କଳିଯୁଗ ପରେ ଯୁଗ କେମିତ ହେବ ! ଜାଣନ୍ତୁ …?

ଦିନ ପରେ ରାତି ପୁଣି ରାତି ପରେ ଦିନ ମଧ୍ୟ ଆସେ ଠିକ ସେମିତି ପରି ଯୁଗ ପରେ ଯୁଗ ମଧ୍ୟ ଆସେ | ଆପଣ ମାନେ ଜାଣିଥିବେ ପୂରଣରେ 4ଟି ଯୁଗ ବିଷୟରେ କୁହା ଯାଇଛି |ସେଗୁଡିକ ହେଲା ସତ୍ୟ ଯୁଗ, ଦ୍ୱାପର ଯୁଗ,ତ୍ରେତୟା ଯୁଗ,ଏବଂ କଳି ଯୁଗ |କଳିଯୁଗକୁ ଛାଡି ସବୁ ଯୁଗ ରେ କିଛି ନା କିଛି ମହତ୍ୱ ରହିଛି |କିନ୍ତୁ କଳି ଯୁଗରେ କେବଳ କିଛି ମୋହତ୍ୱ ହିଁ ନାହିଁ ଚାରିଆଡେ କେବଳ ପ୍ରତି-ଶୋଧ, ବିଷକଣ୍ଟା ସୃଷ୍ଟି ଲୋଭ ଏବଂ ମୃ-ତ୍ୟୁ ଦେଖାଯାଇଥାଏ କଳିଯୁଗକୁ ମନୁଷ୍ୟ ଜାତି ପାଇଁ ଏକ ଅବିଶାପ ବୋଲି କୁହାଯାଇଛି |ଆପଣ ମାନେ ଜାଣିଛନ୍ତି କି କଳି ଯୁଗ କେବେ ଆରମ୍ଭ ହେଲା କିମ୍ବା ଏ ଅଭିଶପ୍ତ ଯୁଗର ସମାପ୍ତି କେବେ ଆସିବ ଏବଂ ଏଏହା ପରେ କେଉଁ ଯୁଗ ଆରମ୍ଭ ହେବ |ଆସନ୍ତୁ ଜାଣିବା କଳିଯୁଗ ପରେ କଣ ହେବ |

ବେଦ ପୁରାଣରେ କୁହାଯାଇଛି ଯେବେ ଅଧର୍ମ ବଢ଼ିଯିବ ସେବେ ଏହି ଯୁଗର ଅନ୍ତ ଘ-ଟିବ |ପୁରାଣ ଅନୁସାରେ ଖ୍ରୀଷ୍ଟପୂର୍ବ ଆଗୁରୁ ଏ ଯୁଗ ଆରମ୍ଭ ହେଇସାରିଛି |ଯଦି ଆମେ ବେଦ ଦେଖିବା ଏଏହି ଅନୁସାରେ କଳିଯୁଗ ସବୁଠାରୁ ଅତ୍ୟାଆ ଚାରି ଯୁଗ ବୋଲି କୁହାଯାଇଛି ବେଦ ଅନୁସାରେ ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ହିଁ ହେଇଥିଲା ଏବଂ ଅନ୍ତ କଳି ଯୁଗରେ ହବ ବୋଲି କୁହାଯାଇଛି |

ଏହି ଯୁଗରେ ନନା ପ୍ରକାର କୁକର୍ମ ବଢିବ ଚୋ-ରି, ଡକା-ୟତି,ଲୋଭ, କାମ କ୍ରୋ-ଧ ଆଦି ମଣିଷକୁ ଅନ୍ତ କରିଦେବ |ମଣିଷ ବୁଦ୍ଧି, ବିବେକ ହରାଇ କୁକର୍ମରେ ଲିପତ ରହିବ ଯେତେସବୁ ଖରାପ ପ୍ରକୃତି ଅଛି ସେହି ସବୁ ଲୋକମାନଙ୍କର ମୁଖ୍ୟ ପ୍ରକୃତି ହେଇଯିବ |ଏହି ଯୁଗର ଅନ୍ତ ହେବା ସମୟରେ ଏଭଳି ପରିସ୍ଥିତି ହେଇଯିବଯେ ଲୋକମାନଙ୍କର ଆୟୁଷ ମଧ୍ୟ କମିଯିବ ଏହି କଥା ବ୍ରିଷନୁ ନାରଦଙ୍କୁ କହିଥିଲେ ସେହି ସମୟ ବେଳକୁ ମଣିଷର ବୟସ 20 ବର୍ଷ ହେଇଯିବ |ପୁରୁଷ ମହିଳା କିଛି ନ ମାନି ସଦା ସର୍ବଦା ଭୋଗବିଳାସ ରେ ଲିପ୍ତ ରହିବେ |ଅଧର୍ମ ପାପି ମାନଙ୍କ ସଂଖ୍ୟା ବଢ଼ିଯିବ |ଯୁଗ ପରିବର୍ତନର ଏଏହା 22ତମ ଚକ୍ର ଚାଲିଛି ଏହାକୁ ଗୀତରେ ମଧ୍ୟ ବର୍ଣନା କରାଯାଇଛି |

ନାରଦ ପଚାରିଲେ ଆମେ ଜାଣିବା କେମିତି କଳିଯୁଗ ଶେଷ ହେଲା ବୋଲି ଭଗବାନ କହିଲେ ଯେତେବେଳେ ପାପ ଭାର ବୃଦ୍ଧି ପାଇବ ସେତେବେଳେ କଳି ଯୁଗ ଆରମ୍ଭ ହେଲା ବୋଲି ଜାଣିନେବ |ସେ ମଧ୍ୟ କହିଥିଲେ ଏହା ମହିଳା ମାନଙ୍କ କେଶରୁ ଜଣା ପଡିବ ଆଗୁରୁ ଯେଉଁ କେଶ କୁ ଆଲୋଙ୍କର ବୋଲି ବିବେଚନା କରାଯାଉଥିଲା ବର୍ତମାନ ସେ କେଶ କୁ ମହିଳା ମାନେ କାଟିବା ସହିତ ରଙ୍ଗ କରିବେ ସୁନ୍ଦର ଦେଖା ଯିବା ପାଇ ପୁରୁଷ ମାନେ ମଧ୍ୟ କରିବେ |ଏହା ପରେ ସତ୍ୟ ଯୁଗ ଦେଖା ଦେବେ ପୁଣି ଥରେ ଧର୍ମ ପ୍ରତିଷ୍ଠା ହେବ ପୁଣି ମାନବିକତା ଜନ୍ମ ନେବ ସମସ୍ତଙ୍କ ଭିତରେ ଭଲ ପାଇବା ଦେଖା ଯିବ ସମସ୍ତେ ଶାରୀରକ ସୁଖ ଠାରୁ ମାନ-ସିକ ଶାନ୍ତି ଭୋଗ କରିବେ ସମସ୍ତେ ପୂଜାପାଠରେ ଲିପ୍ତ ରହିବେ ଏବଂ ମଣିଷ ମାନଙ୍କ ବୟସ ସୀମା ଚାରି ହଜାର ରୁ ଦଶ ହଜାର ହେଇଯିବ ।ପୃଥିବୀରେ ପୁଣି ଥରେ ଧର୍ମ ଚର୍ଚ୍ଚା ହେବ

Leave a Reply

Your email address will not be published. Required fields are marked *