ବର୍ଷାଙ୍କ ପାଇଁ ଜୀବନ ହାରିଲେ ରାହୁଲ । ନ୍ୟା-ୟ ଦାବି କଲେ ସାଂସଦ ଅନୁଭବ ମହାନ୍ତି

ପତ୍ନୀ ବର୍ଷାଙ୍କ ପାଇଁ ଜୀବନ ହାରିଦେଲେ ରାଉରକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ । ଯୌତୁକ ନିର୍ଯ୍ୟାତନା ମାମଲାରେ ଅତିଷ୍ଟ ହୋଇ ସେ ଆ-ତ୍ମହ-ତ୍ୟା କରିଥିବା ଅଭି-ଯୋଗ ହୋଇଛି । ଏନେଇ ଜାମସେଦପୁର ଥା-ନାରେ ରାହୁଲଙ୍କ ଭାଇ ଏ-ତ-ଲା ଦେଇଛନ୍ତି । କିନ୍ତୁ ବର୍ତମାନ ରାହୁଲଙ୍କ ମୃ-ତ୍ୟୁ ମା-ମ-ଲାରେ ଏବେ କେନ୍ଦ୍ରପଡା ସାଂସଦ ଅନୁଭବ ମହାନ୍ତିଙ୍କ ଏଣ୍ଡ୍ରିଂ ହୋଇଛି । ବିଜେଡି ସାଂସଦ ଟ୍ୱିଟ କରି ରାହୁଲଙ୍କ ପାଇଁ ନ୍ୟା-ୟ ଦାବି କରିଛନ୍ତି । ବୁଧବାର ସଂଧ୍ୟାରେ ସାଂସଦ ଅନୁଭବ ମହାନ୍ତି ଏକ ଟ୍ୱିଟ କରିଛନ୍ତି

ସେଥିରେ ସେ ଲେଖିଛନ୍ତି, ‘ଏହି ହୃୟୟ ବିଦା-ରକ ବିଷୟ ଉପରେ ଦୃଷ୍ଟି ଦେବା ସହ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଁ ରାଉରକେଲା ଏସପିଙ୍କୁ ଅନୁରୋଧ କରୁଛି। ପବିତ୍ର ଆତ୍ମାକୁ ନ୍ୟାୟ ପ୍ର-ତ୍ୟାଖ୍ୟା-ନ କରିସାରିଛି! ଅନ୍ତତଃପକ୍ଷେ ତାଙ୍କ ଶାଶୁ, ଶ୍ୱଶୁରଙ୍କ ବିରୁଦ୍ଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ, ତାଙ୍କ ଆତ୍ମାକୁ କିଛି ମାତ୍ରାରେ ଶାନ୍ତି ଦେଇପାରେ।’ ଏହି ଟ୍ୱଟରେ ଅନୁଭବ ହେସଟାଗ୍ ଜଷ୍ଟିସ ଫର୍ ରାହୁଲ ଲେଖିବା ସହ ରାଉରକେଲା ଏସପି, ଓଡିଶା ମୁଖ୍ୟମନ୍ତ୍ରୀ, ଓଡିଶା ଡିଜିପି, ଝାଡଖଣ୍ଡ ପୋଲିସ ଓ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୟାଗ କରିଛନ୍ତି ।

ଅନୁଭବ ତାଙ୍କ ଟ୍ୱଟିରେ “ମେନ୍ସ ଡେ ଆଉଟ୍” ର ଏକ ଖବର ସେୟାର କରିଛନ୍ତି । ଖବରରେ ରାଉରକେଲାର ରାହୁଲ ଅଗ୍ରୱାଲ ନାମକ ଜଣେ ଯୁବ ବ୍ୟବସାୟୀଙ୍କ ଆ-ତ୍ମହ-ତ୍ୟା ବିଷୟରେ ଉଲ୍ଲେଖ ରହିଛି । ଶାଶୁଘର ଲୋକେ ମିଥ୍ୟା ଯୌତୁକ ନିର୍ଯା-ତନା ମା-ମ-ଲା (୪୯୮ ଏ)ରେ ଫାସାଇଥିବା ଅଭି-ଯୋଗ କରି ରାହୁଲ ଆ-ତ୍ମହ-ତ୍ୟା କରିଛନ୍ତି । ଜୀବନ ହାରିବା ପୂର୍ବରୁ ସେ ଏକ ଭିଡିଓ କରିଛନ୍ତି । ଯେଉଁଠି ସେ ଆ-ତ୍ମହ-ତ୍ୟା ଭଳି ଚରମ ପଦକ୍ଷେପ ନେଇ ଥିବାର କାରଣ କହିଛନ୍ତି । ଆଉ ଏହି ଘ-ଟ-ଣା ବିଷୟରେ ବିସ୍ତ୍ରୁତ ରି-ପୋ-ର୍ଟ ପ୍ରକାଶ କରି ରାହୁଲଙ୍କୁ “ମେନ୍ସ ଡେ ଆଉଟ୍” ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଂସଦ ଅନୁଭବ ମହାନ୍ତିଙ୍କୁ ଅପିଲ କରିଛନ୍ତି ।

ତେବେ ପ୍ରକାଶିତ ଖବର ଅନୁସାରେ ରାହୁଲ ଓ ସାଂସଦ ଅନୁଭବ ମହାନ୍ତିଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟରେ କିଛି ପରିମାଣର ସାମଞ୍ଜସ୍ୟ ରହିଛି । ସାଂସଦଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୁଦ୍ଧରେ ପାରିବାରିକ ହିଂ-ସା ଅଭି-ଯୋଗ ଆଣିଛନ୍ତି । ବର୍ତ୍ତମାନ ମା-ମ-ଲା କଟକ ଫ୍ୟାମିଲି କୋର୍ଟରେ ବିଚାରଧିନ ଅଛି । ଯାହାକୁ ନେଇ ଉଭୟ ସାଂସଦ ଓ ତାଙ୍କ ପରିବାର ଚିନ୍ତାରେ ଅଛନ୍ତି । ଅନୁଭବ ମଧ୍ୟ ବର୍ଷାଙ୍କ ଠାରୁ ଅଲଗା ହେବାକୁ ଦିଲ୍ଲୀ କୋର୍ଟରେ ଡାଇଭସ୍ କେ-ସ୍ ଫାଇଲ କରିଥିଲେ । ଯାହାକି ଏବେ ଚର୍ଚ୍ଚା ସୃଷ୍ଟି କରିଛି

Leave a Reply

Your email address will not be published. Required fields are marked *