣ କରୁଥିଲେ । ଶାଶୁ ପୂଜା କରିବା ସମୟ ରେ ଜୋର୍ ଜୋର୍ ଗୀତ ବଜାଇ ଶୁଣୁଥିଲେ ।ଘରେ ବାସନ କୁସନ ଫିଙ୍ଗୁଛନ୍ତି। ଘରୁ ଥରେ ବାହାରି ଗୋଲ କେତେବେଳେ ଆସି ଘରେ ପହଞ୍ଚିଛନ୍ତି ତାର କୌଣସି ହିସାବ ରହୁ ନା ଥିଲା ।

ଏତେ ସବୁ ପରେ ମଧ୍ୟ ତପସ୍ୱିନୀ ଓ ସୁମିତ ନିଜ ସଂପର୍କ କୁ ବଞ୍ଚାଇ ପାରିଲେନି । ଅଟେ ସବୁ ଘଟିବା ପରେ ମଧ୍ୟ ଏବେ କଥା ଆସି ପହଞ୍ଚିଲାଣି ଡିଭର୍ସ ପାଖରେ । ଆଉ ଏହା ନେଇ ସୁମିତ ନିଜର ପ୍ରସୂତି ଆରମ୍ଭ ମଧ୍ୟ କରି ସାରିଲେଣି । ହେଲେ ତପସ୍ୱିନୀ ଡିଭର୍ସ ଦେବା କୁ ନାରାଜ। ଅଟେ ଲୋକଙ୍କ ଚେଷ୍ଟା ପରେ ବି ଏକାଠି ହେ ପାରିଲେ ନାହିଁ ସୁମିତ ଓ ତପସ୍ୱିନୀ। କଣ ସତରେ ଅଲଗା ହେଇଯିବେ ଦୁହେଁ। କଣ ଅଟେ ଚେଷ୍ଟା ପରେ ବି ସାଙ୍ଗରେ ରହି ପାରିବେ ନାହିଁ ଦୁହେଁ।

Leave a Reply

Your email address will not be published. Required fields are marked *