ପ୍ରେମିକାକୁ ନ ପାଇ ଜୀବନ ହାରିଲା ପ୍ରେମିକ ଅନ୍ୟପଟେ ପ୍ରତା-ରିତ ପ୍ରେମିକର ଧୋ-କାର ଶି-କା-ର ହେଲେ ପ୍ରେମିକା ।

ବର୍ତ୍ତମାନ ସମୟରେ ସମାଜରେ ଲୋକ ମାନେ କିଛି ନା କିଛି ଛୋଟ ହେଉ ବା ବଡ଼ ହେଉ ସେ ତାଙ୍କର ହିତାହିତ ଜ୍ଞାନକୁ ଭୁଲି ସବୁ ଭୁଲ କରୁଛନ୍ତି । ତେବେ ବର୍ତ୍ତମାନ ଏକ ଅଦ୍ଭୁତ ଘ-ଟଣା ସାମ୍ନାକୁ ଆସିଛି ଯାହା ଆପଣ ସମସ୍ତଙ୍କୁ ଚକିତ କରିଦେବ। ତେବେ ବର୍ତ୍ତମାନ ସମୟରେ ଯୁବପିଢି ମାନେ ପ୍ରେମ କରୁଛନ୍ତି । ଆଉ ପ୍ରେମରେ ଏତେ ଅନ୍ଧ ହୋଇ ଯାଉଛନ୍ତି ଯେ କୌଣସି କାମ କରିବା ପୂର୍ବରୁ କିଛି ଭାବୁ ନାହାନ୍ତି । ଆଉ ପୁରା ସମାଜରେ ଆଗରେ ଅପ-ମାନ ନି-ନ୍ଦିତ ହେଉଛନ୍ତି । ତେବେ କେତେବେଳେ ପ୍ରତା-ରିତ ପ୍ରେମିକର ପ୍ରତା-ରଣାର ଶି-କା-ର ହେଉଛି ପ୍ରେମିକା ତ ଆଉ କେତେବେଳେ ପ୍ରେମ ର ଧୋ-କା ରେ ଜୀବନ ହାରୁଚି ପ୍ରେମିକ।ଦିନେ ଉଭୟ ଉଭୟଙ୍କୁ ପାଇବା ପାଇଁ ହାତ ଧରାଧରି ହୋଇ ମଧୁର ସାଗରରେ ସ୍ବପ୍ନ ର ନୌକାରେ ନାଉରି ସାଜିଥିଲେ ।

ଗୋଟିଏ ପଟେ ହୋମ ନି-ଆଁ ଜ-ଳୁଥିଲା ଆଉ ଗୋଟେ ପଟେ ପ୍ରେମିକ ର ଶ-ବକୁ ଜୁ-ଇ ଅପେକ୍ଷା କରିଥିଲା। ରାତି ପାହିବା ଆଗରୁ ଶ-ବ ପାଲଟି ଯାଇଥିଲା ପ୍ରେମିକ।କାରଣ ରାତିରେ ବେଦିରେ ବସି ବାହା ହେଉଥିଲା ପ୍ରେମିକା, ଆଉ ନିଜ ଜୀବନସାଥି କୁ ନ ପାଇ ଜୀବନ ହାରିଦେଲା ପ୍ରେମିକ।ତେବେ ଘ-ଟ-ଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ଅନ୍ତର୍ଗତ ଜହ୍ନିଆ ଗ୍ରାମରୁ ଆସିଚି ଏଭଳି ଖବର। ଯେଉଁଠି ନିଜ ପ୍ରେମ କୁ ସତ କରିବାକୁ ଯାଇ ଜୀବନ ଦେଇଚି ପ୍ରେମିକ।

ଅନ୍ୟପଟେ ଆଉ ଏକ ପ୍ରେମିକ ତା ପ୍ରେମିକା କୁ ସ୍ବପ୍ନ ଦେଖାଇ ତାକୁ ଧୋ-କା ଦେଇଚି। ଏହି ଘଟଣାଟି ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ଗୁକୁଆ ଅଞ୍ଚଳର । ୬ ବର୍ଷ ଧରି ରାତି ରାତି ଅନିଦ୍ରା ହୋଇ ମୋବାଇଲ ସ୍କ୍ରିନ୍ ରେ ପରସ୍ପରକୁ ଦେଖି ହସୁଥିଲେ କା-ନ୍ଦୁଥିଲେ ଏସବୁ ଭିତରେ କଥା ମଧ୍ୟ ଦେଉଥିଲେ କି ତୁ ଏକା ମୋର ବୋଲି । କିନ୍ତୁ କଣ ହେଲା କେଜାଣି କେଇଟା ଦିନ ଭିତରେ ସବୁକିଛି ବଦଳି ଗଲା ବିୟୁଟି ପାର୍ଲର ରେ କାମ କରୁଥିବା ପ୍ରେମିକା ପ୍ରତା-ରିତ ପ୍ରେମିକର ପ୍ରଲୋଭିତ କଥାରେ ସୁଦୁର ଦିଲ୍ଲୀ ରୁ ନିଜ ଗାଁ କୁ ଫେରି ଆସିଥିଲା ବିବାହ କରିବା ପାଇଁ ।

କିନ୍ତୁ ପ୍ରତିଶ୍ରୁତି ପ୍ରତା-ରଣାରେ ପାଲଟି ଯାଇଥିଲା କାନ୍ଦି କାନ୍ଦି ସବୁ କଥା କହି ଝିଅକୁ ଫସାଉଥିଲା । ପ୍ରେମିକା ଭୁବନେଶ୍ବର ରେ ପହଞ୍ଚିବା ପରେ ରସିକ ପ୍ରେମିକ ଯୋଜନା ମୁତାବକ ଗୁ-ଣ୍ଡା ଲଗାଇ ତାକୁ ମା-ରିଦେବା ଉଦ୍ୟମ କରିଥିବା ଏତଲାରେ ଦର୍ଶାଇଛନ୍ତି ପ୍ରେମିକା । ଆଉ ପ୍ରେମିକା ଜଣଙ୍କ ଗୁ-ଣ୍ଡା କବଳରୁ କେମିତି ଭାଗ୍ୟ ବଶତଃ ଖସି ଆସି ଗୋପାଳପୁର ଥା-ନାରେ ପହଞ୍ଚି ଭାଇଙ୍କୁ ଖବର ଦେଇଥିଲେ, ତାପରେ ଭାଇ ଆସି ତାକୁ ଗାଁ କୁ ନେଇଯାଇଥିଲେ ।

Leave a Reply

Your email address will not be published. Required fields are marked *