ବାହାଘର ପୂର୍ବରୁ କନ୍ୟାର ମାକୁ ମା-ରିଦେ-ଲେ ବରଯାତ୍ରୀ ଦଳ । ହାତ ଗଣ୍ଠି ପଡ଼ିବା ପୂର୍ବରୁ ଆଖି ବୁଜିଲା ମା

ଆଉ କିଛି ସମୟ ମଧ୍ୟରେ ସରିଥାନ୍ତା ବାହାଘର । ଆଉ କେଇଟା ଘଣ୍ଟା ପରେ ଝିଅକୁ ଶାଶୁ ଘରକୁ ବିଦାୟ ଦେଇଥାନ୍ତା ମା । କାନିରେ ଧରିଥିବା ଅରୁଆ ଚାଉଳ, ନଡ଼ିଆ ଆଉ ଗୁଆକୁ ଝିଅର ଆଞ୍ଜୁଲିରେ ଦେଇ ବିଦା କରିଥାନ୍ତା ତା ଶାଶୁଘର । ଘରେ କୁଣିଆ ବନ୍ଧୁ ବାନ୍ଧବଙ୍କ ମଧ୍ୟ ଭିଡ ଜମିଥିଲା ଓ ଯିବା ଆସିବା ଚାଲିଥିଲା । ବର ପାତ୍ର ମଧ୍ୟ ବରଯାତ୍ରୀଙ୍କୁ ଧରି ଗାଆଁ ମୁଣ୍ଡରେ ପହଞ୍ଚି ସାରିଥିଲା । ଆଉ ବାହାରେ ବାରିକ ଓ ବ୍ରାହ୍ମଣ ବେଦୀ କାର୍ଯ୍ୟ ମଧ୍ୟ କରୁଥିଲେ ।

ହେଲେ ଏହି ଖୁସିରେ ହଠାତ୍ ଯେମିତି ଘୋଟି ଆସିଲା କଳା ବାଦଲ । କିଛି ମୁହୂର୍ତ୍ତ ମଧ୍ୟରେ ସରିଗଲା ସବୁକିଛି । ଝିଅ ବାହା ବେଦୀକୁ ଯିବା ପୂର୍ବରୁ ମାର ମୃ-ତ୍ୟୁ ହୋଇଗଲା । ଆଜ୍ଞା ହଁ ଦର୍ଶକବନ୍ଧୁ, ବାଜା ବାଣରେ ଉଠୁଥିଲା ପଡୁଥିଲା ଗାଁ ଦାଣ୍ଡ । ହେଲେ ବରଯାତ୍ରୀଙ୍କୁ ନାଚିବାରୁ ବାରଣ କରିବାରୁ ଝିଅର ମାକୁ ଅତ୍ୟନ୍ତ ନି-ର୍ମ-ମ ଓ ଅମା-ନୁଷି-କ ଭାବରେ ହ-ତ୍ୟା କରାଯାଇଛି । ତେବେ ମଣିଷ ଯେ କେତେ ନିଚ୍ଚ ସ୍ତରକୁ ଚାଲି ଯାଇପାରେ ତା’ର ଏକ ସଦ୍ୟ ଘ-ଟ-ଣା ହେଉଛି ବରଗଡ ଜିଲ୍ଲା ମେଳ୍‌ଛାମୁଣ୍ଡା ସାଲେପାଲିର ଘଟଣା

ବରଯାତ୍ରୀ ସହ ନାଚିବାକୁ ମନାକରିବାରୁ ଜନୈକ ମହିଳାଙ୍କୁ ଜୀବନରୁ ମା-ରି ଦେଇଛନ୍ତି ବରଯାତ୍ରୀ । ଘଟ-ଣାରୁ ପ୍ରକାଶ ଯେ ଗତକାଲି ରାତିରେ ମେଳ୍‌ଛାମୁଣ୍ଡା ଥା-ନା ସାଲେପାଲି ଅଞ୍ଚଳରେ ଘ-ଟି-ଛି ଏଭଳି ନୃ-ଶଂ-ସ ହ-ତ୍ୟାକା-ଣ୍ଡ । ସୂଚନା ଯୋଗ୍ୟ ଯେ ବରଯାତ୍ରୀଙ୍କ ସହ ନାଚିବାକୁ ମନାକରିବାରୁ ସଂପୃକ୍ତ ଗ୍ରାମର ଦୁଇ ଜଣ ଲୋକ ହଠାତ କନ୍ୟାର ମା ଆଶା କର୍ମୀ କିଶୋରୀ ତାଣ୍ଡିଙ୍କ ମଝିଆ ଝିଅ ରଶ୍ମି ରାଜସିଂହଙ୍କ ବାହାଘର ଥିଲା ।

ମଝି ରାସ୍ତାରେ ବରଯାତ୍ରୀ ମାନେ ନି-ଶାସ-କ୍ତ ଥିବା ବେଳେ ନାଚିବା କଥାକୁ ନେଇ ଗ-ଣ୍ଡଗୋ-ଳ ଭୀଷଣ ହୋଇଥିଲା । ଆଉ ଝିଅଘର ପକ୍ଷରୁ ପୁଆଘର ଉପରେ ଆକ୍ର-ମଣ କରିଥିଲେ । ଆଉ ବାରଣ କଲାବେଳେ ଯୁବକଙ୍କ ଟାଙ୍ଗିଆ ଚୋଟରେ ମାକୁ ମଧ୍ୟ ଆକ୍ର-ମଣ କରା ଯାଇଥିଲା । ଆକ୍ର-ମଣ ଫଳରେ ଗୁରୁ-ତର ଆ-ହା-ତ କନ୍ୟାଙ୍କ ମା’ଙ୍କୁ ଚିକିତ୍ସା ପାଇଁ ବରଗଡ ଜିଳ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରା ଯାଇଥିବା ବେଳେ ସେଠାରେ ତାଙ୍କର ମୃ-ତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Leave a Reply

Your email address will not be published. Required fields are marked *