ରଙ୍ଗ ନମ୍ବରରେ ବିବାହିତ ମହିଳାଙ୍କୁ ପ୍ରେମ କରିବାକୁ ଚେଷ୍ଟା କରି ଛେଚା ଖାଇଲେ ରୋମିଓ ପ୍ରେମିକ

ପ୍ରେମ ଦୁନିଆରେ ଏହି ପ୍ରେମ ଶବ୍ଦ ଟି ଭାରି ନିଆରା । ପ୍ରେମ ରେ କେବେ ଜାତି ଗୁତ୍ର ଦେଖି ନ ଥାଏ ନାହିଁ ହିଁ କେବେ ଦେଖୁଥାଏ ବୟସ ର ସୀମା । ଏହି ପ୍ରେମ ତ ଦିନେ ନା ଦିନେ ସମସ୍ତ କୁ ହୋଇଥାଏ । ପ୍ରେମ ର କୌଣସି ଭାଷା ନ ଥାଏ କି କୌଣସି ଶବ୍ଦ ନ ଥାଏ। ପ୍ରେମ ତ ଶୁଦ୍ଧ,ଶାଶ୍ଵତ , ଓ ଚିରନ୍ତନ ଅଟେ। ପ୍ରେମ ଅନ୍ୟ ଜଣଙ୍କ ପାଇଁ ଏକ ତୀବ୍ର, ଗଭୀର ସ୍ନେହ । ପ୍ରେମ ଅର୍ଥ ମଧ୍ୟ କାହା ପାଇଁ ଏହି ତୀବ୍ର ସ୍ନେହ ଅନୁଭବ କରିବା ହୋଇଥାଏ ।ହେଲେ କିଛି ଲୋକ ଏହାର ମାନେ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଛନ୍ତି । ପ୍ରେମ ନାଁରେ କରି ବସିଛନ୍ତି ସବୁ ଅ-ଶ୍ଳୀ-ଳ କାର୍ଯ୍ୟ ।

ତେବେ ଘଟ-ଣାଟି ଘଟିଛି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗିପଡ଼ା ର ବାରୁନପଦାର । ଫେସବୁକ୍ ରେ ପ୍ରେମ କରି ନି-ର୍ଦ୍ଧୁ-ମ ମା-ଡ଼ ଖାଇଲେ ଯୁବକ । ଜଣେ ବିବାହିତା ମହିଳା କୁ ଫେସବୁକ୍ ମାଧ୍ୟମ ରେ ପ୍ରେମ କରି ଥିଲେ ଯୁବକ । ଫେସବୁକ୍ ରେ ସାଙ୍ଗ ହେବା ପରେ ମେସେଞ୍ଜର ସାହାଯ୍ୟରେ ମହିଳା ଜଣଙ୍କ ସହିତ କଥା ହେଉଥିଲେ ମହିଳା । ଯୁବକ ଯୁବକ ଜଣକ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀର ବାଲୁ ଗ୍ରାମର ସଂଗ୍ରାମ ଘଡେ଼ଇ ।

ପ୍ରେମ ରେ ପଢ଼ି ପାଗଳ ହେଇ ଯାଇଥିଲେ ଯୁବକ ଯୁବତୀ କୁ ଦେଖା କରିବା କୁ ଯାଇ ରାତି ରେ 40 କିଲୋମିଟର ବାଟ ଅତିକ୍ରମ କରି ଯାଇଥିଲେ ମହିଳା କୁ ଦେଖା କରିବ ପାଈ ହେଲେ ମହିଳାଙ୍କ ଦେଖା ତ ପାଇଲେ ନାହିଁ କିନ୍ତୁ ତାଙ୍କ ଘର ଲୋକୋଙ୍କ ପାଖରୁ ବହେ ଛେଚା ଖାଇଲେ ଯୁବକ ଜଣକ। ଏହା ଜାଣିବା ପରେ ଟାଙ୍ଗୀ ପୋ-ଲି-ସ ଆସି ମା-ମ-ଲାର ତ-ଦ-ନ୍ତ କରିଥିଲେ। ଆଉ ଯୁବକକୁ ଥା-ନାକୁ ନେଇ ଥିଲେ।

Leave a Reply

Your email address will not be published. Required fields are marked *