ଏହି ଚୋ-ରମାନେ ଚୋ-ରି କାମ ଛାଡିକି ଛୋଟାଭୀମ ଦେଖିବା କଥା,ଦେଖନ୍ତୁ ଭିଡ଼ିଓ ସବୁ ଜାଣି ପାରିବେ !

ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ଯାହାକୁ କି ଆମେ ଏତେ ସହଜରେ ବିଶ୍ୱାସ କରି ପାରିନଥାଉ ହେଲେ ପ୍ରକୃତରେ ତାହା ଘଟିଥାଏ। ବହୁ ସମୟରେ ଲୋକମାନଙ୍କର ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବିଶ୍ୱାସ ହୋଇନଥାଏ। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଚୋ-ରକୁ ନେଇ ଏପରି କିଛି ଖବର ବହୁତ ଭାଇରାଲ୍,ଏହି ସବୁ ଖବର ଯେତିକି ଆଶ୍ଚର୍ଯ୍ୟଜନକ ସେତିକି ଡରୁଆ ମଧ୍ୟ।

୧:- ପ୍ରଥମ ଭିଡିଓରେ ଜଣେ ଚୋ-ର ଗୋଟେ ଷ୍ଟୋରକୁ ଲୁ-ଟିବା ପାଇଁ ଯାଉଛି।ଷ୍ଟୋରକୁ ଯାଇ ସେ ବନ୍ଧୁକ ବାହାର କରୁଛି ହେଲେ ଦୁର୍ଭାଗ୍ୟ ବଶତଃ ବ-ନ୍ଧୁ-କଟି ତଳେ ପଡି ଯାଉଛି ଏହା ପରେ ଚୋ-ରଟି କାଉଣ୍ଟର ଉପରେ ଚଢିବାକୁ ଚେଷ୍ଟା କରୁଛି ହେଲେ ଏଥିରେ ବି ଅସଫଳ ରହୁଛି।ଏହା ପରେ ଚୋରଟି ସବୁ କିଛି ଛାଡି ଚମ୍ପଟ ମା-ରୁ-ଛି ଆଉ ସେହି ସମୟରେ ତାର ପେଣ୍ଟ ଖସିଯାଉଛି।

୨:- ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ରାସ୍ତା ସାଇଡରେ ଗାଈକୁ ଖାଇବାକୁ ଦେଉଛନ୍ତି।ହେଲେ ସେହି ସମୟରେ ଗୋଟେ ଚୋ-ର ଆସି ତାଙ୍କୁ ଧ-କା ଦେଉଛି ଆଉ ସେମାନଙ୍କ ମଧ୍ୟରେ ଯୁ-କ୍ତି ତରକ ହେଉଛି । ଏହା ପରେ ସେହି ସ୍ଥାନକୁ ଦୁଇଜଣ ବ୍ୟକ୍ତି ଆସୁଛନ୍ତି।ଅସଲରେ ତିନିଜଣ ଚୋ-ର ସେହି ବ୍ୟକ୍ତିଙ୍କୁ ଲୁ-ଟି-ବା ପାଇଁ ଚେଷ୍ଟା କରୁଛନ୍ତି ଆଉ ବ୍ୟକ୍ତିଙ୍କ ବେକରେ ଥିବା ସୁନା ଚେନ ନେଇ ଚମ୍ପଟ ମା-ରୁଛନ୍ତି।

୩:- ତୃତୀୟ ଭିଡିଓରେ ଦୁଇଟି ଯୁବତୀ ଗୋଟେ ଘରକୁ ଚୋ-ରୀ କରିବା ପାଇଁ ଆସିଛନ୍ତି ହେଲେ ଆଶ୍ଚର୍ଯ୍ୟ କଥା ଏହା ହେଉଛି ଯେ, ସେମାନେ ଚପଲ ଚୋ-ରୀ କରିବାକୁ ଆସିଥିଲେ।ଦୁଇଜଣ ନିଜ ସାଇଜର ଚପଲ ଖୋଜୁଛନ୍ତି ହେଲେ ସେମାନଙ୍କ ମଧ୍ୟରୁ ଗୋଟେ ମହିଳାର ନଜର ସିସିଟିଭି ଉପରେ ପଡିଯାଉଛି ଯାହାଫଳରେ ଯୁବତୀ ଲାଜ କରି ସେହି ସ୍ଥାନରୁ ଚାଲି ଯାଉଛି।

୪:- ଚତୁର୍ଥ ଭିଡିଓରେ ଜଣେ ଚୋ-ର ଏକ ଟେକସି ଡ୍ରାଇଭରକୁ ଲୁଟିବା ପାଇଁ ଚେଷ୍ଟା କରୁଛନ୍ତି ହେଲେ ବ୍ୟକ୍ତି ଜଣକ ଜାଣି ନାହାନ୍ତି ଯେ, ସେହି ଟେକସି ପଛରେ ଏକ ପୋଲିସ ଗାଡି ଅଛି।ଯେତେବେଳେ ସେ ପଛକୁ ବୁଲି ଅନେଇଲେ ସେତେବେଳେ ତାଙ୍କ ଅବସ୍ଥା ଖରାପ ହେଇଗଲା।

୫:- ପଞ୍ଚମ ଭିଡିଓରେ ଜଣେ ନି-ଶାଖୋ-ର ଚୋ-ର ଏକ ରେଷ୍ଟୁରେଣ୍ଟ ଭିତରକୁ ଆସୁଛି ହେଲେ ସେ ଟଙ୍କା ନୁହେଁ ଖାଇବା ଖାଇବା ପାଇଁ ଆସୁଛି।ଚୋ-ର ଜଣକ ଦୁଇଟି ଫ୍ରାଏସର ପ୍ଯାକେଟ ଉଠାଇ ଫ୍ରାୟରରେ ପକେଇଲା।ହେଲେ ଚୋ-ରକୁ ଜଣା ନଥିଲା ଫ୍ରାଏସକୁ ବାହାର କରି ଫ୍ରା-ୟ-ରରେ ପକାଯାଏ କିନ୍ତୁ ସେ ଦୁଇଟି ପ୍ଯାକେଟ ଫ୍ରାୟରରେ ପକାଇ ଦେଲା।ଏହା ପରେ ଚୋ-ରଟି ନି-ରା-ଶ ହୋଇ ସେହି ରେଷ୍ଟୁରେଣ୍ଟରେ ସୋଇଗଲା ଏମିତି ଲାଗୁଛି ଚୋ-ରଟି ସକାଳର ବ୍ରେକ ଫାଷ୍ଟ ବି ସେଇଠି କରିବାକୁ ଚାହୁଁ ଥିଲା।

Leave a Reply

Your email address will not be published. Required fields are marked *