ସୋହେଲ ସହିତ ସମ୍ପର୍କରେ ଥିଲେ ମହେଶ ଭଟ୍ଟଙ୍କ ବଡ଼ ଝିଅ ପୂଜା ଭଟ୍ଟ,ଖାନ ପରିବାରର ବୋହୂ ହେବାକୁ ଯାଉଥିଲେ କିନ୍ତୁ ..

ହିନ୍ଦୀ ସିନେମାର ପ୍ରସିଦ୍ଧ ନିର୍ଦ୍ଦେଶକ ମହେଶ ଭଟ୍ଟଙ୍କ ସାନ ଝିଅ ଆଲିଆ ଭଟ୍ଟ ନିକଟରେ ଅଭିନେତା ରଣବୀର କପୁର ଙ୍କୁ ବିବାହ କରିଥିଲେ । ଆଲିଆ ଆଜିର ସମୟରେ ସଫଳ ଅଭିନେତ୍ରୀ ଅଟନ୍ତି । ତେବେ 90 ଦଶକରେ ମହେଶଙ୍କ ବଡ଼ ଝିଅ ପୂଜା ଭଟ୍ଟ ମଧ୍ୟ ବଲିଉଡ ରେ ଧୁମ ମଚାଇ ଥିଲେ । ପୂଜା ସେହି ସମୟରେ ଅନେକ ଫିଲ୍ମ ରେ କାମ କରିଛନ୍ତି ।

ପୂଜା ଭଟ୍ଟ ହିନ୍ଦୀ ସିନେମାରେ ବଡ଼ ନାଁ ଅର୍ଜନ କରିପାରିଲେ ନାହିଁ କିନ୍ତୁ ସେ କିଛି କିଛି ଭଲ ଫିଲ୍ମ ଦେଇଛନ୍ତି । ପୂଜାଙ୍କ ନାମ କେବେ ଅଭିନେତା ରଣବୀର ଶୌରୀଙ୍କ ସହ ଯୋଡି ହୋଇଥିଲା । ଦୁହିଁଙ୍କ ସମ୍ପର୍କ ହେଡଲାଇନ ରେ ରହିଥିଲା କିନ୍ତୁ ପରେ ପୂଜା ଜଣେ ବିଜନେସମ୍ୟାନଙ୍କୁ ବିବାହ କରିଦେଇ ଥିଲେ । ତେବେ ସେ ଏହା ପୂର୍ବରୁ ଅଭିନେତା ସୋହେଲ ଖାନଙ୍କ ସହ ସମ୍ପର୍କରେ ଥିଲେ ।

ପୂଜା ସୋହେଲ ଖାନ ସହ ସମ୍ପର୍କରେ ବହୁତ ଗମ୍ଭୀର ଥିଲେ । ସେ ସୋହେଲ ଆଉ ତାଙ୍କ ପରିବାରଙ୍କୁ ପସନ୍ଦ କରୁଥିଲେ ଏବଂ ପୂଜା ସୋହେଲଙ୍କ ସହ ବିବାହ କରିବାକୁ ସ୍ୱପ୍ନ ମଧ୍ୟ ଦେଖିବାକୁ ଲାଗିଥିଲେ । ଯଦିଓ ପୂଜା ଏବଂ ସୋହେଲଙ୍କ ସମ୍ପର୍କ ଅଧିକ ଲମ୍ବା ଚାଲିନଥିଲା । ଥରେ ଗୋଟିଏ ସାକ୍ଷାତକାର୍ ସମୟରେ ପୂଜା ତାଙ୍କର ଏବଂ ସୋହେଲଙ୍କ ସମ୍ପର୍କରେ ଖୋଲିକି କଥା ହୋଇଥିଲେ । ପୂଜା 1995 ମସହାରେ ଷ୍ଟାରଡ଼ସ୍ଟ ମାଗାଜିନ ସହ ଗୋଟିଏ ଇଣ୍ଟରଭ୍ୟୁ ରେ ବହୁତ କିଛି କହିଥିଲେ ।

ମହେଶ ଭଟ୍ଟଙ୍କ ବଡ଼ ଝିଅ ପୂଜା ସାକ୍ଷାତକାର୍ ରେ ସୋହେଲ ଖାନ ଏବଂ ଖାନ ପରିବାର ବିଷୟରେ କହିଥିଲେ କି,”ମୁଁ ତାଙ୍କ ପରିବାର ସହ ବହୁତ ସରଳ ଅଟେ । ସେମାନେ ବାସ୍ତବରେ ବହୁତ ଭଲ । ମୋତେ ସେଇଠି ବହୁତ ଭଲ ଲାଗେ । ମୋତେ ଏହା ଅନୁଭବ କରାଯାଇଛି କି ମୋର ଏହି ଘର ସହ ସମ୍ପର୍କ ଅଛି । ମୁଁ ସେମାନଙ୍କର ବହୁତ ସମ୍ମାନ କରେ କାରଣ କୌଣସି କିଛି ପ୍ରଶ୍ନ ପଚରା ଯାଏ ନାହିଁ । ସେମାନେ ମୋତେ ସେଇଆ ହେବାକୁ ଦେଲେ ଯାହା ମୁଁ । ସେମାନେ ମୋର ସବୁ କଥା ପସନ୍ଦ କରନ୍ତି । ସେମାନେ ମୋ ପରିବାର ପରି ” ।

ପୂଜା ଭଟ୍ଟ ଆଗକୁ କହିଥିଲେ କି, “ମୁ ତାଙ୍କ ବାପାଙ୍କୁ ବହୁତ ଭଲପାଏ | ମୁ ଏହି ନିକଟରେ ହିଁ ଅରବାଜଙ୍କ ସହ ଭେଟ ହୋଇଥିଲି ଆଉ ସେ ମତେ ବହୁତ ପସନ୍ଦ ଆସିଲେ | ବେବି(ଅଲବୀରା) ବହୁତ ଭଲ ଅଟେ | ତାଙ୍କ ମା ଜଣେ ବହୁତ ଭଲ ମଣିଷ ଅଟନ୍ତି | ମୁ ଏହା ମାନେ ହେ ସଲମାନ ଏବଂ ମୁ ଆରମ୍ଭରୁ କୌଣସି ଅଜବ କାରଣ ପାଇଁ ପରସ୍ପରକୁ ଘୃ-ଣା କରୁଥିଲୁ | ଏମିତି ବୋଧ ହୁଏ ଏଥିପାଇଁ ମଧ୍ୟ ହୋଇଥିଲା ଯେ କାହିଁକି ନା ମୁ ପ୍ରେମ ଭରା ଫିଲ୍ମ କେବେ କରିନାହିଁ | କିନ୍ତୁ ଆଜି ଆମ ଦୁହିଁଙ୍କର ଭଲ. ପଡେ ଏବଂ ଆମେ ଗୋଟେ ବଡ଼ ଖୁସି ପରିବାର ଭଳି ଅଟୁ |

ପୂଜା ଏହା ମଧ୍ୟ କହିଥିଲେ ଯେ ସେ ସୋହେଲ ଖାନ ଙ୍କ ସହ ବିବାହ କରିବାକୁ ଚାହୁଁଥିଲେ | ଅଭିନେତ୍ରୀ କହିଥିଲେ ଯେ, “ମତେ ଜଣା ଅଛି ଯେ ଆମ ସମ୍ପର୍କକୁ ଅନେକ ଲୋକ ପସନ୍ଦ କରୁନଥିଲେ କିନ୍ତୁ ମୁ ପ୍ରତିକ୍ରିୟା ଦେଇ ସମୟ ମଧ୍ୟ ବ-ର୍ବା-ଦ କରିବାକୁ ଚାହୁଁନଥିଲି | ନିଶ୍ଚିତ ରୂପରେ ବିବାହ ମୋ ମୁଣ୍ଡରେ ଅଛି, କିନ୍ତୁ ସୋହେଲ ଜଣେ ନିର୍ଦେଶକଙ୍କ ରୂପରେ ନୂଆ କ୍ୟାରିୟରର ପାହଞ୍ଚରେ ଥିଲେ ଏବଂ ମୁ ବିବାହରର ଶେଷ ନିଷ୍ପତ୍ତି ନେବା ପୂର୍ବରୁ 2ବର୍ଷର ଅପେକ୍ଷା କରିବାକୁ ଚାହୁଁଛି | ଆମେ ଦୁହେଁ ପରସ୍ପରଙ୍କ ସହ ରହିବାକୁ ଚାହୁଁଛୁ |”

ପୂଜା ନିଜ କଥା ଚାଲୁ ରଖି ଏହା ମଧ୍ୟ କହିଥିଲେ ଯେ,”ଆମ ସମ୍ପର୍କ ଅନେକ କାରଣରୁ ଆଗକୁ ବଢିଲା ଏବଂ ବଢିଆ ଚାଲୁଛି ଏବଂ ଏହାର କାରଣ ହେଉଛି ବିଶ୍ୱାସ, ସଂମାନ ଏବଂ ବୁଝିବା | ଆମେ ଆମ ସମ୍ପର୍କର ମୂଲ୍ୟ ଜାଣିଛୁ | ଲୋକମାନେ ଆମ ବିଷୟରେ କହିବେ | କିନ୍ତୁ ମୁ ମ୍ୟାଚର ଅଟେ ଆଉ ମୁ ମୋ ନିଜକୁ ସମ୍ଭାଳି ପାରିବି | ମୁ ମୋ ରାସ୍ତାରେ ନିଜ ଜୀବନକୁ ବଞ୍ଚେ | ମୁ କେବଳ ନିଜ ପ୍ରତି ଉତ୍ତରଦାୟୀ ଅଟେ | ରହିଲା କଥା ଦୁନିଆର ତେବେ ମତେ ତାଙ୍କ କଥାରୁ କି ତାଙ୍କ ଠାରୁ କିଛି ବି ଫରକ ପଡ଼େନି |

ବ୍ରେକ୍ଅପ ପରେ ସୋହେଲ ଖାନ 1998 ମସିହାରେ ସୀମା ଖାନଙ୍କୁ ବିବାହ କରିନେଇଥିଲେ । ଦୁହେଁ ଦୁଇପୁଅଙ୍କର ମାତା ପିତା ହୋଇଥିଲେ । ତେବେ ପୂଜା 2004 ମସିହାରେ ବିଜନେସମ୍ୟାନ୍ ମନିସ୍ ମଖିଜାଙ୍କ ସହ ବିବାହ କରିଥିଲେ କିନ୍ତୁ ଦୁହେଁ 2011 ମସିହାରେ ଛା-ଡ଼ପ-ତ୍ର ଦେଇକି ନିଜ ସମ୍ପର୍କ ଶେଷ କରିଦେଇଥିଲେ ।

Leave a Reply

Your email address will not be published. Required fields are marked *