ଦିନେ ସ୍କୁଲରେ ଥିଲେ ଟପ୍ପର, ଆଉ ପ୍ରେମ କରି ହୋଟେଲ ଗଲେ ପ୍ରେମିକ ସହ ,ଆଉ ସ-ମ୍ବ-ନ୍ଧ ସମୟରେ ସରିଗଲା ସବୁକିଛି

ପ୍ରେମ ଦେଖେନି ଦିନ, କାଳ, ପାତ୍ର କେତେବେଳେ କଉ ସମୟରେ କାହାକୁ ହେଇଯିବ ଜଣାନଥାଏ |ସବୁ ଝିଅ ନିଜ ଜୀବନ ସାଥିକୁ ଏକ ସ୍ବପ୍ନ ଦେଖିଥାନ୍ତି ପୁଣି ଯେତେବେଳେ ଝିଅ ସନ୍ତାନ ଗୋଟେ ପରିବାରରେ ଜନ୍ମଗ୍ରହଣ କରିଥାଏ ଝିଅ କୁ ନେଇ ମଧ୍ୟ କେତେ ଆଶା ବାନ୍ଧିଥାନ୍ତି | ଆସନ୍ତୁ ଜାଣିବା ଯେତେବେଳେ ସେ ଝିଅକୁ ବାପା ମା ମା-ରି-ବାର ଦେଖନ୍ତି ଦେବେ ଆଶା ମା-ରି-ବା ସହ ସେ ବି ବଞ୍ଚି ଥାଉ ଥାଉ ଜଡ ପାଲଟି ଯାଉଛନ୍ତି ଏବଂ ନିଜ ଆଖିକୁ ମଧ୍ୟ ବିଶ୍ୱାସ କରିପାରନ୍ତି ନାହିଁ |

ବାପାର ଗେଲ୍ହା ଝିଅ ଗାଁ ର ସୁନାନାକି ଝିଅ ବୟସ 17ପ୍ରେମ ଦୁନିଆରେ ପାଦ ଦଉ ଦଉ ଚାଲିଗଲା ଜୀବନ| ଗାଁ ରୁ ସହର ସ୍କୁଲରୁ କଲେଜ ସବୁ କିଛି ବଦୁଲୁ ଥିଲା ସେପରି ଯୁବତୀଙ୍କ ମନ ମଧ୍ୟ ବଦଳୁଥିଲା |ସେ ବରଗଡ କଲେଜ ଆସିଲେ ଦୁନିଆ ଦେଖିବାକୁ ଦୁନିଆ ଦେଖିବା ସହ ଅନେକ ସ୍ବପ୍ନ ସଜାଡୁ ଥିଳେ ଯୁବତୀ

ସମୟ ସହିତ ଚାଲି ଯାଏ ସ୍କୁଲ ସମୟ |ଜୀବନରେ ଆସେ ପୁଣି କଲେଜରେ ପାଠ ପଢିବା ସମୟରେ ସାମ୍ନାନା କୁ ଆସେ ଅନେକ ଚେହେରା |ଅନେକ କଥା ତା ସାଙ୍ଗକୁ ଆସେ ପ୍ରେମ ପ୍ରେମ ଏକ ନୂଆ ଦୁନିଆ |ଦୁଇଟି ଆକାଶରେ ଉଡିଲା ପରି ଲାଗେ ପ୍ରେମିକ ସହ ସମୟ ଅତିବାହିତ ମଧ୍ୟ୍ୟ କରିବାକୁ ଭଲ ଲାଗେ |17ବର୍ଷର ନାବାଳିକା ଜଣଙ୍କ ଯାନ୍ତି ନିଜ ପ୍ରେମିକା ସହ ମିଶିବାକୁ ଏକ ହୋଟେଲ କୁ ପ୍ରେମିକକୁ 23ବର୍ଷ |ମନର ମିଳନ ଏମିତି ରହିଥିଲା କିନ୍ତୁ ଶାରୀ-ରିକ ମିଳନ ସମୟରେ ହଠାତ ଅଚେତ ହୋଇଯାନ୍ତି ପ୍ରେମିକା ଜଣଙ୍କ ନାବା-ଳିକାକୁ ନେଇ ଦୌଡି ଯାଏ ମେଡିକାଲ ପ୍ରେମିକ ହେଲେ ଶେଷ ହୋଇଯାଇଛି ଜୀବନ |

ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ଯାଏ ଧରିତ୍ରୀ ସଦା ସର୍ବଦା ପ୍ରଥମ ସ୍ଥାନ ଅଧିକାର କରନ୍ତି |ଏବେ ଜାଣିପାରୁଛନ୍ତି କେତେ ଉ-ଜ୍ୱ-ଳ ଭବିଷ୍ୟତ ତାଙ୍କର ପ୍ରେମ ଦୁନିଆରେ ପାଦ ଦେଲା ପରେ ଚାଲିଯାଇଛି ଜୀବନ ତାଙ୍କର| ବରଗଡ ମହା ବିଦ୍ୟାଳୟର ଛାତ୍ରୀ ବାପାଙ୍କର ଅନେକ ଆଶା ବାନ୍ଧିଥିଲେ ମୋ ଝିଅ ମୋର ପାଠ ପଢିବ ତା ଉଜ୍ୱଳ ଭବିଷ୍ୟତ ସେ ଗଢ଼ିଦେବ ସମସ୍ତେ ଜାଣିବେ ସେ ମୋ ଝିଅ ବୋଲି |ହେଲେ ଝିଅର ମୃ-ତ୍ୟୁ ଖବର ଶୁଣି ମାଟି କା-ମୁ-ଡି କା-ନ୍ଦୁ-ଛନ୍ତି ମା ବାପା |

Leave a Reply

Your email address will not be published. Required fields are marked *