ବଲିଉଡର ଏହି ଖାନ ପ୍ରକାଶକଲେ ପିଏମ୍ ହେବାର ଇଚ୍ଛା, କହିଲେ – ଯଦି ମୁଁ ପିଏମ୍ ହୋଇଯିବି ତେବେ ଅକ୍ଷୟ କୁମାରଙ୍କୁ…’

ବଲିଉଡର ଅଭିନେତା ତଥା ସ୍ୱଘୋଷିତ ଫିଲ୍ମ ସମାଲୋଚକ କମାଲ୍ ରସିଦ ଖାନ ତାଙ୍କ ବିବୃତ୍ତି ଏବଂ ଟ୍ୱିଟ୍ ହେତୁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ଦୀର୍ଘ ଦିନ ଧରି ବିଦେଶରେ ରହୁଥିବା କମାଲ୍ ଆର ଖାନ ପ୍ରାୟତ ଭାରତୀୟ ରାଜନୀତି ବଲିଉଡ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଟ୍ୱିଟ ମାଧ୍ୟମରେ ନିଜର ମତ ରଖିଥାନ୍ତି ।

ପ୍ରାୟତ କମାଲ ଆର ଖାନ ଏମିତି ଟ୍ୱିଟ ମଧ୍ୟ କରନ୍ତି ଯାହା ଲୋକମାନଙ୍କର ଗଳାରୁ ଗହଣା ବାହାର କରିଦିଏ । କମାଲ୍ ଆର ଖାନ ତାଙ୍କ ଟ୍ୱିଟ ରେ ଅନେକ ଥର ଅବିଶ୍ଵସନୀୟ କଥା ଲେଖିଥାନ୍ତି ଏବଂ ଏହି କାରଣରୁ ତାଙ୍କୁ ବହୁତ ଟ୍ରୋଲ୍ ମଧ୍ୟ କରାଯାଏ । ରାଜନୀତି ସହିତ ଅନେକ ପ୍ରସଙ୍ଗରେ ଉପରେ କହୁଥିବା କମାଲ୍ ପ୍ରାୟତ ବଲିଉଡ ଏବଂ ବଲିଉଡ ତାରକାମାନଙ୍କୁ ନେଇ ମଧ୍ୟ ଟ୍ୱିଟ କରିଥାନ୍ତି ।

କମାଲ୍ ଖାନ ପୂର୍ବରୁ ଅଭିନେତା ସଲମାନ ଖାନଙ୍କ ଉପରେ ଅନେକ ଟ୍ୱିଟ କରି ତାଙ୍କ ସହ ପଙ୍ଗା ନେଇସାରିଛନ୍ତି । ସେ ଗାୟକ ମିକା ସିଂହଙ୍କୁ ମଧ୍ୟ ଘେରି ଥିଲେ ତେବେ ଏହି ଥର ସେ ହିନ୍ଦୀ ସିନେମାର ସୁପରଷ୍ଟାର ଅକ୍ଷୟ କୁମାର ସହିତ ଆଉ ମଧ୍ୟ ଅନେକ ପ୍ରସିଦ୍ଧ ତାରକାଙ୍କୁ ନିନ୍ଦନୀୟ ବୋଲି କହିଛନ୍ତି ଏବଂ ଏହା ସହିତ ନିଜକୁ ଭାରତର ପିଏମ୍ ହେବା କେବେ ପୁରା ନହେବର ଇଛା ପ୍ରକାଶ କରିଛନ୍ତି ।

ସେ ଟ୍ୱିଟ ରେ କହିଛନ୍ତି କି ଯଦି ମୁଁ ପ୍ରଧାନମନ୍ତ୍ରୀ ହୋଇଯିବି ତେବେ ଅକ୍ଷୟ କୁମାରଙ୍କୁ କାନାଡ଼ା ପଠେଇଦେବୀ ।ତାଙ୍କ ଟ୍ୱିଟ ବହୁତ ଭାଇରାଲ ହେଉଛି । କେଆରକେ ଟ୍ୱିଟ କରି ଲେକିଛନ୍ତି କି,”ଯଦି ମୁଁ ଗୋଟିଏ ଘଣ୍ଟା ପାଇଁ ପିଏମ୍ ହେବି ତେବେ ମୁଁ ଏହି ଅଭିନେତାମାନଙ୍କୁ ତାଙ୍କ ଦେଶକୁ ପଠେଇଦେବୀ । ଲଣ୍ଡନ ପାଇଁ ଆଲିଆ ! କାନାଡ଼ା ପାଇଁ ଅକ୍ଷୟ କୁମାର,ଜ୍ୟାକଲୀନ ଶ୍ରୀଲଙ୍କା,ନେଦରଲ୍ୟାଣ୍ଡ ପାଇଁ ଦୀପିକା,ପର୍ତ୍ତୃଗାର୍ଲ ପାଇଁ ଇମରାନ ” ।

କମାଲ ଆର ଖାନ ଏତିକି ରେ ରହିନାହାନ୍ତି,ସେ ତାଙ୍କର ଆଉ ଏକ ଅନ୍ୟ ଟ୍ୱିଟ ରେ ଲେଖିଛନ୍ତି କି,”ଟିକେ ଭାବନ୍ତୁ କି ଯଦି ସେମାନେ ଭାରତକୁ ଭଲପାଉଛନ୍ତି,ଆଉ ସେ ଭାରତ ରେ ରହୁଛନ୍ତି, ତେବେ ସେ ଅନ୍ୟ ଦେଶର ରାଷ୍ଟ୍ରୀୟତା କାହିଁକି ରଖିଛନ୍ତି ? କାରଣ ଯେତେବେଳେ ଫ୍ଲପ ହେଇଯିବେ ତ ନିଜ ନିଜ ଦେଶ ଚାଲିଯିବେ “।

କମାଲର ଏହି ଟୁଇଟର ଦେଖିବା ପରେ ସୋସିଆଲ ମେଡ଼ିଆ ୟୁଜର୍ସ ମାନଙ୍କ ମୁଣ୍ଡ ଖରାପ ହୋଇଯାଇଛି | ଏବଂ ଲୋକମାନେ କମାଲର ଜମକର କ୍ଲାସ ଲଗେଇଦେଇଛନ୍ତି | ଜଣେ ୟୁଜର କମାଲଙ୍କ ଟ୍ୱିଟ ଉପରେ କମେଣ୍ଟ କରି ଲେଖିଛନ୍ତି କି, ” ଭାଇ ପିଏସ ବନିକରି ମଧ୍ୟ ଇମିଗ୍ରେସନର କାମ କରିବେ,ଏହା ହଦ ଅଟେ | ତାଙ୍କ ପାଇଁ କୁହ ନା କି ଗୋଟିଏ ଦିନ ପାଇଁ ଇମିଗ୍ରେସନ ବିଭାଗର ବସ୍ ବନିବାର ଅଛି | PM ହୋଇ କିଛି ଭଲ ଭାବନ୍ତୁ, ଏସବୁ କ’ଣ ?

ଜଣେ ଉପୋଭୋକ୍ତା ଲେଖିଛନ୍ତି ଯେ, “ନିଜେ ତ ଆପଣ ଇଣ୍ଡିଆରେ ରୁହନ୍ତି ନାହିଁ, ଅନ୍ୟମାନଙ୍କ ବିଷୟରେ ଖରାପ କରିବାକୁ ଆସିଗଲେ | ଆଲିଆ ଭଟ୍ଟଙ୍କ ପାଖରେ ନୂଆ ଜମାନାର 80% ଲୋକମାନଙ୍କ ଠାରୁ ଅଧିକ ପ୍ରତିଭା ଅଛି ” | ସେହିଠାରେ ଅନ୍ୟ ଜଣେ ଉପୋଭୋକ୍ତା କମେଣ୍ଟ କରିଛନ୍ତି ଯେ, ‘କ୍ଷମ କରିବ ଭାଇ, ଗୋଟେ ସେକେଣ୍ତ ପାଇଁ ମଧ୍ୟ ଆପଣଙ୍କ ପାଖେ ଏହି ଚାନ୍ସ ନାହିଁ | ”

କମାଲ ନିଜର ଏହି ଟ୍ୱିଟ୍‌ରେ ଟ୍ୱିଟରରେ ଅତି ଖରାପଭାବେ ଫଶି ହୋଇ ରହିଗଲେ | ଆର୍ଯ୍ୟ ନାମକ ଜଣେ ଉପଭୋକ୍ତା ଲେଖିଛନ୍ତି କି, “ଦେଶର ପ୍ରଧାନମନ୍ତ୍ରୀ ଏଥିପାଇଁ ବନିବ କି ତମେ ଏହି ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଦେଶରୁ ବାହାରିକୁ ବାହାର କରି ପାରିବ? କେବେ ତ ବଲିଉଡ ଛଡା ଆଉ କିଛି ଭାବ ବି ଭାବ |

ଶ୍ରୀ ମାନଙ୍କ ଜଣେ ଉପୋଭୋକ୍ତା ଲେଖିଛନ୍ତି କି,”ଯଦି ଆପଣ ଭାରତରେ ରହୁନାହାନ୍ତି ତେବେ ଆପଣ ସବୁଦିନ ପାଇଁ ଭାରତ ଠାରୁ ଦୂରରେ ରହିବାକୁ ଚାହୁଁଛନ୍ତି ଏବଂ ଆପଣ ଭାରତ ବିଷୟରେ ଭାବୁଛନ୍ତି, କାହିଁକି ଭାଇ? ଦୁବାଇ ଏବଂ ଲଣ୍ଡନ ବିଷୟରେ ଭାବ” | ସେହିଠାରେ ଅନ୍ୟ ଏକ ଉପୋଭୋକ୍ତା ଆଲିଆ ଭଟ୍ଟଙ୍କ ମଜାକ ଉଡେଇ ଲେଖିଛନ୍ତି କି, “କଣ ଆଲିଆ ଭଟ୍ଟ ଜାଣିଛନ୍ତି କି ବ୍ରିଟେନର ରାଷ୍ଟ୍ରପତି ସେକ୍ସପିୟର ନୁହନ୍ତି ବୋଲି?” |

Leave a Reply

Your email address will not be published. Required fields are marked *