ନାବାଳକ ପ୍ରେମିକ ହେବ କାହାର ? ପ୍ରେମ ସଂପର୍କକୁ ନେଇ ଥା-ନାରେ ଡ୍ରାମା

ଆଜିର ଦୁନିଆରେ ପ୍ରେମ କଥା କହିଲେ ଏବେର ଯୁବପିଢି ସେଥିରେ ଆଗରେ ଅଛନ୍ତି, କହିବାକୁ ଗଲେ ଆଜିକାଲି ସବୁ ପିଲା ମାନେ ପ୍ରେମ କରୁଛନ୍ତି। ପ୍ରେମ କରିବାଟା ଭୁଲ୍ ନୁହେଁ ହେଲେ ଏଥିପାଇଁ ଏକ ବୟସ ଅଛି ଆଉ ଏବେ ପିଲାମାନେ ଯେଉଁ ଛୋଟ ଛୋଟ ବୟସରୁ ପ୍ରେମ କରୁଛନ୍ତି ଏଥିରେ ସେମାନେ ଏପରି କିଛି କାମ କରୁଛନ୍ତି ଯାହାକି ସମାଜ ଆଗରେ ଖରାପ କାମ। ଏପଟୁ ଭଉଣୀ ଭିଡୁଛି ଆଉ ସେପଟୁ ପୋ-ଲି-ସ।ମଝିରେ ଫସି ରହିଛି ଭାଇ,ପ୍ରେମ ସମ୍ପର୍କକୁ ନେଇ ଥା-ନାରେ ଏଭଳି ହାଇଡ୍ରାମା ଦେଖିବାକୁ ମିଳିଛି।ଛତିଶଗଡରୁ ଫେ-ରା-ର ହୋଇଥିବା ପ୍ରେମିଯୁଗଳଙ୍କୁ ନେବାକୁ ଆସି ପୋ-ଲି-ସ ହଟହଟା ହୋଇଛି।ନାବାଳକ ଭାଇକୁ ପୋ-ଲି-ସ ନେଇ ଯାଉଥିବା ବେଳେ ଅନ୍ୟପଟୁ ନାବାଳକ ଭଉଣୀ ତାକୁ ଭିଡି ଧରୁଛି।ଏହା ସହ ତାଙ୍କ ପରିବାର ଲୋକ ମଧ୍ୟ ନାବାଳକ ପୁଅକୁ ଭିଡି ଧରୁଥିଲେ।

ଛତିଶଗଡ ପୋ-ଲି-ସର କହିବା ଅନୁଯାୟୀ ଜୋଡା ଥାନା ଅଞ୍ଚଳର ରୋହିତ ନାମକ ଜଣେ ଯୁବକ ଛତିଶଗଡ ରାଜ୍ୟରୁ ଜଣେ ନାବାଳିକାଙ୍କୁ ସୋସିଆଲ ମିଡିଆରେ ପ୍ରେମ ଜାଲରେ ଫସେଇଥିଲେ । ଯୁବକ ଜଣକ କିଛି ମାସ ହେବ ନାବାଳିକା ପ୍ରେମିକାଙ୍କୁ ଛତିଶଗଡରୁ ଧରି ଆଣି ଜୋଡାରେ ଆ-ତ୍ମଗୋ-ପନ କରିଥିଲେ।ଏନେଇ ନାବାଳିକାଙ୍କ ପରିବାର ତରଫରୁ ଛତିଶଗଡର ସୀତାପୁରରେ ଗତ ମାର୍ଚ୍ଚ ୨୮ ତାରିଖରେ ଏକ ଏ-ତ-ଲା ଦିଆ ଯାଇଥିଲା।ବହୁ ଅ-ନୁସ-ନ୍ଧାନ ପରେ ଉକ୍ତ ପ୍ରେଇଯୁଗଳ ଜୋଡାରେ ରହୁଥିବା ଜାଣିବାକୁ ପାଇଥିଲା ଛତିଶଗଡ ପୋ-ଲି-ସ।ବୁଧବାର ଦିନ ଛତିଶଗଡ ପୋ-ଲି-ସ ଜୋଡା ପୋ-ଲି-ସ ସହାୟତାରେ ପ୍ରେମୀଯୁଗଳଙ୍କୁ ଧରି ଥା-ନାକୁ ଆଣିଥିଲେ।

ବସ୍ତିବାସିନ୍ଦା ମାନେ ଥା-ନାରେ ରୁଣ୍ଡ ହୋଇ ଉକ୍ତ ଯୁବକଙ୍କୁ ଛତିଶଗଡ ପୋ-ଲି-ସ ଛାଡିଦେବା ପାଇଁ ଜିଦ୍ କରିଥିଲେ। ଛତିଶଗଡ ପୋ-ଲି-ସ ନଶୁଣି ଥା-ନାର ପଛ ବାଟ ଦେଇ ପ୍ରେମୀଯୁଗଳଙ୍କୁ ନେବାକୁ ଉଦ୍ୟମ କରିଥିଲେ ମଧ୍ୟ ବସ୍ତିବାସିନ୍ଦା ପୋ-ଲି-ସ ଗାଡି ସାମ୍ନାରେ ପ୍ରବଳ ବି-ରୋ-ଧ କରି ଅଟକାଇ ଦେଇଥିଲେ। ଯୁବକ ଅନାଥ ହୋଇଥିବାରୁ ଏବଂ ତାଙ୍କର ଛୋଟ ଛୋଟ ତିନି ଭଉଣୀ ଥିବାରୁ ସେମାନଙ୍କ ଦେଖାଶୁଣା ପାଇଁ ଯୁବକଙ୍କୁ ଛାଡିଦେବାକୁ ସେମାନେ କହିଥିଲେ।ଏହି ଘ-ଟ-ଣା ପରେ ଜୋଡା ପୋ-ଲି-ସ ପ୍ରେମୀଯୁଗଳଙ୍କୁ ନନେଇ ଉଭୟ ପରିବାରର ଙ୍କ ସହ ଆଲୋଚନା ଜାରି ରଖିଛି।ତେବେ ପ୍ରେମିକ ରୋହିତ ଦଶମ ଶ୍ରେଣୀର ପରୀକ୍ଷାର୍ଥୀ ହୋଇଥିବା ବେଳେ ତାଙ୍କୁ ପୋ-ଲି-ସ ଧରିନେବାରୁ ଆଜି ସେ ପରୀକ୍ଷା ମଧ୍ୟ ଦେଇପାରି ନାହାନ୍ତି ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *