ସୋସିଆଲ ମିଡିଆରେ ଭାଇରାଲ୍ ହେଲା କିଛି ମଜାଦାର ଚୋ-ରି ଘ-ଟ-ଣା, ଯାହା ଆପଣଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେବ।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ତେବେ ସୋସିଆଲ ମିଡିଆରେ ଅନେକ ଚୋ-ରି ଖବର ବିଷୟରେ ଜାଣିଥିବେ।ଆଜି ଏପରି କିଛି ମଜାଦାର ଚୋ-ରି ବିଷୟରେ ଜାଣିବା ।

ପ୍ରଥମ ଭିଡିଓରେ ଦୁଇ ଜଣ ଚୋ-ର ଏକ ଘରୁ ଗ୍ୟାସ୍ ସିଲିଣ୍ଡର୍ ଚୋ-ରି କରି ନେଇ ଯାଉଛନ୍ତି,ଆଉ ଠିକ୍ ସେତିକି ବେଳେ ଘର ମାଲିକ ଆସି ଯାଇଛି ଯାହା ଫଳରେ ସେମାନେ ଗ୍ୟାସ୍ ସିଲିଣ୍ଡର୍ କୁ ଛାଡି ଦୌଡ଼ି ପଳେଇ ଗଲେ।ଘର ମାଲିକ ବାଇକ୍ ଚୋ-ରି କରୁଥିବା ଭାବି ଚୋ-ର ମାନଙ୍କ ବାଇକ୍ କୁ ଘରକୁ ନେଇ ଆସିଲେ।ଆଉ ଏକ ଭିଡ଼ିଓ ରେ ଏକ ପେଟ୍ରୋଲ ପମ୍ପ ରେ କାର ରେ ପେଟ୍ରୋଲ ପକାଇ ଟଙ୍କା ନଦେଇ ଗାଡ଼ି ନେଇ ପଳାଉଥିଲେ,ମାତ୍ର ପେଟ୍ରୋଲ ପମ୍ପ ବାଲା ଗୋଟିଏ ଇଟାକୁ କାର ର ପଛ କାଚକୁ ମା-ରି ଭାଙ୍ଗିଦେଲା।

ଅନ୍ୟ ଏକ ଭିଡ଼ିଓ ରେ ଜଣେ ବ୍ୟକ୍ତି ବାଇକ୍ ରେ ଆସି ଏକ ଘର ଆଗରେ ଛିଡା ହେଲେ,ଆଉ ସିଗାରେଟ୍ ଲଗାଇ ଟାଣିଲେ।କିଛି ସମୟ ପରେ ନିଜ ଚପଲ କୁ ବାହାର କରି ପାଖରେ ଥିବା ଆଉ ଏକ ଚପଲକୁ ନେଇ ଚଂ-ପ-ଟ ମା-ରି-ଲେ। ଆଉ ଏକ ଭିଡ଼ିଓ ରେ ଦୁଇ ଜଣ ପିଲା ଦୋକାନ ସାମ୍ନାରେ ଛିଡ଼ା ହୋଇଥିଲେ, ପିଲାଙ୍କ ହାବଭାବ ଠିକ୍ ନ ଲାଗିବାରୁ ସାମ୍ନା ଦୋକାନୀ କ୍ୟାମେରା ରେ ରେ-କ-ର୍ଡ କରିବାକୁ ଲାଗିଲେ।ମାତ୍ର କିଛି ସମୟ ପରେ ଗୋଟିଏ ପିଲା ଏକ ଝୁଡ଼ି ରୁ ବତକ ବାହାର କରି ନେଇ ଯାଉଥବା ବେଳେ ସାମ୍ନା ଦୋକାନୀ ପାଟି କରିବାରୁ ସେମାନେ ଆଉ ଖସି ଯାଇ ପାରିଲେ ନାହିଁ।

Leave a Reply

Your email address will not be published. Required fields are marked *