ବରଣମାଳା ପଡ଼ିବା ପୂର୍ବରୁ ବିବାହ ମଣ୍ଡପରେ ହିଁ ଚାଲିଗଲା କନିଆଁଙ୍କ ଜୀବନ

ବିବାହ ଗୋଟେ ଏମିତି ଶବ୍ଦ ଯାହା ସମସ୍ତଙ୍କୁ ଶୁଣିବା ପାଇଁ ଭଲ ଲାଗେ, ବିବାହ କରିବା ଵାଲା ର ହୁଏତ ଭୋଜୀ ଖାଇବ ଵାଲା ର ହଉ । ବିବାହ ଏକ ପବିତ୍ର ସମ୍ପର୍କ ଯାହା ଭଗବାନ ଗଢ଼ି ଥାନ୍ତି ଆମେ ଯାହାଇଲେବି ତାକୁ ବଦଳେଇ ପାରିବ ନାହିଁ । ଆମ ଭାରତ ରେ ଦିନ କୁ ଲକ୍ଷ ଲକ୍ଷ ବାହାଘର ହୋଉଛି । ଆମ ବାହାଘ ରେ ବହୁତ ମଜା ମସ୍ତି ମଧ୍ୟ ହୁଏ । ଆଉ ବହୁତ ଦୁଃ-ଖ ସମୟ ବି ଆସେ ଯାହା କେବେ ଭୁଲି ହୁଏ ନାହିଁ ।

ଭାରତରେ ବିବାହ ଅଞ୍ଚଳ, ଧର୍ମ, ସମ୍ପ୍ରଦାୟ ଏବଂ ବର ଏବଂ ବରର ବ୍ୟକ୍ତିଗତ ପସନ୍ଦ ଅନୁଯାୟୀ ଭିନ୍ନ ହୋଇଥାଏ | ସେମାନେ ଭାରତରେ ପର୍ବପର୍ବାଣୀ, ଏବଂ ଅଧିକାଂଶ କ୍ଷେତ୍ରରେ ବ୍ୟାପକ ସାଜସଜ୍ଜା, ରଙ୍ଗ, ପୋଷାକ, ସଙ୍ଗୀତ, ନୃତ୍ୟ, ପୋଷାକ ଏବଂ ରୀତିନୀତି ସହିତ ପାଳନ କରାଯାଏ ଯାହା ବର ଏବଂ ବରର ସମ୍ପ୍ରଦାୟ, ଅଞ୍ଚଳ ଏବଂ ଧର୍ମ ଉପରେ ନିର୍ଭର କରେ

ତେବେ ଘଟ-ଣାଟି ଆନ୍ଧ୍ରପ୍ରଦେଶ ର ବିଶାଖାପାଟଣା ର।ତେବେ କନ୍ୟା ସୃଜନା ର ବିବାହ ସିବାଜି ଙ୍କ ସହ ହେଇଥାନ୍ତା। ବିବାହ ପୂର୍ବରୁ ପ୍ରି ମେରେଜ ଫୋଟ ସୁଟ ମଧ୍ୟ କରିଥଲେ। ନିମନ୍ତ୍ରଣ ପତ୍ର ମଧ୍ୟ ସମସ୍ତଙ୍କୁ ବଣ୍ଟା ଯାଇଥିଲା।ବିବାହ ପାଇଁ ସମସ୍ତ ଆୟୋଜନ ସରିଥିଲା।ମାତ୍ର ବାହା ବେଦୀରେ ଶିବାଜୀ ଯେତେବେଳେ ସୃଜନାଙ୍କୁ ସିନ୍ଦୂର ଲଗାଉ ଥିଲେ ସେତେବେଳ ସେ ଟଳି ପଡ଼ିଥିଲେ।ତେବେ ବାହା ଉପାସ ପାଇଁ ଝିଅ ଟଳି ପଡ଼ିଥିବ ଏମିତି ଭାବିଥିଲେ ଘର ଲୋକ।

ତା ପରେ ତାଙ୍କୁ ଡାକ୍ତରଖାନା ନେବା ପରେ ଜଣା ପଡିଥିଲା କି ବିଷ ପିଇବା ପାଇଁ ତାଙ୍କର ମୃ-ତ୍ୟୁ ହୋଇଛି।ବିବାହ ବେଳେ ଏମିତି ହେବାରୁ ଦୁଇ ପରିବାର ଙ୍କ ମଧ୍ୟରେ ଗ-ଣ୍ଡଗୋ-ଳ ହେଲା।ସେମିତି ଆଉ ଏକ ଘ-ଟ-ଣା ଦେଖିବାକୁ ମିଳିଛି ମଲାପୁରମ୍ ରେ ।ବାହାଘର କିଛି ସମୟ ପୁର୍ବରୁ ବରର ମୃ-ତ୍ୟୁ ଘ-ଟିଛି। ଚାକିରୀ ଟେନ-ସନରେ ଥିଲେ ଦିନେଶ। ବିବାହ କରିବାକୁ ଚାହୁଁ ନଥିଲେ ଦିନେଶ।ବିବାହ ହବା ପୂର୍ବରୁ କନ୍ୟା ମ-ରି-ଗଲେ ଆଉ ବର ବି ଏକା ହୋଇଗଲା ।ଦୁନିଆ ହବା ଆଗରୁ ଉଜୁଡ଼ିଗଲା ସଂସାର ।କେହି କେବେ ଭାବି ନଥିଲେ ଏମିତି ହବ ବୋଲି ।

Leave a Reply

Your email address will not be published. Required fields are marked *