ଆସିଲା ସମୟ ! ଶ-ତ୍ରୁଙ୍କର ବି-ନା-ଶ କରିବେ ମହାପ୍ରଭୁ ! ଛତିଆରେ ହେଵ ଏୟାର ଷ୍ଟ୍ରାଇକ୍ ! ଜାଣନ୍ତୁ କଣ କହୁଛି ମାଳିକା !

ଭବିଷ୍ୟତ ହେଉଛି ଗୋଟିଏ ଏମିତି ସମୟ ଯାହାକୁ ନେଇ ଆମେ ସମସ୍ତେ ଉତ୍ସାହିତ ଅଟୁ କାରଣ ଏହା ଆମ ପାଇଁ କ’ଣ ଗଚ୍ଛିତ କରି ରଖିଛି ତାହା ଆମେ ଜାଣିନାହୁଁ ଏବଂ ଆମେ ସର୍ବଦା ଆଶା କରୁ ଯେ ଏହା ଭଲ ହେବ ଏହି ଚିନ୍ତା ଆମକୁ ଜୀବନ ଏବଂ ଆଗକୁ ବଢିବାକୁ ଆଶା ଦେଇଥାଏ । ସମଗ୍ର ବିଶ୍ୱରେ ବିଭିନ୍ନ ସାଧୁସନ୍ଥ ବିଭିନ୍ନ ପୃଷ୍ଠଭୂମିରେ ଅଛନ୍ତି

ଯେଉଁମାନେ ଭବିଷ୍ୟତର ଅନେକ ଘ-ଟ-ଣା ବିଷୟରେ ଭବିଷ୍ୟବାଣୀ କରିଥିଲେ ଯାହାକି ନିର୍ଦ୍ଦିଷ୍ଟ ସ୍ଥାନ କିମ୍ବା ବିଶ୍ଵ ସହିତ ଜଡିତ ପ୍ରାସଙ୍ଗିକତା ଧାରଣ କରିଥାଏ । ଓଡ଼ିଶା ରାଜ୍ୟରେ 100 ଶତାବ୍ଦୀ ରୁ ଅଚ୍ୟୁତାନନ୍ଦ ଦାସ ନାମକ ଏକ ବୈଷ୍ଣବ ସନ୍ଥ ଥିଲେ। ଯିଏ କି ମାଳିକାରେ ପ୍ରଳୟର ଅନେକ କଥା ବର୍ଣ୍ଣନା କରିଛନ୍ତି । ଯାହା ଭବିଷ୍ୟତ ରେ ଆସୁଥିବା ବି-ପ-ଦ ବିଷୟ ରେ ସୂଚନା ପ୍ରଦାନ କରିଥାଏ।

ତାଙ୍କ କଥା ଅନୁସାରେ ଯେତେବେଳେ ପ୍ରଳୟ ଆସିବ ସମୁଦ୍ରରୁ 200 କିମି ବାଟ ପର୍ଯ୍ୟନ୍ତ ଜଳମଗ୍ନ ହେଇଯିବ। ଯାହା ଦ୍ଵାରା ଛତୀୟା ରେ ତୁହିବ ପ୍ରଭୁଙ୍କର ଆସ୍ଥାନ ମଧ୍ୟ ଜଳମଗ୍ନ ହେଇଯିବ। ଆଉ ଏହି ପ୍ରଳୟ କାଳରେ ବାଇଶି ପାହାଚରେ ମୀନ ଖେଳିବା ବୋଲି ଏହିଠାରେ ବର୍ଣ୍ଣନା କରାଯାଇଛି ।ଆଉ ଏହି ସମୟ ରେ ସାରା ଓଡିଶା ଜଳ ମଗ୍ନ ହେଇଯିବ ବୋଲି ମଧ୍ୟ କହିଛନ୍ତି ।

ଆଉ ଏହି ସମୟରେ ଶ-ତ୍ରୁ ମାନେ ଛତିୟାକୁ ଆକ୍ର-ମଣ କରିବେ । ଆଉ ଏହି ଆକ୍ର-ମଣ ଦ୍ବାରା ଅନେକ ଲୋକଙ୍କର ମୃ-ତ୍ୟୁ ହେବ। ଖାଲି ଏତିକି ନୁହେଁ ଆକାଶ ମାର୍ଗ ରେ ମଧ୍ୟ ଯୁ-ଦ୍ଧ ହେବ ଆଉ ଯେତେବେଳେ ଏହି ପ୍ରଳୟର ସୂଚନା ଆସିବ ମୟ ପ୍ରଭୁ ପୁରୀ ଶ୍ରୀ ମନ୍ଦିର ଛାଡ଼ି ଆସି ଛାତିଆରେ ରହିବେ ବୋଲି କୁହାଯାଇଛି।

Leave a Reply

Your email address will not be published. Required fields are marked *