ଲୁଚାଛପା ପ୍ରେମର କରୁଣ ପରିଣତି: ହୋଟେଲରେ ଯୁବତୀଙ୍କୁ ପାଖରେ ପାଇ ସବୁ ସୀମା ଭୁଲିଗଲେ ଯୁବକ ,ହେଲେ ସହି ପାରିଲାନି ଶରୀର

ମଣିଷ ଜନ୍ମ ଗୋଟିଏ ମହାନ ଜନ୍ମ ଯାହା ସମସ୍ତଙ୍କୁ ମିଳେ ନାହିଁ।ଏହି ଜନ୍ମ ପାଇବା ପାଇଁ ହେଲେ ବହୁତ ଭଲ କର୍ମ କରିବା ପାଇଁ ପଡେ।କିନ୍ତୁ କିଛି ଜୀବନ ଏମିତି ଅଛି ନଚାହିଁଲେ ବି ଚାଲିଯାଏ।ପ୍ରେମ ହେଉଛି ଏପରି ଏକ ଜିନିଷ ଯାହା ଦୁଇ ଜଣଙ୍କ ମଧ୍ୟରେ ଚାଷ କରାଯାଏ ଏବଂ ସମୟ ସହିତ ବି ତାହା ବଢ଼ି ଥାଏ , ତାଙ୍କୁ ଜାଣିବା ଏବଂ ଜୀବନର ଅନେକ ଉତ୍ଥାନକୁ ଏକାଠି ଅନୁଭବ କରିବା | ବାପା ମାଆ ଛୁଆକୁ କେତେ ଦୁଃ-ଖ କଷ୍ଟ ରେ ପୋଷଣ କରନ୍ତି ଏକା ସେହି ଜାଣିଥାନ୍ତି।ତାଙ୍କ ର କିଛି ହେଇଗଲେ ସେମାନେ ସହି ପାରନ୍ତି ନାହିଁ। ଏହି ଭଳିଘଟଣା ଘ-ଟ-ଣା ଟିଏ ହୋଇଛି ।ଯାହା ଶୁଣି ଆପଣ ଙ୍କ ଲୂମ ଟାଙ୍କୁରି ଯିବ।

ଗୋଟିଏ ଝିଅ ୧୭ ବର୍ଷ ଆଉ ଗୋଟେ ପୁଅ ୨୨ ବର୍ଷ ସେମାନେ ଦୁହିଁଙ୍କୁ ଭଲ ପାଆନ୍ତି ।ଯାହା ସେମାନେ କିଛି ସମୟ ବିତାଇବା ପାଇଁ ଚାହିଁଲେ ଆଉ ସେମାନେ ଗୋଟେ ହୋଟେଲ ବୁକ୍ କଲେ।ସେମାନଙ୍କ ଭଲ ପାଇବା ଡବଲ ହୋଇଯାଇଥିଲା।ଠିକ କିଛି ସମୟ ପରେ ଝିଅ ଟି ବେହସ ହୋଇଗଲା ।ଏହା ଦେଖୀ ପ୍ରମିକ ସାଙ୍ଗେ ସାଙ୍ଗେ ହସ୍ପିଟାଲ ନେଇଗଲା ।ସେଠି ଡ଼ାକ୍ତର ଡେଥ ଘୋଷଣା କରିଦେଲେ ଏହା ଶୁଣି ପ୍ରେମିକଙ୍କ ର ଛାତି ଫାଟି ଗୋଲା ।ସେ ଝିଅ ବାପାଙ୍କୁ କହିଛି ମୁ ଆଉ ୩୦ ମିନିଟ ରେ ଘରେ ଥିବି ।

ବାପା ଏହା ଶୁଣି ଆଖିରୁ ଧାରା ଧାରା ଲୁ-ହ ଝରି ଯାଉଛି ।ବାପା ଚାହିଁ ରହିଛି ଝିଅ ଆସିଲେ ଖାଇବା ,କିନ୍ତୁ ଝିଅ ର ଯେ ଜୀବନ ଚାଲିଯାଇଛି ସେ କଣ ସେ କଥା ଜାଣିଚି ।ସେ ବାପା ଆଉ କାହାକୁ ଚାହିଁବ,କାହା ସହ କଥାହେବ।ଏହି ଘ-ଟ-ଣା ସମାଜ ପ୍ରତି ଏକ ଲ-ଜ୍ୟା ର କଥା ।ସେମାନେ କେବେ ଭାବି ନଥିଲେ ଏମିତି କିଛି ହବ ବୋଲି। ଭଗବାନ କଣ ପାଇଁ ଏମିତି ଦୁଃ-ଖ ଦିଅ ଯାହା କେବେ ସହି ହୁଅ ନାହିଁ।ସେମାନଙ୍କ ପ୍ରେମର କଥା ଷ୍ଟାର୍ଟ ହବା ବନ୍ଦ ହୋଇଗଲା ।

ପ୍ରେମିକ କଣ କରିବେ କିଛି ବୁଝିପାରୁନାହାନ୍ତି।କଣ ସବୁ ହେଇଗଲା କେବେ ସପ୍ନ ରେ ଭାବିନଥିବେ ଏହା ହବ ବୋଲି। ତାଙ୍କୁ ପୋ-ଲି-ସ ପଚ-ରା ଉ-ଚରା କରୁଛି ଘ-ଟ-ଣା କଣ ହାଇଥିଲା ।ଏବେ ସବୁ ଠୁ ବଡ ପ୍ରଶ୍ନ ୧୭ ବର୍ଷ ଝିଅ ହୋଟେଲ ରେ କଣ ପାଇଁ ଏଲାଓ କଲେ ।ସରକାରଙ୍କ ନିୟମାନୁସାରେ ଏହା ଯୁ-କ୍ତି ଯୁ-କ୍ତ ନୁହଁ ।

Leave a Reply

Your email address will not be published. Required fields are marked *