ଓଃ ! କି ଡ୍ୟାନ୍ସ : Sami Sami ଗୀତରେ ବୁଢ଼ୀ ମାଉସୀଙ୍କ ଜବରଦସ୍ତ ଡାନ୍ସ , ଦେଖନ୍ତୁ Video

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆ କେତେ ଆଗକୁ ଗଲାଣି, ଲୋକ ମାନେ ବହୁତ ଶିକ୍ଷିତ ମଧ୍ୟ ହେଲେଣି। ଆଜିର ଦୁନିଆରେ ଲୋକମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି ଏହା ତ ଆପଣମାନେ ଭଲ ଭାବରେ ଜାଣିଥିବେ ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ତେବେ ନିକଟ ଅତୀତରେ ସିନେମା ହଲ ରେ ପୁଷ୍ପା ନାମକ ଏକ ଫିଲ୍ମ ଅଲ୍ଲୁ ଅର୍ଜୁନ ଙ୍କ ଅଭିନୀତ ଲାଗିଥିଲା , ଯାହା ବ୍ଲକ୍ ଅଫିସ୍ ରେ ଅନେକ ନାମ କରିଛି।ତାଙ୍କ ଫିଲ୍ମ ‘ପୁଷ୍ପା ଦ ରାଇଜ୍‌’ ବ୍ଲକବଷ୍ଟର ହିଟ୍‌ ହୋଇଥିବା ବେଳେ ବକ୍ସ ଅଫିସ୍‌ରେ ଭଲ କଲେକ୍ସନ କରିଛି ।

ଫିଲ୍ମଟି ଯେତେ ହିଟ୍‌ ରହିଛି ଗୀତଗୁଡ଼ିକ ଓ ଡାଇଲଗ ତାଠାରୁ ମଧ୍ୟ ସେତିକି ହିଟ୍‌ ।ତେବେ ଚାରିଆଡ଼େ ସୋସିଆଲ ମିଡିଆରେ ସେହି ଫିଲ୍ମ ର ଗୀତ ଓ ଷ୍ଟାଇଲ ଏକଦମ୍ ଫାମୋସ୍ । ବର୍ତ୍ତମାନ୍ ର ସୋସିଆଲ ମିଡିଆ ଏକ ମନୋରଞ୍ଜନର ପ୍ଲାଟଫର୍ମ ହୋଇ ଉଠୁଚି । ସାଧାରଣତଃ ବୃଦ୍ଧା ମାନେ ଠିକ ଭାବରେ ଚାଲି ପାରନ୍ତି ନାହିଁ ।ଭାଇରାଲ ହେଉଥିବା ଭିଡିଓରେ ଜଣେ ବୃଦ୍ଧ ମହିଳା ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି , ହେଲେ ଏହି ବୃଦ୍ଧ ମହିଳା ଜଣକ ଯେଉଁ ଭଳି ଡ୍ୟାନ୍ସ କରୁଛନ୍ତି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

କିଛି ଦିନ ତଳେ ସାଉଥ ଫିଲ୍ମ ‘ପୁଷ୍ପା’ ରିଲିଜ ହୋଇଥିଲା । ପୁଷ୍ପା ରିଲିଜ ହେବା ପରେ ଏହି ଫିଲ୍ମର ଡାଇଲଗ ଓ ଗୀତର କ୍ରେଜ ଲୋକ ମାନଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ।ଏହି ବୃଦ୍ଧା ମହିଳା ଜଣକ ପୁଷ୍ପା ଫିଲ୍ମର ‘ସାମୀ ସାମୀ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ଅନେକ ଲୋକ ବୃଦ୍ଧାଙ୍କ ପ୍ରଶଂସା କରିବା ସହ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି । ଏହା ସହ ବୁଢ଼ୀ ମାଉସୀ ଙ୍କ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ୍ ଜୋରରେ ଭାଇରଲ ହେଉଛି।

Leave a Reply

Your email address will not be published. Required fields are marked *