ଭାସିଗଲା ସଂସାର , ଉଜାଡି ଗଲା ଘର ! ସବୁଦିନ ପାଇଁ ଛାଡ଼ି ଚାଲିଗଲେ ନିରୁପମା।

କ୍ୟାନସର ଗୋଟିଏ ରୋଗ ନୁହେଁ ବରଂ ଏହା ଏକ ସାଧାରଣ ଶବ୍ଦ ଯାହାକି ବିଭିନ୍ନ କ୍ଷ-ତିକା-ରକ ଟ୍ୟୁମରକୁ ବର୍ଣ୍ଣନା କରିବା ପାଇଁ ବ୍ୟବହୃତ ହୁଏ ଯାହା ଉଦ୍ଭିଦ ଏବଂ ପ୍ରାଣୀ ସମେତ ସମସ୍ତ ଉଚ୍ଚ ଜୀବକୁ ପ୍ରଭାବିତ କରିଥାଏ | ଶହେରୁ ଅଧିକ ପ୍ରକାର ଏବଂ ଉପ ପ୍ରକାରର କର୍କଟ ମଣିଷ ଉପରେ ପ୍ର-ଭା-ବ ପକାଇଥାଏ | କ୍ୟାନସରକୁ ଶରୀରର ଯେକ ଟିସୁ କିମ୍ବା ଅଙ୍ଗରେ କୋଷର ଅସ୍ୱାଭାବିକ ଅଭିବୃଦ୍ଧି ଭାବରେ ବ୍ୟାଖ୍ୟା କରାଯାଇପାରେ | କର୍କଟ ହୋଷ୍ଟ ଉପରେ ଶି-କା-ର କରେ ଏବଂ ପୁଷ୍ଟିକର ଖାଦ୍ୟ ପାଇଁ ଶରୀରର ସାଧାରଣ କୋଷଗୁଡ଼ିକ ସହିତ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତା କରେ |

କାହା ଜୀବନ ରେ କଣ ଅଛି କେହି କହିପାରିବେନି ଆଜି ଅଛି ତ କାଲି ନାହିଁ ।ହସଖୁସିରେ ଚାଲିଥିଲା ଜୀବନ,ମାତ୍ର ହଠାତ୍ ମାଡ଼ି ଆସିଲା ଦୁଃ-ଖର କରାଳ ଛା-ୟା।ତେବେ ଘଟ-ଣାଟି ହେଉଛି ଅନୁଗୁଳ ତାଳଚେର ର ଦମ୍ପତି ତୁଷାର ଓ ନିରୁପମାଙ୍କ କଥା। ରୋଗ କଥା କିଛି କହିହବନି, କାହାର କଣ ହବ ଏହି ଦୁଃ-ଖ ଘ-ଟ-ଣା ଘଟିଛି ଏକ ଦମ୍ପତିଙ୍କ ସହ । ସେମାନଙ୍କ ବିବାହ ମାତ୍ର ତିନି ବର୍ଷ ହୋଇଥିଲା । ଆଉ ସେମାନଙ୍କ ର ଗୋଟେ ପୁଅ ମଧ୍ୟ ଥିଲା । ତାଙ୍କ ପତ୍ନୀ ଙ୍କୁ ସ୍ତନ କର୍କଟ ରୋଗ ହୋଉଥିଲା ।

ଆଉ ଚିକିତ୍ସ ହୋଉଥିଲେ ।ମାତ୍ର ତାଙ୍କ ଖୁସିର ସଂସାର ପାଣି ଫୋଟକା ଭଳି ଫାଟିଗଲା। ତାଙ୍କର ଆୟୁଷ ଆଉ ନଥିଲା ବୋଧେ ଯାହା ସେ ମୁର୍ତ୍ତୃ ହୋଇଗଲା । ଯାହା ତାଙ୍କ ସ୍ୱାମୀ ସହିପାରୁନାହାନ୍ତି ତାଙ୍କ ଛାତି ଫାଟି ଯାଉଛି ଆଉ କହୁଛନ୍ତି ତୁ ଫେରିଆ ମୋ ଧନ । ବହୁତ ଚେଷ୍ଟା କରିବା ପରେ ବି ଡାକ୍ତର ତାଙ୍କୁ ଠିକ କରିପାରିଲେ ନାହିଁ ।

ତାଙ୍କ ର ଯିବା ସମୟ ଆସିଛି କିଏ ବା ତାଙ୍କୁ ଅଟକେଇ ପାରିବ । ମାନବ ଶରୀରରେ ଥିବା ପ୍ରତ୍ୟେକ ଜୀବକୋଷ ଯାହା କୋଷ ବିଭାଜନରେ ସକ୍ଷମ, କର୍କଟ ରୋଗ ହେବାର ସମ୍ଭାବନା ଥାଏ | ଯେହେତୁ ଶରୀରରେ ଅନେକ ପ୍ରକାରର କୋଷ ଅଛି, ସେଠାରେ ଅନେକ ପ୍ରକାରର କର୍କଟ ହୋଇପାରେ | ପ୍ରାୟ 200 କର୍କଟ ମଣିଷ ଉପରେ ପ୍ର-ଭା-ବ ପକାଇଥାଏ | ଏକ ଜେନେରିକ୍ ନାମ ସାଧାରଣତ କର୍କଟ ରୋଗର ଏକ ଗୋଷ୍ଠୀକୁ ଦିଆଯାଏ, ସେମାନଙ୍କ ଉତ୍ପତ୍ତି କୋଷର ପ୍ରକାର ଉପରେ ନିର୍ଭର କରେ ଯେପରିକି କାରସିନୋମା, ସାର୍କୋମା, ମାଇଲୋମା, ଲ୍ୟୁକେମିଆ ଏବଂ ଲିମ୍ଫୋମା |ଏମିତି ଦୁଃ-ଖ ସମୟ କାହା ଜୀବନ ରେ ନଆସୁ ।

Leave a Reply

Your email address will not be published. Required fields are marked *