ଏମିତି ଚମତ୍କାର କେବଳ ଭାଗ୍ୟରେ ଥିଲେ ଦେଖିବାକୁ ମିଳେ, ସୋସିଆଲ ମିଡିଆରେ ଭାଇରାଲ ହେଲା ଏଭଳି ଆଶ୍ଚର୍ଯ୍ୟ କରିଦେବା ଘ-ଟଣା

ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକକର ଫୋଟ ଏବଂ ଭିଡ଼ିଓ ସବୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ମଜାଳିଆ ଫୋଟ ସବୁ ଥାଏ ଯାହା ଆଖି ଦୃଶୀୟା ହୋଇଥାଏ ଦର୍ଶକମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଫୋଟ ଭିଡ଼ିଓ ସମସ୍ତେ ଦେଖି ଥାଆନ୍ତି ଏବଂ ମନୋରଞ୍ଜନ ଟିକେ କରିଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ । ତେବେ ସୋସିଆଲ ମିଡିଆରେ ଏମିତି କିଛି ଘଟଣା ସବୁ ଦେଖିବାକୁ ମିଳିଥାଏ ଯାହା ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

୧.ପ୍ରଥମ ଭିଡିଓରେ ଏଜରବାଇଜାନ ଦେଶର ଆର୍ମ ଫୋର୍ସ ବେସରେ ଜଣେ ମହିଳା ସାମ୍ବାଦିକ ରିପୋର୍ଟଙ୍ଗ କରୁଥିଲେ । ମାତ୍ର ସେହି ସମୟରେ ମହିଳାଙ୍କ ପଛପଟେ ଏକ ହେଲିକ୍ପଟର ଆସୁଥିଲା, ମହିଳା ଜଣକ ଜାଣିନଥିଲେ।ଭାଗ୍ୟ ଭଲ ମହିଳାଙ୍କ ପାଖଦେଇ ହେଲିକ୍ପଟର ଟି ଚାଲିଗଲା ଓ ମହିଳା ଜଣକ ଅଳ୍ପକେ ବର୍ତିଗଲେ।

୨. ଦ୍ଵିତୀୟ ଭିଡିଓରେ ଜଣେ ବ୍ୟକ୍ତି ରାସ୍ତାରେ ଟ୍ରକ ନେଇ ଯାଉଛି । ହେଲେ କିଛି ଦୁ-ର୍ବୁ-ତ୍ତ ରାସ୍ତାରେ ଗଛ ପକାଇ ଟ୍ରକ ଡ୍ରାଇଭର ଉପରେ ଆକ୍ରମଣ କରିଦେଲେ । ମାତ୍ର ଡ୍ରାଇଭର ଗାଡ଼ି ନ ଅଟକାଇ ସାହସର ସହିତ ଗାଡିକୁ ପଛକୁ ନେଲା ଆଉ ଦ୍ରୁ-ତ ଗତିରେ ଆଗକୁ ନେଇ ଚାଲିଗଲା । ତେବେ ଦୁ-ର୍ବୁ-ତ୍ତଙ୍କ ପାଖରେ ହତିଆର ବି ଥିଲା ଭାଗ୍ୟ ଭଲ ହେତୁ ଦୁ-ର୍ବୁ-ତ୍ତ ବଞ୍ଚିଗଲା।

୩.ଓଡିଶାର ଯାଜପୁର ଜିଲ୍ଲାରେ ରାତି ଅଧରେ ଜଣେ ବ୍ୟକ୍ତି ନିଜ କାରରେ ଯାଉଥିଲା । ଅଧା ରାସ୍ତାରେ ବ୍ୟକ୍ତିକୁ କିଛି ଲୋକ ଅଟକାଇ ଦେଲେ ଆଉ ସେହି ବ୍ୟକ୍ତି ମାନଙ୍କ ହାତରେ ହ-ତିଆ-ର ଥିଲା । ଡ୍ରାଇଭର ନିଜର ଉପସ୍ଥିତ ବୁଦ୍ଧି ଖଟାଇ ଗାଡିକୁ ରିଭର୍ସ ନେଇ ସେ ଜାଗରୁ ନିଜ ଜୀବନ ବଞ୍ଚାଇ ଚାଲିଗଲା ।

୪.ଚତୁର୍ଥ ଭିଡିଓରେ ଏକ ସ୍ୟାଣ୍ଡ କାର ଆସୁଥିବାର ଦେଖାଯାଉଛି, ସ୍ୟାଣ୍ଡ କାର ଗୁଡିକ ବାଲିରେ ଷ୍ଟ-ଣ୍ଟ ମା-ରିଥାନ୍ତି । ତେବେ ଏହି ସ୍ୟାଣ୍ଡ କାରଟି ମଧ୍ୟ ଷ୍ଟ-ଣ୍ଟ ମା-ରୁଛି ହେଲେ ଆଗରେ ଜଣେ ବ୍ୟକ୍ତି ଅଛନ୍ତି । ସ୍ୟାଣ୍ଡ କାର ଆସୁଥିବାର ଦେଖି ବ୍ୟକ୍ତି ଜଣକ ତଳକୁ ନଇଁ ଯାଉଛନ୍ତି ।ଯାହା ଫଳରେ ଲୋକଟି ବଞ୍ଚି ଯାଉଛି।

୫.ଶେଷ ଭିଡିଓରେ ଜଣେ ମହିଳା ଚାଲୁ ଥିବା ଟ୍ରେନରେ ଟିକ ଟକ ଭିଡିଓ ବନାଉ ଛନ୍ତି । ମହିଳା ଜଣକ ଟିକ ଟକ ଭିଡିଓ ବନାଉ ଥିବା ସମୟରେ ଆଗରେ ଏକ ଗଛ ଆସୁଛି । ଭାଗ୍ୟ ଭଲ ଗଛକୁ ଦେଖି ମହିଳା ଜଣକ ପଛକୁ ଚାଲି ଯାଇଥିଲେ।ଯଦି ଆଉ କିଛି ସେକେଣ୍ଡ ଏଲଇଟି କରିଥାନ୍ତେ ତା ହେଲେ ତାଙ୍କ ଅବସ୍ଥା ଯାହା ହୋଇଥାନ୍ତା ଆପଣ ଭାବି ପାରୁଥିବେ ।

Leave a Reply

Your email address will not be published. Required fields are marked *