ଦୁର୍ତ୍ତ ଗତି ମହା ବିପତ୍ତି ! ସାମାନ୍ୟ ଗୋଟିଏ ଭୁଲ ହେଲା କାଳ ! CCTVରେ କଏଦ ହେଲା ବସ ଓ ବାଇକ ଦୁର୍ଘ-ଟଣାର ଲାଇଭ ଭିଜୁଆଲ

ଜୀବନ ଆଜି ଅଛି ତ କାଲି ନାହିଁ।କିଏ ଦେଖିଛି ଆଗାମୀଦିନ କଣ ହବ, କେବେ ଦିନ ଧରାପୃଷ୍ଠ ରେ କେତେ ଦିନ କିଏ ରହିବ।ଏହା କେହି ଜାଣିନାହାନ୍ତି।ଆଜି କା ଜୀବନ କଲି ନାହିଁ।ଜୀବନ ମ-ର-ଣ ଏହି ହୋଉଛି ସଂସାର।ଆପଣ ମାନେ ପ୍ରତିଦିନ ଦେଖୁଥିବେ କିଏ ନା କିଏ ମ-ରୁ-ଛନ୍ତି।ସେ ଆ-ତ୍ମହ-ତ୍ୟା ହଉ କିଏ ଦୁର୍ଘ-ଟଣା ହଉ।ଆଜି କା ଦିନ ରେ ଗାଡି ବହୁତ ମାତ୍ର ରେ ଯାତାୟାତ କରୁଛି ଯାହା ବେଶି ଦୁର୍ଘ-ଟଣା ହଉଚି।ଏହା କୁ ରୋକୀବା ପାଇଁ ସରକାର ବହୁତ ନିୟମ ବାହାର କରିଛନ୍ତି।

ଯେମିତିକି ଗାଡି ଧୀରେ ଚଲାଅ , ହେଲମେଟ ପିନ୍ଧ ଆହୁରି ନିୟମ ମାନ ଅଛି।ଯାହା ଲୋକ ତାକୁ ଠିକ ସେ ମାନୁନାହାନ୍ତି।ଯାହା ଫଳ ରେ ଦୁର୍ଘ-ଟଣା ହଉଚି।ଏହି ଭଳି ଗୋଟେ ଖଟଣା ଦେଖିବାକୁ ମିଳିଛି।ମୃ-ତ୍ଯୁ କାହା ଭାଗ୍ୟରେ କେମିତି ଲେଖା ହୋଇଥାଏ ତାହା କହିବା ଅସମ୍ଭବ । ଅନ୍ୟପଟେ ନିର୍ଦୋଷ ବ୍ୟକ୍ତି ବି ବେଳେ ବେଳେ ଦୋ-ଷୀ ହୋଇଥାଏ । କିନ୍ତୁ ପରେ ସତ୍ୟ ସାମ୍ନାକୁ ଆସିବା ପରେ ସବୁ ସରି ଯାଇଥାଏ ।

ଏଭଳି ଏକ ଘ-ଟ-ଣା ଘଟିଛି ନୟାଗଡ଼ ସହରରେ ।ତେବେ ଗତ ୧୨ ତାରିଖ ଦିନ ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଏକ ଦୁର୍ଘ-ଟଣା ଘଟିଥିଲା । ପ୍ରଥମେ ଆଲୋଚନା ହେଲା, ବାଇକକୁ ପଛରୁ ଏକ ଘରୋଇ ବସ୍ ଧ-କ୍କା ଦେବାରୁ ୨ଜଣ ଗୁରୁ-ତର ଆ-ହ-ତ ହୋଇଥିଲେ । ସେମାନଙ୍କୁ ନୟାଗଡ଼ ଜିଲ୍ଲା ହସ୍ପିଟାଲରେ ଭର୍ତି କରା ଯାଇଥିଲା । ଚିକିତ୍ସା ଚାଲୁଥିବା ସମୟରେ ଯୁବକଙ୍କର ମୃ-ତ୍ଯୁ ହୋଇଥିଲା ।ମୃ-ତ ଯୁବକ ହେଉଛନ୍ତି ମାନସ ନାୟକ । ଘର ଓଡ଼ଗାଁ ଅଂଚଳରେ । ସେ ତାଙ୍କ ଶାଶୁଙ୍କୁ ବାଇକରେ ନୟାଗଡ଼ ଧରି ଆସୁଥିଲେ । ତାଙ୍କୁ ପଛ ପଟୁ ଏକ ଘରୋଇ ବସ୍ ଧ-କ୍କା ଦେଇ ଚଢି ଯାଇଥିଲା ।

ତେବେ ଏବେ ଏହି ଘଟ-ଣାର ସିସିଟିଭି ଫୁଟେଜ ସାମ୍ନାକୁ ଆସିବା ପରେ ଦୁର୍ଘ-ଟଣାର ଦିଗ ବଦଳି ଯାଇଛି । ଘରୋଇ ବସ୍ ଯାଉଥିବା ସମୟରେ ମାନସ ବସକୁ ଓଭରଟେକ୍ କରି ଆଗକୁ ଯାଉଥିଲେ ।ସେହି ସମୟରେ ସାମ୍ନା ପଟୁ ଏକ ବାଇକ ସହ ମାନସଙ୍କ ବାଇକ ମୁହଁମୁହିଁ ଧ-କ୍କା ହୋଇଥିଲା । ଯାହାଦ୍ୱାରା ମାନସ ବାଇକରୁ ଛିଟିକି ଯାଇ ବସର ଆଗ ଚକ ତଳେ ପଡି ଯାଇଥିଲେ ଏବଂ ମାତ୍ର କେଇ ମୁହୂର୍ତ୍ତ ଭିତରେ ବସ୍ ସେମାନଙ୍କ ଉପରେ ଚଢି ଯାଇଥିଲା । ଏହି ଘ-ଟ-ଣା ପରେ ବସ୍ ଏବଂ ଡ୍ରାଇଭରକୁ ଅଟକ ରଖିଛି ନୟାଗଡ଼ ପୋ-ଲି-ସ୍ ।ସେଇଠି ପାଇଁ କୁହ ଯାଇଛି ସାବଧାନ ରେ ଗାଡି ଚାଲନ୍ତୁ।ଅସୁବିଧା ରେ ସମ୍ମୁଖୀନ ହେବେ ନାହିଁ।

Leave a Reply

Your email address will not be published. Required fields are marked *