ସେ ବୁଡି ଯାଉଥିଲା ସମସ୍ତେ ଦେଖୁଥିଲେ କିନ୍ତୁ ହଠାତ୍ ପୋ-ଲି-ସ୍ ଜଣକ ଯାହା କଲା ..

ଏହି ସମାଜ ରେ ବହୁତ ପ୍ରକାର ଲୋକ ରହୁଛନ୍ତି , କିଏ ଧନୀ ତ କିଏ ଗରିବ ଯାହା ସେମାନଙ୍କ ର ସ୍ଟାଟଉସ କୁ ଦେଖୋଉଚୁ ।ଆଉ କିଛି ଲୋକ ସାହାଯ୍ୟ ମଧ୍ୟ କରନ୍ତି।ଯାହା ସମାଜ ପାଇଁ ଭଲ ଉପଦେଶ।ଏହି ଭଳି ଆମ ସୁରକ୍ଷା କରିବା ପାଇଁ ସରକାର ପୋ-ଲି-ସ ଙ୍କୁ ନିଯୁକ୍ତି କରିଛନ୍ତି।କେହି ପୋ-ଲି-ସ ଲା-ଞ୍ଚ ନଉଚି ତୋ ଆଉ କେହି ଅଭ-ଦ୍ର କାମ ସବୁ କରୁଛନ୍ତି।ଯାହା ସମାଜ ଉପରେ ଖରାପ ପ୍ରବାହ ପକୋଉଚି।ସବୁ ପୋ-ଲି-ସ ଵାଲା ସେମିତି ନୁହନ୍ତି।ଏହି ସାହାଯ୍ୟ ମଧ୍ୟ କରନ୍ତି।ସେମାନଙ୍କ ର କର୍ତ୍ତବ୍ୟ ହଉଛି ଲୋକଙ୍କୁ ସାହାଯ୍ୟ କରିବା।ପୋ-ଲି-ସ୍ ଅଧିକାରୀମାନେ ଶୀଘ୍ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଆବଶ୍ୟକ କରନ୍ତି |

ଏହି ସାହାଯ୍ୟ ବିଷୟ ରେ ଆମେ କଥା ହବ ଗୋଟେ ପୋଲିସ ଗୋଟେ ଲୋକ ପାଣିରେ ଭାସିଯାଉଥିଲା କେହି ତା ସାହାଯ୍ୟ କରୁନଥିଲେ ହଠାତ ଗୋଟେ ପୋ-ଲି-ସ ମୋହିତ କୁମାର ଆସି ତାଙ୍କୁ ସାହାଯ୍ୟ କଲେ ।ଏହି କାମ କୁ କିଛି ଲୋକ ଫୋନରେ କେପଚର କରିନେଇଥିଲେ ଯାହା ଏବେ ଭାଇରଲ ହୋଉଛି ।ସେମିତି ଆଉ ଗୋଟେ ପୋ-ଲି-ସ ସାର ଗୋଟେ ଚୋର ଫୋନେ ନେଇକି ପଲୋଉଥିଲା ତାକୁ ଫ୍ଲିମ ଷ୍ଟାଇଲ ରେ ଧ-ରିଲେ, ଆଉ ତାକୁ ଠିକ ଉପଦେଶ ମଧ୍ୟ ଦେଲେ ।

ସାଉଥ ଅଫିର୍କ ରେ ଗୋଟେ ଘୋର ନି-ଆଁ ଲାଗିଯାଇଥିଲା ଯାହା ସେଠାକାର ପୋ-ଲି-ସ ମାନେ ଯିବ ଜୀବନକୁ ବାଜି ଲଗାଇ ସେମାନଙ୍କୁ ଉ-ଦ୍ଧା-ର କଲେ ।ବହୁତ ପୋ-ଲି-ସ ମାନେ ଗରିବୀ ଲୋକଙ୍କୁ ସାହାଯ୍ୟ ମଧ୍ୟ କରନ୍ତି।ଏହା ହୋଉଛି ଏକ ଗର୍ବର କଥା ଆମ ସମାଜ ପାଇଁ ।

Leave a Reply

Your email address will not be published. Required fields are marked *