ଚୋ-ରି କରିବାକୁ ଯାଇ ନିଜେ ଧରା ପଢ଼ି ଗଲେ ଚୋ-ର

ଦୁନିଆରେ ଏମିତି ଅନେକ ଘଟ-ଣା ଘଟେ ଯାହା ଆମ କୁ ଆଶ୍ଚାଜ୍ୟ କରିଦିଏ। ଯାହା ଆମ କୁ ବେଳେ ବେଳେ ହସିବା ପାଇଁ ବାଧ୍ୟ କରିଦିଏ । ସେମିତି ଏକ ଘ-ଟ-ଣା ଘଟିଥିଲା ଏକ ସ୍ଥାନରେ ଜଣେ ବ୍ୟକ୍ତି ଏକ ସାଇକେଲ ଥରି ଏକ ରାସ୍ତାରେ ଯାଉଥିଲେ ଯେତେବେଳେ ସେ ସାଇକେଲଟିକୁ ରଖି ସେ ଘର ଭିତରକୁ ଗଲେ ଆଉ ଆସିଲା ପରେ ସେ ଯେତେବେଳେ ସେ ସାଇକେଲକୁ ଚଳାଇବାକୁ ବାହାରିଲେ ସେତେବେଳେ ସେ ସାଇକେଲର ସିଟ୍ ଟି ବାହାରି ଯାଇଥିଲା ।ଯାହା ଫଳରେ ସେ ସିଟ୍ ରେ ଲଗିଥିବା ରୋଡ ଟି ତାଙ୍କ ଦେହ ରେ ଗଲି ଯାଇଥିଲା ।

ସେହିପରି ଅନ୍ୟ ଏକ ଘଟ-ଣାରେ ଦୁଇ ଜଣ ବ୍ୟକ୍ତି ଏକ ଘରେ ଚାବି ପଢିଥିବା ର ଦେଖି ସେହି ଘରେ ଚୋ-ରି କରିବା ପାଇଁ ଉପାୟ କରି ପଶିଥିଲେ ହେଲେ ଘରେ ଚାବି ପଢିଥିବାରୁ ସେ ଘରେ ପଶି ପରି ନଥିଲେ ହେଲେ ଘର ସାମ୍ନା ରେ ଥିବା ସିଲିଣ୍ଡର କୁ ନେବା କୁ ଚେଷ୍ଟା କରିଥିଲେ ହେଲେ ନେବା କୁ ଆଉ କିଛି ସମୟ ଥିଲା ସେ ସେ ଘର ର ମଲିକ ଆସି ପହଂଚି ଯାଇଥିଲା ଯାହା ଫଳ ରେ ସେମାନେ ଆଉ ନେଇ ପାରିଲେ ନାହିଁ ।

ଏକ ପେଟ୍ରୋଲ ପମ୍ପ ରେ ଜଣେ ବ୍ୟକ୍ତି ଆସି ତେଲ ପକାଇ ବା କହିଲେ ଆଉ ସେଠାରେ ଥିବା ସେଲାସ ମ୍ୟାନ ତେଲ ପକାଇବା ପରେ ସେହି ଗାଡି ବାଲା ଟି ପଇସା ନା ଦେଇ ଗାଡି ଟି କୁ ଜୋର ରେ ଚଳାଇ ପଳାଇଲେ ଏହା ଦେଖି ତେଲ ପକାଉ ଥିବା ଲୋକୋ ଟି ସେହି ଗାଡିର ପଛ କାଚ କୁ ଏକ ଟେକା ସାହାଯ୍ୟରେ ଭା-ଙ୍ଗି ଦେଇଥିଲେ । ସେ ବ୍ୟକ୍ତି ଜଣକ ଯେତେ ଟଙ୍କାର ତେଲ ନ ପକାଇ ଥିଲେ ତା ଠୁ ଅଧିକା ଟଙ୍କା ର କାଚଟି ଭାଙ୍ଗିଗଲା ।

Leave a Reply

Your email address will not be published. Required fields are marked *