ରାଜଧାନୀରେ ଘଟିଛି ଜ-ଘ-ନ୍ୟ କା-ଣ୍ଡ : ରାଜଧାନୀରେ ସାଙ୍ଗ ହେଲେ ,ଦୁହେଁ ନି-ଶାରେ ଝୁମିଲେ ..ଯୁବତୀଙ୍କୁ ରେ-ପ କରିଦେଲେ ଯୁବକ

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ସାମ୍ନାକୁ ଆସିଛି ରାଜଧାନୀ ଉପକଣ୍ଠ ପାହାଳ ଥା-ନାରେ ଜଣେ ଯୁବତୀ ଦୁ-ଷ୍କ-ର୍ମ ଅଭି-ଯୋଗ ଆଣିଥିବାର ଖବର ମିଳିଛି । ପୁ-ଲି-ସ ଅଭି-ଯୁକ୍ତକୁ ଗି-ର-ଫ କରିଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଶନ ଅଗ୍ରୱାଲ ନାମକ ଜଣେ ୨୪ ବର୍ଷୀୟ ଯୁବକ ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ ଡ୍ୟାନ୍ସବାରକୁ ଯାଇଥିଲେ । ସେଠାରେ ତାଙ୍କର ଜଣେ ଯୁବତୀଙ୍କ ସହ ପରିଚୟ ହୋଇଥିଲା ।

ତାପରେ ନିଜ ଘରକୁ ଯିବା ଲାଗି ଯୁବତୀଙ୍କୁ ଅନୁରୋଧ କରିଥିଲେ କିଶନ । ପରେ  ଦୁହେଁ ସାଙ୍ଗହୋଇ କିଶନ ଅଗ୍ରୱାଲ ରହୁଥିବା ପାହାଳ ଘରକୁ ଆସିଥିଲେ । ଡ୍ୟାନ୍ସବାରରେ କିଶନ ପ୍ରଚୁର ମ-ଦ ପିଇଥିଲେ । ଏହାପରେ ନି-ଶାସ-କ୍ତ ଅବସ୍ଥାରେ କିଶନ ପୀ-ଡ଼ି-ତାଙ୍କ ସହ ଦୁ-ଷ୍କ-ର୍ମ କରିଥିଲେ । ହେଲେ ତାପରେ ଯୁବତୀ ଜଣକ କଳେ ବଳେ କୌଶଳେ ସେଠାରୁ ଖସି ଆସି ଦୁ-ଷ୍କ-ର୍ମ ସଂପ-ର୍କରେ ପାହାଳ ଥା-ନାରେ ଅଭି-ଯୋଗ କରିଥିଲେ । ତାପରେ ପାହାଳ ଥା-ନା ପୁ-ଲି-ସ ଅଭି-ଯୁକ୍ତ କିଶନ ଅଗ୍ରୱାଲଙ୍କୁ ତାଙ୍କ ଘରୁ ଗି-ର-ଫ କରିଥିଲା ।

ତେବେ ଆଜି ଅଭି-ଯୁକ୍ତଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଥା-ନା ଅଧିକାରୀ ସୂଚନା ଦେଇଛନ୍ତି । କିଶନ ଅଗ୍ରୱାଲଙ୍କ ଘର କଟକରେ ବୋଲି ପ୍ରାଥମିକ ତଦ-ନ୍ତରୁ ଜଣାଯାଇଛି । ସେ ରାଜଧାନୀରେ ନିଜର ବ୍ୟବସାୟ ଚଳାଇବା ଲାଗି ପାହାଳରେ ଘର ଭଡ଼ା ନେଇ ରହୁଛନ୍ତି । ସୂଚନା ଅନୁସାରେ ରାଜଧାନୀରେ ପ୍ରଶାସନର ସର୍ତ୍ତ ମୁତାବକ ଖୋଲିଛି ମୋଟ ୧୪ଟି ବାର । ଆଉ ଡ୍ୟାନ୍ସ ବ୍ୟାରକୁ ବର୍ତ୍ତମାନ ଅନୁମତି ମିଳିବା ପରେ ଏଭଳି ଜଘ-ନ୍ୟକା-ଣ୍ଡ ସାମ୍ନାକୁ ଆସିଛି ।

ଗତକାଲି ବାର ଖୋଲୁ ଖୋଲୁ ଆଜି ଏପରି ନଜର ଆସିଛି । ତେବେ ଭୁବନେଶ୍ୱର ର ପହାଳରେ ଥିବା ଏମ୍ବାସି ବାର୍ ରେ ଯୁବତୀଙ୍କୁ ମ-ଦ ପିଆଇ ଏଭଳି ଅସ-ଦାଚ-ରଣ କରିଥିବା ଜଣା ପଡିଛି । ତେବେ ପାହାଳ ଥା-ନା ପୁ-ଲି-ସ ତ-ଦ-ନ୍ତ ଜାରି ରଖିଛି ଆଉ ଉକ୍ତ ଯୁବକଙ୍କୁ ଥା-ନାରେ ଅଟକ ରଖି ପଚ-ରା ଉ-ଚରା କରିଛି । ଡାକ୍ତରୀ ମାଇନା ପାଇଁ ଯୁବକକୁ ଆଜି ମେଡିକାଲ ମଧ୍ୟ ନିଆଯାଇଛି । ରି-ପୋ-ର୍ଟ ଆସିଲେ ସବୁ ସ୍ପଷ୍ଟ ହୋଇଯିବ ଏବଂ ଅଭି-ଯୁକ୍ତକୁ କୋର୍ଟ ଚା-ଲା-ଣ କରାଯିବ ।

Leave a Reply

Your email address will not be published. Required fields are marked *