ଜାଣନ୍ତୁ ଭ-ଣ୍ଡ ବାବାର କଳା କା-ରନା-ମା,ପୁଅ ସାମ୍ନାରେ ୭୯ ଦିନ ଧରି ଦୁ-ଷ୍କ-ର୍ମ।

ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ଯାହାକୁ କି ଆମେ ଏତେ ସହଜରେ ବିଶ୍ୱାସ କରି ପାରିନଥାଉ ହେଲେ ପ୍ରକୃତରେ ତାହା ଘଟିଥାଏ। ବହୁ ସମୟରେ ଲୋକମାନଙ୍କର ଏପରି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବିଶ୍ୱାସ ହୋଇନଥାଏ। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେଉଛି।ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ବାଲେଶ୍ୱର ଜିଲ୍ଲାରୁ ଏପରି ଏକ ଲ-ଜ୍ଜାଜ-ନକ ଘ-ଟ-ଣା ସାମ୍ମାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କର ବି ହୋସ୍ ଉଡିଯିବ । ଅଢ଼େଇ ବର୍ଷର ପୁଅ ସାମ୍ନାରେ ଜଣେ ବିବାହିତ ମହିଳାଙ୍କ ସହ ଦୁ-ଷ୍କ-ର୍ମ କରିଛି ଜଣେ ଭଣ୍ଡ ତା-ନ୍ତ୍ରି-କ । ଶନିବାର ଦିନ ପୋ-ଲି-ସ ଏନେଇ ସୂଚନା ଦେଇଛି । ଶୁକ୍ରବାର ଦିନ ଏକ ବନ୍ଦ କଠୋରୀ ଭିତରୁ ମହିଳା ଓ ତାଙ୍କ ପୁଅକୁ ଉ-ଦ୍ଧା-ର କରାଯାଇଛି । କିନ୍ତୁ ଅଭି-ଯୁକ୍ତ ଜଣକ ଘଟ-ଣସ୍ଥ-ଳରୁ ଚମ୍ପଟ ମା-ରି-ଛି, ଯାହାକୁ ଧରିବା ପାଇଁ ପୋ-ଲି-ସର ଛା-ନଭି-ନ୍ ଜା-ରି ରହିଛି।

ଘଟ-ଣାକୁ ନେଇ ପୀ-ଡି-ତ ମହିଳା ଜଣକ କ୍ୟାମେରା ଆଗରେ ନିଜର ଦୁଃ-ଖ କହିଛନ୍ତି । ସେ କହିଛନ୍ତି ଯେ, ‘୨୦୧୭ରେ ମୋର ବାହାଘର ହୋଇଥିଲା । କିନ୍ତୁ ଶଶୂରଘର ଲୋକେ ଯୌ-ତୁ-କ ପାଇଁ ମୋତେ ଶାରୀ-ରିକ ଓ ମାନ-ସିକ ନି-ର୍ଯ୍ୟାତ-ନା ଦେଉଥିଲେ।’ ଏହା ପରେ ଜଣେ ତା-ନ୍ତ୍ରି-କ ସହ ମହିଳାଙ୍କ ଶାଶୂ କଥା ହୋଇଥିଲେ । ଯଦି ମହିଳା କିଛି ମାସ ମୋ ସହ ରହିବେ ତେବେ ସମସ୍ତ ଝ-ଗ-ଡ଼ା ଦୂରେଇ ଯିବ ବୋଲି ତା-ନ୍ତ୍ରି-କ କହିଥିଲା । କିନ୍ତୁ ମହିଳା ଜଣକ ତା-ନ୍ତ୍ରି-କ ସହ ରହିବାକୁ ମନା କରିଥିଲେ । ଏଥିରେ ରା-ଗିଯା-ଇ ଶାଶୁ ତାଙ୍କୁ କୌଣସି ନି-ଶାଦ୍ର-ବ୍ୟ ଖୁଆଇ ଦେଇଥିଲେ, ଫଳରେ ମହିଳା ଜଣକ ବେହୋସ୍ ହୋଇଥିଲେ,ହୋସ୍ ଆସିବା ପରେ ସେ ନିଜକୁ ପୁଅ ସହ ତା-ନ୍ତ୍ରି-କ ରୁମ ରେ ପାଇଥିଲେ।

Leave a Reply

Your email address will not be published. Required fields are marked *