Airtel କୁ ଲାଗିଲା ଜୋରଦାର ଧ-କ୍କା ! କେବଳ 155 ଟଙ୍କାରେ jio ଦେଉଛି Unlimited Calls, Data

Jio ଲଗାତାର ନୂଆ ପ୍ଲାନ୍ସ ନେଇକି ଆସୁଛି । ବର୍ତ୍ତମାନ jio ନିଜ ୟୁଜର୍ସଙ୍କ ପାଇଁ ଗୋଟିଏ ନୂଆ ପ୍ଲାନ ନେଇକି ଆସିଛି । ଏହା ହେଉଛି ମାତ୍ର 155 ଟଙ୍କାର ରିଚାର୍ଜ,ଯେଉଁଥିରେ କମ୍ପାନୀ ଅନେକ ପ୍ରକାରର ନୂଆ ବେନିଫିଟ ଗ୍ରାହକମାନଙ୍କୁ ଦେବ । କିନ୍ତୁ ଏହି ରିଚାର୍ଜ ସମସ୍ତେ ନିଜ ନମ୍ବର ରେ କରିପାରିବେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କି ଆପଣ ଏହି ରିଚାର୍ଜ କୁ କେମିତି କରିପାରିବେ ।

155 ଟଙ୍କାର ଏହି ପ୍ଲାନ ରେ 28 ଦିନର ବୈଧତା ରହିଥାଏ । ଏହି ପ୍ଲାନରେ Unlimited Calling, Internet ଆଉ SMS ର ସୁବିଧା ମିଳିଥାଏ । ଯଦିଓ ଏହି ପ୍ଲାନରେ ମିଳୁଥିବା 2ଜିବି ଡାଟା ବହୁତ କମ ଅଟେ ଯାହା ପୁରା 28 ଦିନ ପର୍ଯ୍ୟନ୍ତ ଭ୍ୟାଲିଡ଼ ରହିଥାଏ । ଏହାକୁ ଶେଷ କରିବା ପରେ ମଧ୍ୟ ଆପଣଙ୍କ ଇଣ୍ଟରନେଟ ରୋକି ହେବନାହିଁ । ତେବେ ଆପଣ 64 Kbps ର ସ୍ପୀଡ଼ ସହିତ ଏହାକୁ ବ୍ୟବହାର କରିପାରିବେ । jio ର ଏହି ରିଚାର୍ଜ କୁ Paytm, Phonepe, Google Pay ରେ କରାଯାଇ ପାରିବ ନାହିଁ ।

କିପରି କରିପାରିବେ ରିଚାର୍ଜ –

Jio ର ଏହି ରିଚାର୍ଜ କେବଳ ‘My Jio’ ଆପ ରେ ହିଁ କରାଯାଇ ପାରିବ । ଆପକୁ ଯିବା ପରେ ରିଚାର୍ଜ ଅପ୍ସନ କୁ ଯାଆନ୍ତୁ । ଏଠାରେ ଭ୍ୟାଲୁ କିମ୍ବା ମୋର ର ଅପ୍ସନ ନଜର ଆସିବ । ଏହି ବିକଳ୍ପକୁ ଯିବା ପରେ ଭ୍ୟାଲର ଅପ୍ସନ ନଜର ଆସିବ । ଭ୍ୟାଲୁକୁ ଯିବା ପରେ ଆପଣଙ୍କୁ ବହୁତ ସାରା ରିଚାର୍ଜ ନଜର ଆସିବ । ନଜର ଆସୁଥିବା ପୁରା ଲିଷ୍ଟ ରେ ଆପଣଙ୍କୁ 155 ଟଙ୍କା ବିଶିଷ୍ଟ ରିଚାର୍ଜ ମଧ୍ୟ ନଜର ଆସିବ । ଆପଣଙ୍କୁ ଏହି ରିଚାର୍ଜକୁ ଚୟନ କରିବାକୁ ହେବ ଏବଂ ତାପରେ ପେମେଣ୍ଟ ର ଅପ୍ସନ ରେ ଯାଇ କେବଳ ପେମେଂଟ କରିବାକୁ ହେବ ।

Reliance Jio 333 Plan

ଏହି ପ୍ଲାନ ସହିତ ପ୍ରତିଦିନ 1.5 ଜିବି ହାଇ – ସ୍ପୀଡ଼ ଡାଟା ସହିତ କୌଣସି ବି ନେଟୱର୍କ କୁ ଅନଲିମିଟେଡ଼ ଭଏସ କଲିଙ୍ଗ ଆଉ ପ୍ରତିଦିନ 100 ଏସଏମଏସ ମିଳିବ । କହିରଖୁଛୁ କି ଏହି ପ୍ଲାନବକୁ କେବଳ 28 ଦିନର ଭ୍ୟାଲିଡିଟି ସହିତ ଛଡା ଯାଇଛି । ଏହି ପ୍ଲାନ ସହିତ ମଧ୍ୟ ଆପଣଙ୍କୁ ତିନି ମାସ ପାଇଁ ଫ୍ରି ଦିଜନୀ ପ୍ଲସ ହର୍ଟଷ୍ଟାର ମୋବାଇଲ ସବ୍ସିକ୍ରିସ୍ପନ ମିଳିବ । ଏହା ଜିଓ ର ସବୁଠୁ ଅଧିକ ବିକ୍ରି ହେଉଥିବା ମୋବାଇଲ ।

Leave a Reply

Your email address will not be published. Required fields are marked *