ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହେଲା ଛୋଟ ପିଲାଟିର ମନ ମୁଗ୍ଧକର କୀର୍ତନ।ଏମିତି କୀର୍ତନ ଜୀବନରେ କେବେ ଦେଖି ନଥିବେ।

ଆପଣମାନେ ତ ଜାଣିଥିବେ ଆଜିର ଏହି ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରାରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ।ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ଆପଣମାନେ ତ ନିଶ୍ଚିତ ଭାବେ କୀର୍ତ୍ତନ ଦେଖିଥିବେ, ଆଉ ଏବେ ତ ଆଧୁନିକ ଭାବରେ କୀର୍ତ୍ତନ ଦେଖିବାକୁ ମିଳୁଛି।ଗାଁ ଗହଳିରେ ଆଦି ପାଲା, ଦାଶ କାଠିଆ ବର୍ତ୍ତମାନ ସୁଦ୍ଧା ମଧ୍ୟ ଚାଲୁଅଛି। ଗାଁ ରେ ଯଦି କୌଣସି ଛୋଟ ପିଲାର ପୂଜା କରାଯାଏ, ସେଥିରେ ମଧ୍ୟ ପାଲା ଓ ଦାଶ କାଠିଆ ଦେଖିବା ପାଇଁ ମିଳିଥାଏ। ଏହି କୀର୍ତ୍ତନ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି।ନୁଆପଲି ଅଞ୍ଚଳରେ ଏକ ଭଜନ ମଣ୍ଡଳୀ ରହିଛି।

ଏହି ଭଜନ ମଣ୍ଡଳୀରେ ଏକ ଛୋଟ ପିଲା ମଧ୍ୟ ରହିଛି।ତେବେ ସେମାନେ ଏକାଠି ଭାବରେ ଅନେକ ସ୍ଥାନରେ ଭଜନ କରି ଥାଆନ୍ତି।ସେହି ଛୋଟ ପିଲାର ଭଜନ ଅନେକ ଭାବରେ ଆକର୍ଷଣୀୟ ହୋଇଥାଏ।ତାର ଭଜନ ଶୁଣିବା ପାଇଁ ଅନେକ ଲୋକ ପସନ୍ଦ କରନ୍ତି।ଛୋଟ ପିଲା ହେଲେ ମଧ୍ୟ ତାଙ୍କର ଭଜନ ଗାଇବାର ଶୈଳୀ ସମ୍ପୂର୍ଣ୍ଣ ଭାବରେ ଭିନ୍ନ ଅଟେ।ତାଙ୍କର ଭଜନ ଅନେକ ଲୋକଙ୍କୁ ଅନେକ ଭାବରେ ଆକର୍ଷିତ କରିଥାଏ।ନିଜର ଭଜନ ପାଇଁ ଏହି ଛୋଟ ପିଲା ବର୍ତ୍ତମାନ ତାଙ୍କର ସଂପୂର୍ଣ୍ଣ ଅଞ୍ଚଳରେ ପରିଚିତ ହୋଇ ସାରିଛନ୍ତି।

ସେ ଜଣେ ବହୁତ ଭଲ ଭଜନ ଗାୟକ ଅଟନ୍ତି ଏହା ସହିତ ତାଙ୍କ ପାଇଁ ତାଙ୍କର ଭଜନ ମଣ୍ଡଳୀକୁ ଅନେକ ସ୍ଥାନରେ ଭଜନ ଗାଇବା ପାଇଁ ଡାକରା ଆସି ଥାଏ ଏହା ସହିତ ନିଜର ଭଜନ ପାଇଁ ସେ ଅନେକ ନାମ ମଧ୍ୟ କମାଇ ସାରିଛନ୍ତି।ସେ ଯେଉଁଠି ମଧ୍ୟ ଭଜନ ଗାଇବା ପାଇଁ ଯାଇ ଥାଆନ୍ତି ସେହି ସ୍ଥାନରେ ଲୋକ ମାନଙ୍କ ଭିଡ଼ ଦେଖିବାକୁ ମିଳେ।ଯାହା ଫଳରେ ଏହି କୁନି କଳାକାରଙ୍କ ଭଜନ ଶୁଣିବା ପାଇଁ ବହୁତ ଅଧିକ ଲୋକ ଅନେକ ଭାବରେ ପସନ୍ଦ କରୁଛନ୍ତି।

Leave a Reply

Your email address will not be published. Required fields are marked *