ଟ୍ରେନରେ ଇଏ ପୁଣି କି କା-ଣ୍ଡ !! ଦେଖନ୍ତୁ ଭିଡ଼ିଓ

ସବୁ ଦିନ କିଛି ନା କିଛି ନୁଆ ଖବର ଆମେ ଜାଣିବା କୁ ପାଉଚୁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଏମିତି ଗୋଟେ ଖବର ଆପଣ ଶୁଣି ଲେ ଚମକି ପଡିବେ।

ରେଳ ଷ୍ଟେ-ସ-ନ ରେ ବହୁତ ଘ-ଟ-ଣା ଖଟୁଚି କିନ୍ତୁ ଏଇଟା ସବୁ ଠୁ ନିଆରା । ଯାତ୍ରୀ ମାନେ ରେଳ ରେ ଯିବା ସମୟ ରେ କେହିନା କେହି ଶୌଚାଳୟ ବେବୋହର କରନ୍ତି । ଗୋଟେ ମହିଳା ସେମିତି ଶୌଚାଳୟ ଵେବହାର କରିଥିଲେ , ହଠାତ ସେ ପାଟି କଲା ଆଉ ଜୋରେ ରେ କହିଲା ମୋତେ ବଞ୍ଚାଓ ବୋଲି ।

https://www.youtube.com/watch?v=QOB8gPyVgpI

ସବୁ ଲୋକ ରୁଣ୍ଡ ହୋଇଗଲେ ଆଉ ତାକୁ ପଚାରିଲେ କଣ ହୋଇଛି ବୋଲି ସେ କିଛି କହୁନଥିଲା । କିଛି ସମୟ ପରେ ଲୋକ ମାନେ ଶୌଚାଳୟ କବାଟ ଭା-ଙ୍ଗିଦେଲେ ଆଉ ସେ ଦେଖିଲେ କି ମହିଳା ଜଣଙ୍କ ଗୋଡୋ ଶୌଚାଳୟ ରେ ଅଟକି ଯାଇଛି । ସେମାନେ ବହୁତ ଚେଷ୍ଟା କରିବା ପରେ ବି କିଛି ଲାଭ ହେଲା ନାହିଁ । ସେମିତି ମହିଳା ଜଣଙ୍କ ପାଟି କରୁଛି କିନ୍ତୁ କେହି କିଛି କରିପାରୁନାହାନ୍ତି । ଏଇ ଖବର ରେଳ ପୋ-ଲି-ସ ପାଖ ରେ ପହଁଚିଲା

ସେମାନେ ଆସି ଦେଖିଲେ ଆଉ କିଛି କହିବା ପାଇଁ ଚେଷ୍ଟା କଲେ କିନ୍ତୁ କିଛି ଲାଭ ହେଲା ନାହିଁ । ସେମାନେ ବାଧ୍ୟ ହୋଇ ଶୌଚାଳୟ କୁ ଉପୁଡି ଦେଲେ । ରେଳ ଷ୍ଟେ-ସ-ନ ରେ ପହଁଚିଲା ତା ପରେ କଟର ସାହାଯ୍ୟ ରେ ସେ ଗୁଡ ବାହା ର କରିପାରିଲେ । ତା ପରେ ସେ ସାଙ୍ଗେ ସାଙ୍ଗେ ହସ୍ପିଟାଲ ରେ ଆଡମିଟ ହେଲେ । ଏହି ଭଲି ଅସାବଧାନତା ଯୋଗୁ ଆଜି ଜୀବନ ଚାଲିଯାଇଥାନ୍ତା

Leave a Reply

Your email address will not be published. Required fields are marked *