ନିଜ ସ୍ବାମୀ କୁ ଛାଡ଼ି ଅନ୍ୟ ପୂରୁଷ ସହ ପଳାଇ ଯାଇଥିଲେ ସ୍ତ୍ରୀ,ଏବେ ସ୍ଵାମୀ କୁ ପାଇବା ପାଇଁ କରୁଛନ୍ତି ଡ୍ରାମା।

ଆଜିକାଲି ଦୁନିଆରେ ଲୋକମାନେ ବହୁତ ପରିବର୍ତ୍ତନ ହୋଇଗଲେଣି ଲୋକମାନଙ୍କୁ କୌଣସି ସମ୍ପର୍କକୁ ନେଇ ଆଉ ଲାଜ ନାହିଁ, ମହିଳା ମାନେ ଛୁଆର ମାଆ ହେବା ପରେ ଏବଂ ପୁରୁଷ ମାନେବି ବଡ ବଡ ପିଲାଙ୍କର ବାପା ହେଲା ପରେ ବି ଅନ୍ୟ ମହିଳା ଏବଂ ପୁରୁଷ ମାନଙ୍କ ସହ ସମ୍ପର୍କ ରଖୁଛନ୍ତି। ଲୋକମାନେ ବିବାହ କରି ପିଲାର ମାଆ ବାପା ହୋଇସାରିବା ପରେ ମଧ୍ୟ ଆଉ ଅନ୍ୟ ପୁରୁଷ ଏବଂ ମହିଳା ମାନଙ୍କ ସହ ପଳାଇ ଯାଉଛନ୍ତି, ସେମାନଙ୍କ ପାଇଁ ସେମାନଙ୍କ ପ୍ରେମ ଏପରି ଯେ ନିଜର ଜନ୍ମ କରିବା ପିଲାକୁ ମଧ୍ୟ ସେ ଛାଡି ପର କରି ଚାଲି ଯାଉଛନ୍ତି।

ତାକୁ ଧର ନହେଲେ ମୁଁ ସୁଇସାଇଡ୍ କରିବି, ମହିଳା ଜଣକ ଆ-ତ୍ମହ-ତ୍ୟା କରିବା ପାଇଁ ହାତରେ ପେଟ୍ରୋଲ୍ ଧରି ଏପରି ଧ-ମ-କ ଦେଉଛନ୍ତି। ତେବେ ସୁକିନ୍ଦା ବଡ ଦାଣ୍ଡରେ ମହିଳାଙ୍କର ଏଭଳି ପେଟ୍ରୋଲ ଧରି ଆ-ତ୍ମହ-ତ୍ୟା ଧମ-କର ହାଇଡ୍ରାମା ଦେଖିବାକୁ ମିଳିଛି। ହାତରେ ପେଟ୍ରୋଲ୍ ଧରିଛନ୍ତି ଆଉ ବଞ୍ଚିବେନି ବୋଲି ନିଷ୍ପତ୍ତି ନେଇଛନ୍ତି, ଘଣ୍ଟା ଘଣ୍ଟା ଧରି ଏଭଳି ହାଇଡ୍ରାମା ଲାଗି ରହିଥିଲା, ଆଉ ଏହାକୁ କିଛି ଦେଖୁଥିଲେ ତ ଆଉ କିଛି ବୁଝାଉଥିଲେ। ଅଗ୍ନିକୁ ସାକ୍ଷୀ ରଖି ବେଦିରେ ହାତଗଣ୍ଠି ପକାଇ ୯ବର୍ଷ ତଳେ ବାହା ହୋଇଥିଲେ ମହିଳା ଜଣକ

ବିବାହର ୯ ବର୍ଷ ନପୂରୁଣୁ ସ୍ୱାମୀ ମେଡିକାଲରେ ଥିବା ସମୟରେ ସ୍ୱାମୀକୁ ଅସହାୟ କରି ପର ପୁରୁଷ ସାଙ୍ଗରେ କେଉଁ ଆଡେ ପଳାଇଥିଲେ ଏହି ମହିଳା ଜଣକ। ନିଜ ସ୍ୱାମୀକୁ ଛାଡି ଯେଉଁ ପର ପୁରୁଷର ହାତ ଧରି ଚାଲି ଯାଇଥିଲେ ଦୀର୍ଘ କିଛିଦିନ ହେବ ସିଏ ମଧ୍ୟ ଅନ୍ୟ ମହିଳାର ହାତ ଧରି ୟାଙ୍କୁ ପର କରି ଚାଲିଯାଇଥିଲେ। ସେହି କାରଣରୁ ମହିଳା ଜଣକ ଏବେ ଏକୁଟିଆ ହୋଇ ଯାଇଛନ୍ତି, ଆଉ ମହିଳା ଜଣକ ହାତରେ ପେଟ୍ରୋଲ୍ ବୋଟଲ୍ ଧରି ଆ-ତ୍ମହ-ତ୍ୟା ଉଦ୍ୟମ କରୁଥିବା ସମୟରେ ବିବାହିତା

ମହିଳାଙ୍କୁ ସ୍ଥାନୀୟ ଲୋକମାନେ ଉ-ଦ୍ଧା-ର କରି ପୋ-ଲି-ସର ଜିମା ଧରାଇଥିଲେ। ଏଭଳି ଘ-ଟ-ଣା ସାମ୍ନାକୁ ଆସିଛି ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ଥା-ନା ଅନ୍ତର୍ଗତ ସୁକିନ୍ଦା ବଡ ଦାଣ୍ଡରେ ଦେଖିବାକୁ ମିଳିଛି, ଆଉ ମହିଳା ଜଣକ ହେଉଛନ୍ତି କେନ୍ଦୁଝର ଜିଲ୍ଲା ହରିପୁର ଅଞ୍ଚଳର।

Leave a Reply

Your email address will not be published. Required fields are marked *