ମହଙ୍ଗା ପଡ଼ିଲା ଅସ-ଦାଚ-ରଣ, ଛାତ୍ରୀଙ୍କ ଅଭି-ଯୋଗରେ ଚାକିରି ଛାଡ଼ିଲେ ଶିକ୍ଷକ

ତେବେ ବନ୍ଧୁଗଣ ପିତା ମାତାଙ୍କ ପରେ ଗୁରୁ ମାନଙ୍କୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । ସେଥିପାଇଁ ତୋ ଗୁରୁ ଦିବସ ପାଳନ କରାଯାଇ ସେଦିନ ସମସ୍ତ ଗୁରୁଙ୍କୁ ଛାତ୍ର ଛାତ୍ରୀ ମାନେ ପୂଜା କରିଥାନ୍ତି ସମ୍ମାନ ଦେଇଥାନ୍ତି । ସେଥିପାଇଁ ତୋ କୁହନ୍ତି ” ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର । ଗୁରୁ ସାକ୍ଷାତ୍ ପରଂ ବ୍ରହ୍ମ ଅର୍ଥାତ୍ ଗୁରୁଙ୍କୁ ସାକ୍ଷାତ ଭଗବାନ ଙ୍କ ସହ ତୁଳନା କରା ଯାଇଥାଏ । କାହିଁକି ନା ସେ ଆମକୁ ବହୁତ ଭଲ କଥା ଶିଖାଇ ଥାଆନ୍ତି ଉପଦେଶ ଦେଇଥାନ୍ତି ।

ଅଜ୍ଞାନ ରୂପକ ଅନ୍ଧକାରରୁ ବାହାର କରି ସତ୍ ମାର୍ଗ ର ରାସ୍ତା ଦେଖାଇ ଥାଆନ୍ତି । ତାଙ୍କ କଥା କୁ ଛାତ୍ର ଛାତ୍ରୀ ମାନେ ବହୁତ ଜଲଦି ଗ୍ରହଣ କରି ନେଇଥାନ୍ତି । ହେଲେ କେବେ କେବେ ସେହି ଗୁରୁ ବା ଶିକ୍ଷକ ଅଶୋଭନୀୟ ବ୍ୟବହାର କରିଥାନ୍ତି । ଯାହାକୁ ଛାତ୍ର ଛାତ୍ରୀ ମାନେ ସହଜ ରେ ଗ୍ରହଣ କରି ପାରି ନଥାନ୍ତି । ଆଜି କାଲି ସମୟରେ ଶିଷ୍ୟ ମାନଙ୍କ ପ୍ରତି ଶିକ୍ଷକ ମାନଙ୍କ ଅକଥନୀୟ ଅ-ତ୍ୟାଚା-ର ଧୀରେ ଧୀରେ ବଢ଼ି ବଢ଼ି ଚାଲିଛି । ସେପରି ବହୁତ ଗୁଡ଼ିଏ ଉଦାହରଣ ସାମ୍ନାକୁ ଆସୁଛି । ବର୍ତମାନ ସମୟରେ ଏକ ନିନ୍ଦ-ନୀୟ ଘ-ଟ-ଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ମୁଣ୍ଡ ଖରାପ ହେଇଯିବ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର ବିଷୟରେ ।

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଶୀର୍ଷକ ପଢି ଆଶ୍ଚର୍ଯ୍ୟ ଚକିତ ହେଉଥିବେ ନିଶ୍ଚୟ । ତେବେ ହଁ ଆଜ୍ଞା ବିଶ୍ୱାସ ହେଉ ନଥିଲେ ମଧ୍ୟ ଘଟ-ଣାଟି ସମ୍ପୂର୍ଣ ରୂପେ ସତ କଥା । ଜଣେ ଶିକ୍ଷକ ଯେ ଏପରି ନିନ୍ଦ-ନୀୟ ଅସଭ୍ୟ ଆଚ-ରଣ କରିବ ତାହା କଳ୍ପନା କରି ହେଉନି । ଖବର ଅନୁସାରେ ନବରଙ୍ଗପୁର ସହର ଉପକଣ୍ଠସ୍ଥିତ ଜନଜାତି ମଙ୍ଗଳ ବିଭାଗ ବିଦ୍ୟାଳୟରେ ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅସ-ଦାଚ-ରଣ । ଏହିଭଳି ଅଭି-ଯୋଗ ପରେ ଛାତ୍ରୀମ‌ାନଙ୍କ ଦାବି ଅନୁସ‌ାରେ ସମ୍ପୃକ୍ତ ଶିକ୍ଷକଙ୍କୁ ଇସ୍ତଫା ଦେବାକୁ ପଡ଼ିଛି । ଗତ ୩୦ତାରିଖ ଦିନ ଏହି ଘ-ଟ-ଣା ଘଟିଥିଲା ।

କେମେଷ୍ଟ୍ରି ଲ୍ୟାବ୍‌ରେ ଶିକ୍ଷକ ଅମର କୁମାର ଜଣେ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅସ-ଦାଚ-ରଣ କରିଥିବା ଅଭି-ଯୋଗ ହୋଇଥିଲା । ପଢେଇବା ବାହାନାରେ ଅନ୍ୟ ଯୁବତୀ ମାନଙ୍କ ସହିତ ମଧ୍ୟ ଅ-ଶ୍ଳୀ-ଳ କାମ କରନ୍ତି ସେ । ତେବେ ଗତ ୫ତାରିଖରେ ଛାତ୍ରୀମାନେ ପ୍ରଧାନଶିକ୍ଷକଙ୍କୁ ଭେଟି ଶିକ୍ଷକ ଅମର କୁମାର ଅସ-ଦାରଣ କରୁଥିବା ଅଭି-ଯୋଗ କରିଥିଲେ । ଏହାପରେ ୯ତାରିଖ ଦିନ ବିଦ୍ୟାଳୟର ଛାତ୍ରୀ ଏବଂ ଶିକ୍ଷକଙ୍କୁ ନେଇ ବୈଠକ ହୋଇଥିଲା । ଏହି ବୈଠକରେ ତୁରନ୍ତ ଉକ୍ତ ଶିକ୍ଷକ ବିଦ୍ୟାଳୟ ଛାଡ଼ି ଚାଲିଯା’ନ୍ତୁ ବୋଲି ଛାତ୍ରୀମାନେ ଦାବି କରିଥିଲେ । ଯାହାଫଳରେ ଆଜି ଶିକ୍ଷକ ଜଣକ ଇ-ସ୍ତ-ଫା ଦେବାକୁ ବାଧ୍ୟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *