ମଣିଷ ଶରୀରକୁ ନେଇ ଏପରି କିଛି ରହସ୍ୟ ରହିଛି ଯାହାକି ଆପଣଙ୍କର ହୋସ୍ ଉଡାଇଦେବ

ଆପଣଙ୍କୁ ଶୋଇବା ସମୟରେ କେବେ କଣ ଏପରି ଲାଗିଛି କି ଆପଣ ଉଠିସାରିଛନ୍ତି ବୋଲି ହେଲେ ଆପଣ ସେତେବେଳେ ନା ହଲି ପାରନ୍ତି ନା ବୁଲି ପାରନ୍ତି, ପ୍ରକୃତରେ ଆପଣଙ୍କ ସହିତ ସେତେବେଳେ କଣ ହୋଇଥାଏ। କଣ ଏହା ଏକ ରୋଗ ନା ଏହା ପଛରେ କୌଣସି ଭୂତ ପ୍ରେତର ଛାୟା ରହିଥାଏ।

ପ୍ରକୃତରେ ଆମେ ଯେତେବେଳ ଶୋଇଥାଉ ସେତେବେଳ ଆମ ଶରୀର କିଛି ସମୟ ପାଇଁ ଅକାମୀ ହୋଇଯାଇଥାଏ, ଏହା କେବଳ କିଛି ଲୋକ ମାନଙ୍କ ସହ ହୋଇନଥାଏ ବରଂ ସବୁ ଲୋକ ମାନଙ୍କ ସହ ହୋଇଥାଏ, ଯାହା ଦ୍ୱାରା ଆପଣଙ୍କ ଶରୀରର ବିନା ହଲି ବହୁତ ଭଲ ଭାବରେ ଆରାମ୍ କରି ପାରିବ।

ଯେତେବେଳେ ଆମେ ରାତିରେ ଶୋଇଥାଉ ସେତେବେଳ ପ୍ରଥମ ଦୁଇ ତିନି ଘଣ୍ଟାରେ ଆମକୁ ବହୁତ ଭଲ ନିଦ ହୋଇଥାଏ ମଝିରେ ନିଦ ଭା-ଙ୍ଗିଥାଏ ପୁଣି ଆମକୁ ଦୁଇ ତିନି ଘଣ୍ଟା ପର୍ଯ୍ୟନ୍ତ ଭଲ ସେ ନିଦ ହୋଇଥାଏ ପୁଣି ନିଦ ଭାଙ୍ଗିଥାଏ ଆଉ ଏଭଳି ପ୍ରକ୍ରିୟା ରାତି ସାରା ହୋଇଥାଏ। ଆଉ କିଛି ସମୟ ପରେ ଆମର ନିଦ ସମ୍ପୂର୍ଣ୍ଣ ଭାବରେ ଭା-ଙ୍ଗି ଯାଇଥାଏ।

ନିକଟରେ ଏକ ରିସର୍ଚ୍ଚ ରୁ ଜଣା ପଡିଛି କି, ଯେତେବେଳେ ଥଣ୍ଡା ସରି ସରି ଆସେ ଏବଂ ଗରମ ଆସିବା ଆରମ୍ଭ ହୁଏ ଅର୍ଥାତ୍ ମାର୍ଚ୍ଚ ରୁ ଜୁନ୍ ମାସ ମଧ୍ୟରେ ଛୋଟ ପିଲାମାନେ ଦୁଇ ଗୁଣ ଭାବରେ ବଢି଼ ଥାଆନ୍ତି।

ଆମେ ଯଦି ହାତର କଥା କହିବା ତେବେ ଆମ ହାତର ଯେଉଁ ମଝି ଆଙ୍ଗୁଳି ହୋଇଥାଏ ତାହାର ନଖ ସବୁଠାରୁ ଆଗରେ ବଢି଼ଥାଏ। ଆଉ ଯେଉଁ ହାତର ନଖ ହୋଇଥାଏ ତାହା ଗୋଡ ହିସାବରେ ଚାରିଗୁଣା ଅଧିକ ମାତ୍ରାରେ ବଢି଼ଥାଏ। ଆଉ ଆମେ ଆମ ଜୀବନ କାଳ ମଧ୍ୟରେ ୨ ରୁ ୪ କିଲୋ ଓଜନର ନଖ କା-ଟିଦେଇ ଫିଙ୍ଗି ଦେଇଥାଉ।

ଆମ ଶରୀରର ସବୁ ର-କ୍ତ ୨୪ ଘଣ୍ଟାରେ ୧୦୦୦ ଥର ଆମ ହୃଦୟ ମଧ୍ୟ ଦେଇ ଯାଇ ସଫା ହୋଇଥାଏ। ଆମ ଶରୀରରେ ଥିବା ର-କ୍ତରେ ସେତିକି ମାତ୍ରାରେ ଲୁଣି ଅଂଶ ରହିଛି ଯେତିକି ଏକ ସମୁଦ୍ରରେ ଥାଏ।

ଆମ ଶରୀରରେ ୦.୨ ମିଲିଗ୍ରାମ୍ ସୁନା ରହିଥାଏ,ହେଲେ ଏହି ସୁନାକୁ ଆମ ଶରୀରରୁ କେହି ବି ବାହାର କରିପାରିବେ ନାହିଁ।

ଆମର ଯେଉଁ ସାଲାଇଭା ଶରୀରରେ ରହିଥାଏ ତାହା ବହୁତ ଜରୁରୀ ହୋଇଥାଏ, କାରଣ ଏହି ସାଲାଇଭା ନଥିଲେ ଆମକୁ କୌଣସି ଖାଦ୍ୟର ଟେଷ୍ଟ ଆସି ପାରିବ ନାହିଁ।

Leave a Reply

Your email address will not be published. Required fields are marked *