ପ୍ରତା-ରିତ ପ୍ରେମିକର ଧୋ-କାର ଶି-କା-ର ହେଲେ ପ୍ରେମିକା । ଜୀବନରୁ ତାଙ୍କୁ ହଟାଇ ଦେବାର ଯୋଜନା କରୁଥିଲେ ପ୍ରେମିକ ବୋଲି କା-ନ୍ଦି କା-ନ୍ଦି କହିଲେ ପ୍ରେମିକା ଜଣଙ୍କ

ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ଦେଖୁଥିବେ ବର୍ତ୍ତମାନ ସମୟରେ ଦୁନିଆ କେଉଁ ପ୍ରକାର ଚାଲିଛି । ଆଉ ସମାଜରେ କିଭଳି ପ୍ରକାର ଘ-ଟଣା ସବୁ ଘଟୁଛି ଆଉ ଆପଣମାନେ ପ୍ରତିଦିନ ବିଭିନ୍ନ ପ୍ରକାରର ଘ-ଟଣା ଦେଖୁବାକୁ ପାଉଥିବେ । କିନ୍ତୁ ସେହି ଘ-ଟଣା ଗୁଡ଼ିକ ମଧ୍ୟରୁ କିଛି ଏମିତି ଘ-ଟଣା ଘଟିଥାଏ ଯାହା ଦେଖିଲେ ବା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ । ତେବେ ବର୍ତ୍ତମାନ ସମୟରେ ଦୁନିଆରେ କେଉଁ ପ୍ରକାର ସବୁ ଘ-ଟଣା ଘଟୁଛି ତାହା ଆପଣ ଜାଣିଥିବେ କିନ୍ତୁ ବର୍ତ୍ତମାନ ସମୟରେ ସମାଜରେ ଲୋକ ମାନେ କିଛି ନା କିଛି ଛୋଟ ହେଉ ବା ବଡ଼ ହେଉ ସେ ତାଙ୍କର ହିତାହିତ ଜ୍ଞାନକୁ ଭୁଲି ସବୁ ଭୁଲ କରୁଛନ୍ତି ।

ତେବେ ବର୍ତ୍ତମାନ ଏକ ଅଦ୍ଭୁତ ଘ-ଟଣା ସାମ୍ନାକୁ ଆସିଛି ଯାହା ଆପଣ ସମସ୍ତଙ୍କୁ ଚକିତ କରିଦେବ। ତେବେ ବର୍ତ୍ତମାନ ସମୟରେ ଯୁବପିଢି ମାନେ ପ୍ରେମ କରୁଛନ୍ତି । ଆଉ ପ୍ରେମରେ ଏତେ ଅନ୍ଧ ହୋଇ ଯାଉଛନ୍ତି ଯେ କୌଣସି କାମ କରିବା ପୂର୍ବରୁ କିଛି ଭାବୁ ନାହାନ୍ତି । ଆଉ ପୁରା ସମାଜରେ ଆଗରେ ଅପ-ମାନ ନିନ୍ଦିତ ହେଉଛନ୍ତି । ତେବେ ଘଟଣାଟି ହେଉଛି ପ୍ରତା-ରିତ ପ୍ରେମିକର ପ୍ର-ତାର-ଣାର ଶି-କା-ର ହୋଇଛନ୍ତି ପ୍ରେମିକା । ସାମ୍ନାକୁ ଆସିଛି ପ୍ରେମ ଓ ପ୍ରତା-ରଣାର କଳା କାହାଣୀ ।

ଦିନେ ଉଭୟ ଉଭୟଙ୍କୁ ପାଇବା ପାଇଁ ହାତ ଧରାଧରି ହୋଇ ମଧୁର ସାଗରରେ ସ୍ବପ୍ନ ର ନୌକାରେ ନାଉରି ସାଜିଥିଲେ । ୬ ବର୍ଷ ଧରି ରାତି ରାତି ଅନିଦ୍ରା ହୋଇ ମୋବାଇଲ ସ୍କ୍ରିନ୍ ରେ ପରସ୍ପରକୁ ଦେଖି ହସୁଥିଲେ କାନ୍ଦୁଥିଲେ ଏସବୁ ଭିତରେ କଥା ମଧ୍ୟ ଦେଉଥିଲେ କି ତୁ ଏକା ମୋର ବୋଲି । କିନ୍ତୁ କଣ ହେଲା କେଜାଣି କେଇଟା ଦିନ ଭିତରେ ସବୁକିଛି ବଦଳି ଗଲା ବିୟୁଟି ପାର୍ଲର ରେ କାମ କରୁଥିବା ପ୍ରେମିକା ପ୍ରତା-ରିତ ପ୍ରେମିକର ପ୍ରଲୋଭିତ କଥାରେ ସୁଦୁର ଦିଲ୍ଲୀ ରୁ ନିଜ ଗାଁ କୁ ଫେରି ଆସିଥିଲା ବିବାହ କରିବା ପାଇଁ ।

କିନ୍ତୁ ପ୍ରତି-ଶ୍ରୁତି ପ୍ର-ତାର-ଣାରେ ପାଲଟି ଯାଇଥିଲା କା-ନ୍ଦି କା-ନ୍ଦି ସବୁ କଥା କହି ଝିଅକୁ ଫସାଉଥିଲା । ପ୍ରେମିକା ଭୁବନେଶ୍ବର ରେ ପହଞ୍ଚିବା ପରେ ରସିକ ପ୍ରେମିକ ଯୋଜନା ମୁତାବକ ଗୁ-ଣ୍ଡା ଲଗାଇ ତାକୁ ମା-ରିଦେ-ବା ଉଦ୍ୟମ କରିଥିବା ଏତ-ଲାରେ ଦର୍ଶାଇଛନ୍ତି ପ୍ରେମିକା । ଆଉ ପ୍ରେମିକା ଜଣଙ୍କ ଗୁ-ଣ୍ଡା କବଳରୁ କେମିତି ଭାଗ୍ୟ ବଶତଃ ଖସି ଆସି ଗୋପାଳପୁର ଥା-ନାରେ ପହଞ୍ଚି ଭାଇଙ୍କୁ ଖବର ଦେଇଥିଲେ ତାପରେ ଭାଇ ଆସି ତାକୁ ଗାଁ କୁ ନେଇଯାଇଥିଲେ । ଆଉ ଏହି ଘଟ-ଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଗୁକୁଆ ଅଞ୍ଚଳର ।

Leave a Reply

Your email address will not be published. Required fields are marked *