ବାଇକ୍ ଭଳି ଦିଶୁଛି ଟାୟାର ଗାଡ଼ି । ନିଆରା ଢଙ୍ଗରେ ବାଇକ୍ ଚଲାଇ ମଜା ନେଉଛନ୍ତି ଜଣେ ସୁନ୍ଦର ଯୁବତୀ

ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକକର ଫୋଟ ଏବଂ ଭିଡ଼ିଓ ସବୁ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ମଜାଳିଆ ଫୋଟ ସବୁ ଥାଏ ଯାହା ଆଖି ଦୃଶୀୟା ହୋଇଥାଏ ଦର୍ଶକମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଫୋଟ ଭିଡ଼ିଓ ସମସ୍ତେ ଦେଖି ଥାଆନ୍ତି ଏବଂ ମନୋରଞ୍ଜନ ଟିକେ କରିଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ ।

ତେବେ ଦର୍ଶକବନ୍ଧୁ ବାଇକ୍ ଚଳାଇବାକୁ କିଏ ବା ଭଲ ନପାଏ । ଆଉ ବାଇକ୍ କୁ ନେଇ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ ଯାହାକି ଖୁବ୍ ଆଶ୍ଚର୍ଯ୍ୟକର ହୋଇଥାଏ । କେତେବଳେ ବାଇକ୍ ର ଡିଜାଇନ୍ କୁ ନେଇକି ତୋ ଆଉ କେତେବେଳେ ବାଇକ୍ ଚଢ଼ାଳୀଙ୍କ ନିଆରା ଷ୍ଟାଇଲ କୁ କିମ୍ବା ଷ୍ଟନ୍ଟକୁ ନେଇ । ଆଉ ଏମିତି ଭିଡ଼ିଓକୁ ବାଇକ୍ ଚଳାଉଥିବା ବ୍ୟକ୍ତି ନିଜର ସୋସିଆଲ ମିଡ଼ିଆ ସାଇଟ୍ ରେ ପୋଷ୍ଟ କରିବାକୁ ଭୁଲନ୍ତି ନାହିଁ ।

କିନ୍ତୁ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଗୋଟେ ଭିଡ଼ିଓ ଟିକିଏ ଭିନ୍ନ ଅଟେ । ଯାହାକି ଏବେ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ରେ ଖୁବ୍ ଟ୍ରେଣ୍ଡ କରୁଛି । ଆପଣମାନେ ମଧ୍ୟ ଏହି ଭିଡ଼ିଓ ଟିକୁ ନିଜେ ଦେଖିଲେ ବୁଝି ପାରିବେ ଏବଂ ଦେଖି ଆଶ୍ଚର୍ଯ୍ୟ ହେବା ସହିତ ଖୁସି ମଧ୍ୟ ଅନୁଭବ କରିବେ । ତେବେ ଭିଡ଼ିଓରେ ଯେଉଁ ଦୃଶ୍ୟ ଦେଖିବାକୁ ମିଳୁଛି ସେହି ଗାଡ଼ିର ନାଁ ହେଉଛି ଟାୟାର ବାଇକ୍ । ଯାହାକି ସମ୍ପୂର୍ଣ ରୂପରେ ଚାଲୁଛି । ଆଉ ତାହାକୁ ଏକ ସୁନ୍ଦର ଝିଅ ବିନା ଦ୍ବିଧାରେ ଚଳାଉ ଥିବାର ଦେଖିବାକୁ ମିଳିଛି ।

ଭାଇରାଲ ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ଯୁବତୀ ଗୋଟେ ଟାୟାର ବାଇକ୍ ରେ ବସି ଏହାକୁ ଚଳାଇବାକୁ ଆରମ୍ଭ କରିଛନ୍ତି । ଆଉ ସେହି ବାଇକ୍ ଟି ଦେଖିବାକୁ ଭିନ୍ନ ହୋଇଥିବା ବେଳେ ତାହା ଅବିକଳ ବାଇକ୍ ପରି ଚାଲୁଛି । ତାହାର ନିର୍ମାଣ ମଧ୍ୟ ବାଇକ ପରି । ଝିଅଟି ସିଟ୍ ରେ ଅତି ଆରାମରେ ବସି ବାଇକଟିକୁ ଚଳାଉଛି । ଏହି ଭିଡିଓଟି ସୁଟୁଆର୍ ଡେଷ୍ଟିନେସନ୍ ନାମକ ଏକ ଇନଷ୍ଟାଗ୍ରାମ୍ ଆକାଉଣ୍ଟ୍ ରେ ସେୟାର କରାଯାଇଥିବା ବେଳେ ଏହାକୁ ଏବେ ସୁଦ୍ଧା ଲକ୍ଷ ଲକ୍ଷ ଲୋକ ଦେଖି ସାରିଥିବା ବେଳେ ପ୍ରାୟ ୧୪ ହଜାରରୁ ଉର୍ଦ୍ଧ୍ବ ଲୋକେ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି ।

Leave a Reply

Your email address will not be published. Required fields are marked *