ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ, ନିଜ ସାଙ୍ଗକୁ ଦେଖା କରିବାକୁ ଯାଇ ୧୬ ଜଣ ସୈ-ତା-ନ୍ ଙ୍କ ଶି-କା-ର ହେଲା ଝିଅ।

ତେବେ ଘ-ଟ-ଣା ଟି ପୁନେ ସହରର ବନବାଡି ଅଞ୍ଚଳର। ସେଠାରେ ଏକ ଝିଅ ରହୁଥିଲା ଯାହାର ବୟସ ୧୪ବର୍ଷ ଅଟେ।ସେହି ଝିଅର ବାପା ଏକ ଫାର୍ମ ରେ ଗଛ ମାନଙ୍କର ଦେଖା ରଖା କରୁଥିଲେ। ତେବେ 31 ଅଗଷ୍ଟ ରାତି ରେ ଝିଅଟି ନିଜ ସାଙ୍ଗ କୁ ଦେଖା କରିବା ପାଇଁ ପୁନେ ରେଳ ଷ୍ଟେ-ସ-ନ କୁ ଯାଇଥିଲା।ସେଠାରେ ସେ ନିଜ ସାଙ୍ଗକୁ ଅପେକ୍ଷା କରିଥିଲା ହେଲେ ତା ସାଙ୍ଗ ଆସିଲା ନାହିଁ।ସେଥିପାଇଁ ସେ ବହୁତ୍ ଚିନ୍ତାରେ ପଡ଼ିଗଲେ ଓ କା-ନ୍ଦିବା-କୁ ଲାଗିଲା।

ତେବେ ସେହି ରାସ୍ତାରେ ଯାଉଥିବା ଅଟୋ ବାଲା ଝିଅକୁ କଣ ପାଇଁ କା-ନ୍ଦୁ-ଛି ବୋଲି ପଚାରିଲା। ତୁମର କିଛି ସାହାଯ୍ୟ କରି ପାରିବି କି ?ତେବେ ଝିଅଟି ସବୁ କିଛି ସତ କହିଲା।ତେବେ ଏହା ଶୁଣି ଅଟୋ ବାଲା ଚାଲିଗଲା ଓ କିଛି ସମୟ ପରେ ଆସି କହିଲା ତୁମେ ଯାହାକୁ ଅପେକ୍ଷା କରିଛ ସେ ବାହାରେ ଅଛି। ବିଳମ୍ୱ ରେ ଆସିଥିବାରୁ ସେ ତୁମକୁ ଅପେକ୍ଷା କରିଚି ,ତୁମେ ମୋ ସହିତ ଆସ।

ଏହାପରେ ଝିଅଟିକୁ ଅଟୋ ବାଲା ପାଣି ଦେଲା।ଝିଅଟି ପାଣି ପି ସାରିବା ପରେ ତା ମୁଣ୍ଡ ବୁଲାଇ ଦେଲା।ଏହା ପରେ ଅଟୋ ବାଲା ତାକୁ ନେଇ ସେଠାରୁ ଚାଲିଗଲା। ପରେ ସେହି ଝିଅକୁ ଜଙ୍ଗଲକୁ ନେଇ ତାକୁ ଦୁ-ଷ୍କ-ର୍ମ କଲା।ତେବେ ୨/୩ ଘଣ୍ଟା ପରେ ଓଟୋ ବାଲା ଝିଅଟିକୁ ନେଇ ଏକ ଲଜ୍ କୁ ଗଲା। ସେଠାରେ ଅଟୋ ବାଲା ର କିଛି ସାଙ୍ଗ ଅପେକ୍ଷା କରିଥିଲେ।ଏହା ପରେ ସେହି ଝିଅକୁ ଉ-ଲ-ଗ୍ନ କରି ତାକୁ ଜଣେ ପରେ ଜଣେ ଦୁ-ଷ୍କ-ର୍ମ କରିବାକୁ ଲାଗିଲେ।ହୋସ ଆସିବା ବେଳକୁ ଝିଅଟିକୁ ୧୨ ଜଣ ଦୁ-ଷ୍କ-ର୍ମ କରି ସାରିଥିଲେ

ତେବେ ଝିଅଟିକୁ ଷ୍ଟେ-ସ-ନ ରେ ଛାଡ଼ିବା ପରେ ସେଠାରେ ଥିବା ଦୁଇଜଣ ସଫେଇ କର୍ମଚାରୀ ମଧ୍ୟ ତାକୁ ବ-ଳାତ୍କା-ର କଲେ।ଏହା ପରେ ଝିଅଟିକୁ ଏକ ଟ୍ରେନ ରେ ବସାଇ ଦେଲେ ଯାହା ଚଣ୍ଡିଗଡ ଯାଉଥିଲା ।ଝିଅଟି ସେଠାରୁ ଓହ୍ଲାଇ ଏକ କୋଣ ରେ ବସିଥିଲା।ଅନେକ ଲୋକ ଯାଉଥିଲେ ଆସୁଥିଲେ ହେଲେ କେହି ସାହାଯ୍ୟ କରୁ ନଥିଲେ।ହେଲେ ଏକ ଜି ଆର ପି ପୋ-ଲି-ସ୍ ସେଠାରେ ପହଞ୍ଚି ଝିଅ ପାଖରୁ ସବୁ କଥା ବୁଝିବା ପରେ ୧୬ ଜଣ ଆ-ସା-ମୀ ଙ୍କୁ ଗି-ର-ଫ କରିଚି ପୋ-ଲି-ସ୍।

Leave a Reply

Your email address will not be published. Required fields are marked *