ଅଭିନେତ୍ରୀ ନୋରା ଫତେହିଙ୍କର ଚାଲିଛି ସିକ୍ରେଟ୍ ଆଫେ-ୟାର ! ଏହି ପ୍ରସିଦ୍ଧ କୋରିୟୋଗ୍ରାଫରଙ୍କର ନାଁ ସାମ୍ନାକୁ ଆସିଲା

ବଲିଉଡରେ ଯୋଡି ବନିବା ଆଜିକାଲି ବହୁତ ସାଧାରଣ କଥା ହୋଇଯାଇଛି । ବାସ ଜଣାପଡେ ନାହିଁ କି କେଉଁ ଅଭିନେତ୍ରୀଙ୍କ ର ଆଫେ-ୟାର କାହା ସହ ଚାଲିଛି । ବର୍ତ୍ତମାନ ଆଉ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ଏବଂ ଡ୍ୟାନ୍ସର୍ ଙ୍କ ବିଷୟରେ ଖବର ଆସିଛି କି ତାଙ୍କର ସିକ୍ରେଟ୍ ଆଫେୟାର ଚାଲିଛି । ଆମେ ନୋରା ଫତେହିଙ୍କ କଥା କହୁଛୁ ଯିଏ କି ବଲିଉଡ ରେ ଆଜିକାଲି ବହୁତ ଚର୍ଚ୍ଚାରେ ଅଛନ୍ତି ।

ଅଭିନୟ ହେଉ କି ଡ୍ୟାନ୍ସିଙ୍ଗ ମୁଭ,ନୋରା ପତେହି ସବୁବେଳେ ଲାଇମ୍ ଲାଇଟ ରେ ନଜର ଆସିଥାନ୍ତି । ସେ ତାଙ୍କର ସୁନ୍ଦର ଷ୍ଟାଇଲ ରେ ଲୋକମାନଙ୍କ ହୃଦୟ ଜିତିବାର ସଫଳ ହୋଇଛନ୍ତି । ଖବର ଆସୁଛି କି ବିଦେଶୀ ଝିଅର ପ୍ରସିଦ୍ଧ କୋରିୟୋଗ୍ରାଫର ଙ୍କ ସହ ସିକ୍ରେଟ ଆଫେୟାର ଚାଲିଛି । ଆସନ୍ତୁ ଜାଣିବା ସେ କିଏ ଯିଏ କି ନୋରା ଫତେହିଙ୍କ ହୃଦୟ ଚୋରେଇ ନେଇଛନ୍ତି ।

ନୋରା ହେଉଛନ୍ତି କାନାଡ଼ାର ବାସିନ୍ଦା :-

ନୋରା ଫତେହି ବଲିଉଡରେ ନିଜ ଡ୍ୟାନ୍ସ ଦ୍ୱାରା ଧୁମ ସିନା ମଚାଉଛନ୍ତି କିନ୍ତୁ ସେ ଭାରତର ନୁହନ୍ତି । ତାଙ୍କ ଲୁକ୍ସ ଭାରତୀୟ ନିଶ୍ଚିନ୍ତ ଭାବରେ ଲାଗୁଛି କିନ୍ତୁ ସେ କାନାଡ଼ାର ବାସିନ୍ଦା ଅଟନ୍ତି । ତାଙ୍କ ଜନ୍ମ 6 ଫେବୃଆରୀ 1992 କୁ ଟରୋଣ୍ଟୋ ରେ ହୋଇଥିଲା । ସେ ହିନ୍ଦୀ ଫିଲ୍ମରେ ତ କରିଛନ୍ତି । ଏହା ବ୍ୟତୀତ ମଧ୍ୟ ସେ ତେଲେଗୁ,ମଲୟାଲମ ଏବଂ ତାମିଲ ଫିଲ୍ମ ମଧ୍ୟ କରିଛନ୍ତି ।

ବ୍ଲକ ବାଷ୍ଟର ଫିଲ୍ମ ବହୁବଳୀ ରେ ସେ ତାଙ୍କ ଡ୍ୟାନ୍ସ ଏବଂ ଷ୍ଟାଇଲ ରେ ସମସ୍ତଙ୍କ ମନ ଜିତି ନେଇଥିଲେ । ସେ 2014 ମସିହାରୁ ଫିଲ୍ମ ଲାଇନ ରେ ସକ୍ରିୟ ଅଛନ୍ତି । ନୋରା ଟିଭି ଶୋ ରେ ମଧ୍ୟ ନଜର ଆସନ୍ତି । ତାଙ୍କୁ ଡ୍ୟାନ୍ସିଙ୍ଗ ଶୋ ରେ ଜଜ କରାଯାଏ ଯେମିତି ସେ ଆସିବାକୁ ଯାଉଥିବା ଡ୍ୟାନ୍ସର ଙ୍କୁ ପରଖି ପାରିବେ । ଏମିତିରେ ନୋରା ମଡ଼େଲିଙ୍ଗ ମଧ୍ୟ କରିସାରିଛନ୍ତି ଆଉ ତାଙ୍କ ଫିଟନେସ ପାଇଁ ବହୁତ ପ୍ରସିଦ୍ଧ ଅଟନ୍ତି ।

ଏହି କୋରିୟୋଗ୍ରାଫର ସହ ଆଫେୟାର ଥିବାର ଖବର :-

ନୋରା ଫତେହି ବହୁତ ସୁନ୍ଦର ଅଟନ୍ତି । ଏମିତିରେ ତାଙ୍କ ବୟଫ୍ରେଣ୍ଡ କିଏ,ଏହି ବିଷୟରେ ମଧ୍ୟ ଲୋକମାନଙ୍କ ମଧ୍ୟ ହୋଇଥାଏ । ଏମିତିରେ ତ ଅନେକ ସେଲିବ୍ରିଟିଙ୍କ ସହ ନୋରାଙ୍କ ନାମ ଯୋଡି ହୋଇ ଅଛି । ତଥାପି ଯେଉଁ ନାଁ ର୍ ଅଧିକ ଚର୍ଚ୍ଚା ସବୁଠୁ ଅଧିକ ହେଉଛି ସେ ହେଉଛନ୍ତି ପ୍ରସିଦ୍ଧ କୋରିୟୋଗ୍ରାଫର । ତାଙ୍କ ନାମ ଟେରେନ୍ସ ଲୁଇସ ଅଟେ । ଖବର ଆସୁଛି କି ଦୁହିଁଙ୍କ ମଧ୍ୟରେ ଆଫେ-ୟାର ଚାଲିଛି ।

ଦୁହେଁ ହିଁ ବହୁତ ଭଲ ଡ୍ୟାନ୍ସର ଅଟନ୍ତି | ଏହା ସାଥିରେ ଗୋଟେ ସାଥିରେ ଏହି ଦୁହେଁ ଡ୍ୟାନ୍ସ ଶୋ’କୁ ଜଜ ମଧ୍ୟ କରୁଥିବାର ନଜର ଆସିଛନ୍ତି | ବର୍ତ୍ତମାନ ଦୁହିଁଙ୍କ ମଧ୍ୟରେ କଣ ଚାଲିଛି ତାହା ତ ଏହି ଦୁହିଁଙ୍କ ମଧ୍ୟରୁ କେହିବି ମାନିନାହାନ୍ତି | ଏହା ପରେ ବି ଟେରେନ୍ସଙ୍କ ସହ ଏହିଥର ଗୋଟେ ଇଣ୍ଟରଭ୍ୟୁରେ ପ୍ରଶ୍ନ କିନ୍ତୁ ପଚାରା ଯାଇଥିଲା | ତାଙ୍କୁ ପଚାର ଯାଇଥିଲା ଯେ କଣ ତାଙ୍କର ଏବଂ ନୌରାଙ୍କ ମଧ୍ୟରେ କିଛି ଚାଲିଛି |

କୋରିୟୋଗ୍ରାଫର କରିଛନ୍ତି ଏହି ଇଶାରା :-

ନୌରାଙ୍କ ସହ ସମ୍ପର୍କର ପ୍ରଶ୍ନରେ ଟେରେନ୍ସ ମନା କରିନାହାନ୍ତି | ସେ ମନା କରିବା ଜାଗାରେ କିଛି ଏମିତି କହିଦେଲେ ଯେଉଁଥିରେ ଅଫେୟାର ର ଖବରକୁ ଆହୁରି ମଧ୍ୟ ଦୃଢ଼ ପ୍ରମାଣ ମିଳିଯାଇଛି | ଏହାପରେ ଦୁହିଁଙ୍କର ସିକ୍ରେଟ ଅଫେୟାରର ଖବର ସାମ୍ନାକୁ ଆସିଛି | ଟେରେନ୍ସ କହିଛନ୍ତି ଯେ ଅନ କ୍ୟାମରା ରେ ସେ ଏହି ବିଷୟରେ କିଛି କହିପାରିବେନି | ହଁ ସେ ଅଫ-କ୍ୟାମେରାରେ ଏହି ବିଷୟରେ ସୂଚନା ଦେବାର କଥା ନିଶ୍ଚୟ କହିଥିଲେ |

ଟେରେନ୍ସ ଏହାପରେ କହିଥିଲେ ଯେ ଆମ ଦୁହିଁଙ୍କ କେମେଷ୍ଟ୍ରି ବହୁତ ଭଲ ଅଟେ | କୋରିୟୋଗ୍ରାଫର କହିଛନ୍ତି ଯେ ନୌରାଙ୍କ ଏଜେନ୍ସି ତାଙ୍କୁ ବହୁତ ପସନ୍ଦ ଆସେ | ସେ ବହୁତ ପରିଶ୍ରମ କରନ୍ତି ଏବଂ ସେ ବହୁତ ଭଲ ଡ୍ୟାନ୍ସର ମଧ୍ୟ | ସେହିଠାରେ ଯେତେବେଳେ ଟେରେନ୍ସଙ୍କୁ ପ୍ରଶ୍ନ କରାଗଲା ଯେ କଣ ଭବିଷ୍ୟତରେ ସେ ଦୁହେଁ ପରସ୍ପରକୁ ଡେଟ କରିବେ ଏହି ପ୍ରଶ୍ନର ଉତ୍ତରରେ ସେ ବାସ ହସିଦେଲେ |

Leave a Reply

Your email address will not be published. Required fields are marked *