ପ୍ରେମରେ ବିଫଳ ହୋଇ ପ୍ରେମିକର ଆ-ତ୍ମହ-ତ୍ୟା । ପ୍ରେମିକାର ଅନ୍ୟତ୍ର ବାହାଘର ହେଉଥିବା ଖବର ଶୁଣି ଗଛରେ ଝୁ-ଲି ପଡ଼ିଲେ ପ୍ରେମିକ

ତୁ କେବଳ ମୋର, ଯଦି ତୁ ହେଲୁନି ମୋର.. ଏ ଜୀବନ ଆଉ ମୁଁ କାଇଁ ରଖିବି। ରାତିରେ ଥିଲା ପ୍ରେମିକାର ବାହାଘର । ତାପର ଦିନ ସକାଳୁ ଉଠିଲା ପ୍ରେମିକର କୋକେଇ । ବାଲେଶ୍ୱର ଜିଲ୍ଲା ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଜହ୍ନିଆ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଘଟଣା । ଯାହା ଆପଣ ଶୁଣିଲେ ବି ତାଜୁବ୍‌ ହୋଇଯିବେ । ଖବର ଅନୁଯାୟୀ, ଜହ୍ନିଆ ଗାଁରେ ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ ଗୁଜୁରାଟରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ ।

୩/୪ ତଳେ  ସେ ଘରକୁ ଫେରି ପ୍ରେମିକାକୁ ସାକ୍ଷାତ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେଥିରେ ସଫଳ ହୋଇନଥିଲେ । ଶେଷରେ ବୁଧବାର ରାତିରେ ପ୍ରେମିକାର ଅନ୍ୟତ୍ର ବାହାଘର ହେଉଛି ବୋଲି ଖବର ପାଇଥିଲେ ପ୍ରେମିକ । ଯାହା ଶୁଣି ପ୍ରଦୀପଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ସେ ନିଜର ମାନସିକ ସ୍ଥିତି ହରାଇ ବସିଥିଲେ । ହାତରେ ମଦ ବୋତଲ ସହ ଏକ ରଶି ଧର ଘର ଠାରୁ କିଛି ଦୂରରେ ଥିବା ଏକ ଆକାଶିଆ ଗଛରେ ଝୁ-ଲି ପଡିଥିଲେ ।

ଗ୍ରାମର ରତ୍ନାକର ମଳିକଙ୍କ ପୁଅ ପ୍ରଦୀପ । ବୟସ ୨୨ ବର୍ଷ । ଗୁଜରାଟର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ତାଙ୍କ ପାଖ ଗ୍ରାମର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ । ୩/୪ ଦିନ ତଳେ ସେ ଘରକୁ ଫେରି ପ୍ରେମିକାଙ୍କ ସହ ସାକ୍ଷାତ କରିବାକୁ ଚେଷ୍ଟା କରି ପାଇ ନ ଥିଲେ । ଗତ ରାତିରେ ପ୍ରେମିକାଙ୍କ ବାହାଘର ଅନ୍ୟତ୍ର ହୋଇଯିବା ଖବର ପାଇ ପ୍ରଦୀପ ମାନ-ସିକ ଭାରସାମ୍ୟ ହରାଇ ଆଜି ସକାଳେ ମ-ଦ ବୋତଲ ସହିତ ଏକ ରଶି ନେଇ ଘର ଠାରୁ କିଛି ଦୂରରେ ଥିବା ଏକ ଆକାଶୀ ଗଛ ଡାଳରେ ରଶି ଲଗାଇ ଝୁ-ଲି ପଡ଼ିଥିଲେ ।

ସେପଟେ ଏହା ଦେଖି ପରିବାର ଲୋକେ ତୁରନ୍ତ ତାଙ୍କୁ ଗଛରୁ ଉ-ଦ୍ଧା-ର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ ସେତେବଳକୁ ବହୁତ ଡେରି ହୋଇ ଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃ-ତ୍ୟୁ ଘୋଷଣା କରିଥିଲେ । ପୋ-ଲି-ସ ଘ-ଟ-ଣା ସଂପର୍କରେ ଖବର ପାଇ ମୃ-ତଦେ-ହକୁ ଜ-ବତ କରି ବ୍ୟ-ବଚ୍ଛେ-ଦ ପାଇଁ ପଠାଇଛି । ଏହାସହିତ ଏକ ଅ-ପମୃ-ତ୍ୟୁ ମା-ମ-ଲା ରୁ-ଜୁ କରି ତ-ଦ-ନ୍ତ କରୁଛି ।

Leave a Reply

Your email address will not be published. Required fields are marked *