ଅଷ୍ଟପ୍ରହରୀରେ ନାଗ ସହ ନାଗିନ ଡ୍ୟାନ୍ସ କଲେ କୀର୍ତ୍ତନିଆ ଦଳ । ଭିଡିଓ ହେଲା ଭାଇରାଲ

ବନ୍ଧୁଗଣ ଏବେ ଦୁନିଆର ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ହୋଇ ରହୁଛନ୍ତି । ଆଜିକାଲି ଦୁନିଆରେ ଏପରି ସବୁ ଘ-ଟ-ଣା ଘଟୁଛି ଯାହା ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ସବୁ ଘ-ଟ-ଣା ଓ ଖବର ଗୁଡିକୁ ଲୋକମାନେ ଯେକୌଣସି ସ୍ଥାନରେ ରହି ସୋସିଆଲ ମିଡିଆ ମାଧ୍ୟମରେ ଜାଣି ପାରୁଛନ୍ତି । ବନ୍ଧୁଗଣ ଏହା ସହିତ ଲୋକମାନେ ନିଜ ମନୋରଞ୍ଜନ ମଧ୍ୟ କରିପାରୁଛନ୍ତି । ସୋସିଆଲ ମିଡିଆରେ ଏମିତି ଅନେକ ମଜାଦାର ଭିଡିଓ ସବୁ ଭାଇରାଲ ହେଉଛି

ଯାହା ଦେଖିଲେ ଆପଣ ନିଜ ହସକୁ ରୋକି ପାରିବେ ନାହିଁ । ତେବେ ବନ୍ଧୁଗଣ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଯାହାକି ଦେଖିଲେ ଆପଣମାନେ ସମସ୍ତେ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତେବେ ଏହି ଭିଡିଓ ଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

https://youtu.be/O_58VTwYsxU

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାପ ଦେଖିଲେ ନିଶ୍ଚୟ ଭ-ୟ କରୁଥିବେ । ସାପ ଯଦି କୌଣସି ମଣିଷକୁ ଚୋ-ଟ ମା-ରେ ତା ହେଲେ ମାତ୍ର କିଛି ସମୟ ମଧ୍ୟରେ ସେହି ମଣିଷ ନିଜ ପ୍ରା-ଣ ହରାଇଥାଏ । ବିଶେଷ କରି ନାଗ ଭଳିଆ ବି-ଷଧ-ର ସାପ । ତେବେ ଗତ କିଛି ସମୟ ହେବ ଏକ ଏଭଳି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ସାପକୁ ନିଜ ବେକରେ ଗୁଡାଇ ଡ୍ୟାନ୍ସ କରୁଥିବାର ନଜର ଆସୁଛି । ଏହି ଭିଡିଓରେ ଅଷ୍ଟ ପ୍ରହରୀରେ ସୁଟିଂ ହୋଇଛି ।

ସାପ ସହ ଏପରି ଦୁଃ-ସାହ-ସିକ ନାଚ ବୋଧେ ଆପଣ ମାନେ ପ୍ରଥମ ଥର ଦେଖୁଥିବେ । ଜଣେ ବ୍ୟକ୍ତି ସାପକୁ ଧରି ମାଟିରେ ଗଡି ଗଡି ନାଚୁଛି । “ହରେ କୃଷ୍ଣ ହରେ କୃଷ୍ଣ, କୃଷ୍ଣ କୃଷ୍ଣ ହରେ ହରେ, ହରେ ରାମ ହରେ ରାମ, ରାମ ରାମ ହରେ ହରେ” କୀର୍ତ୍ତନର ତାଳେ ତାଳେ ନାଗ ସାପଟିକୁ ଧରି ୫ ଜଣ କୀର୍ତ୍ତନିଆ ନଚାଉଥାନ୍ତି । ସାପଟିକୁ ଦେଖିଲେ ଲାଗୁଛି ସାପଟି ଯିବା ପାଇଁ ଛଟପଟ ହେଉଛି ହେଲେ ବ୍ୟକ୍ତି ଜଣକ ସାପ ଲାଞ୍ଜକୁ ଧରି ତାକୁ ଟାଣି ଆଣି ନାଚୁ ଛନ୍ତି । ଘ-ଟ-ଣା ସ୍ଥଳରେ ଅନ୍ୟ ଲୋକମାନେ ମଧ୍ୟ ବ୍ୟକ୍ତିଙ୍କୁ ସମର୍ଥନ କରୁଛନ୍ତି ।

Leave a Reply

Your email address will not be published. Required fields are marked *