ମା ନରଗିସଙ୍କୁ ମନ ପକେଇ ଭାବୁକ ହୋଇ ସଞ୍ଜୟ ଦତ୍ତ, କହିଛନ୍ତି – କାଶ ମୋ ସ୍ତ୍ରୀ ଏବଂ ପିଲାମାନେ ଆପଣଙ୍କ ସହ ମିଶି ପାରିଥାନ୍ତେ କି…’

ଅତି ସୁନ୍ଦର ଅଭିନୟ କରୁଥିବା ଅଭିନେତା ନରଗିସ୍ ଦତ୍ତଙ୍କ ଗଣତି ହିନ୍ଦୀ ସେନେମାର ପ୍ରସିଦ୍ଧ ଅଭିନେତାନ ମାନଙ୍କ ମଧ୍ୟରେ କରାଯାଏ | ନିଜ ଫିଲ୍ମ. ଏବଂ ଅଭିନୟ ସାଥିରେ ସେ ନରଗିସ ରୁ ରାଜ କପୁର ଏବଂ ସୁନୀଲ ଦତ୍ତଙ୍କ ସହ ନିଜର ସମ୍ପର୍କ ମଧ୍ୟମରୁ ବି ସେ ବହୁତ ଚର୍ଚ୍ଚା ହାସଲ କରିଥିଲେ | 1ଜୁନ 1929 ମସିହାରେ ପଶ୍ଚିମ ବଙ୍ଗଳାର ରାଜଧାନୀ କୋଲକାତାରେ ନରଗିସଙ୍କ ଜନ୍ମ ହୋଇଥିଲା |

ନରଗିସ ବଡ଼ ହେବା ପରେ ଫିଲ୍ମମାନଙ୍କରେ କାମ କରିବା ଆରମ୍ଭ କରିଥିଲେ | ସେ ହିନ୍ଦୀ ଫିଲ୍ମ ଜଗତରେ ଅନେକ ଭଲ ଭଲ ଫିଲ୍ମରେ କାମ କରିଛନ୍ତି | 1957 ମସିହାରେ ଆସିଥିବା ହିନ୍ଦୀ ଫିଲ୍ମ ବହୁତ ଲୋକପ୍ରିୟ ଏବଂ ଚର୍ଚିତ ଫିଲ୍ମ’ମଦର ଇଣ୍ଡିଆ’ ରେ ନରଗିସଙ୍କୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ମିଳିଥିଲା | ଏହି ଫିଲ୍ମରେ ତାଙ୍କ ସାଥିରେ ମୁଖ୍ୟ ଭୂମିକାରେ ରାଜେନ୍ଦ୍ର କୁମାର ଏବଂ ସୁନୀଲ ଦତ୍ତ ମଧ୍ୟ ଥିଲେ

ନରଗିସ ବଡ଼ ପରଦାରେ ବରିଷ୍ଠ ଅଭିନେତା ରାଜ କପୁରଙ୍କ ସାଥିରେ ମଧ୍ୟ କାମ କରିଲେ | ଏହି ଦୁହିଁଙ୍କ ଯୋଡି ବହୁତ ପସନ୍ଦ ମଧ୍ୟ କରାଯାଇଥିଲା | ଏହି ମଧ୍ୟରେ ଏହି ଦୁହେଁ ପରସ୍ପର ଙ୍କ ଉପରେ ନିଜ ହୃଦୟ ହରିଦେଲେ | ଯଦିଓ ରାଜ କପୁର ପୂର୍ବରୁ ହିଁ ବିବାହିତ ଥିଲେ ଏବଂ ତାଙ୍କ ସ୍ତ୍ରୀ କୃଷ୍ନାଙ୍କୁ ଛାଡିବାକୁ ଚାହୁଁନଥିଲେ | ଏମିତି ରେ ଏବଂ ଏଥିପାଇଁ ଏହି ସମ୍ପର୍କ ବହୁତ ଶୀଘ୍ର ହିଁ ସରିଯାଇଥିଲା |

ରାଜ କପୁରଙ୍କ ପରେ ନରଗିସ ଏବଂ ପ୍ରସିଦ୍ଧ ଅଭିନେତା ସୁନୀଲ ଦତ୍ତଙ୍କ ପ୍ରେମରେ ଦିୱାନି ହୋଇଗଲେ | ଦୁହେଁ ଫିଲ୍ମ ‘ମଦର ଇଣ୍ଡିଆ’ରେ ସାଥିରେ କାମ ସାରିଥିଲେ | ଏହି ଫିଲ୍ମରେ ଏହି ଦୁହେଁ ମା-ପୁଅ ଙ୍କର ଭୂମିକା ନିଭେଇ ଥିଲେ | ଯଦିଓ ଏହି ଫିଲ୍ମ ସେଟରେ ହେଇଥିବା ଗୋଟେ ଦୁର୍ଘଟଣା ପରେ ସବୁ ଜିନିଷ ବଦଳି ଯାଇଥିଲା | ସୁନୀଲ ତ ପ୍ରଥମରୁ ହିଁ ନରଗିସଙ୍କୁ ପସନ୍ଦ କରୁଥିଲେ | ସେହିଠାରେ ପରେ ନରଗିସଙ୍ଖ ମଧ୍ୟ ସୁନୀଲଙ୍କ ସହ ପ୍ରେମ ହୋଇଗଲା |

ନରଗିସ ଏବଂ ସୁନୀଲ ଦତ୍ତ 1958 ମସିହାରେ ବିବାହ କରନେଇଥିଲେ | ବିବାହ ପରେ ଦୁହେଁ ତିନି ପିଲାଙ୍କର ମାତା-ପିତା ବନିଥିଲେ | ତାଙ୍କର ଦୁହିଁ ପୁଅ ନମ୍ରତା ଦତ୍ତ ଏବଂ ପ୍ରିୟା ଦତ୍ତ ଅଟନ୍ତି | ଯେତେବେଳେ କି ତାଙ୍କ ପୁଅଙ୍କ ନାମ ସଞ୍ଜୟ ଦତ୍ତ ରଖାଗଲା| କହିରଖୁଛୁ ଯେ ନମ୍ରତା ଏବଂ ପ୍ରିୟା ତାଙ୍କ ବାପା-ମାଙ୍କ ରାସ୍ତା ବାଛିଲେନି | ଯେତେବେଳେ କି ସଞ୍ଜୟ ଫିଲ୍ମ ଦୁନିଆରେ ନିଜ କ୍ୟାରିୟାର ବାନେଇଲେ ଏବଂ ବଡ଼ ନାମ ମଧ୍ୟ କମେଇଲେ |

ସଞ୍ଜୟ ଦତ୍ତ ନିଜ ପିତା ସୁନୀଲ ଦାର ଏବଂ ମା ନରଗିସଙ୍କର ବହୁତ ନିକଟତର ଥିଲେ | ଯେତେବେଳେ ସଞ୍ଜୟଙ୍କ ମା ନରଗିସ ଏହି ଦୁନିଆ ଛାଡି ଚାଲିଯାଇଥିଲେ ସେତେବେଳେ ସଞ୍ଜୟ ବହୁତ ଖରାପ ଅବସ୍ଥା ଦେଇ ଗତି କରୁଥିଲେ | ନରଗିସଙ୍କ ମୃତ୍ୟୁକୁ 41 ବର୍ଷ ହୋଇସାରିଲାଣି | ମାତ୍ରା 51 ବର୍ଷ ବୟସରେ ନରଗିସଙ୍କର ମୁମ୍ବାଇ ମଝିରେ କୈଣ୍ଡି ହସ୍ପିଟାଲରେ 3 ମଇ 1981ରେ ମୃତ୍ୟୁ ହୋଇଯାଇଥିଲା |

ନରଗିସ ମାତ୍ରା 51 ବର୍ଷ ବୟସରେ ଏହି ଦୁନିଆକୁ ବିଦାୟ କହିଦେଇଥିଲେ | ନରଗିସଙ୍କୁ କ୍ୟାନ୍ସର ଭଳି ଜୀବନନେବା ରୋଗ ହୋଇଥିଲା | ତାଙ୍କର ବହୁତ ଚିକିତ୍ସା କରାଗଲା ଯଦିଓ ତାଙ୍କୁ କେହି ବି ବଞ୍ଚେଇ ପରିନେଥିଲେ| ନରଗିସଙ୍କୁ ପୂର୍ଣ୍ଣୟତିଥିରେ ତାଙ୍କୁ ତାଙ୍କ ପୁଅ ଏବଂ ଅଭିନେତା ସଞ୍ଜୟ ଦତ୍ତ ମନ ପକେଇଛନ୍ତି ଏବଂ ମାଙ୍କୁ ମନପକେଇ ‘ସଞ୍ଜୁ ବାବା’ ଭାବପ୍ରବଣ ହୋଇପଡ଼ିଥିଲେ |

ନରଗିସଙ୍କୁ ପୂର୍ଣ୍ଣୟତିଥି ମୌକାରେ ସଞ୍ଜୟ ନିଜ ମାଙ୍କ ପାଇଁ ଗୋଟେ ଟ୍ୱିଟ କରିଥିଲେ | ସେ ନିଜ ଟ୍ୱିଟରେ ନିଜ ମାଙ୍କ ଫୋଟୋର ଗୋଟେ କୋଲେଜ ମଧ୍ୟ ସେୟାର କରିଥିଲେ | ଏହା ସାଥିରେ ‘ସଞ୍ଜୁ ବାବା’ ଟ୍ୱିଟରେ ଲେଖିଥିଲେ, “ଗୋଟେ ବି ମୁହୂର୍ତ୍ତ ଏମିତି ଯାଏ ନାହିଁ, ଯେତେବେଳେ ମୁ ତତେ ମନ ପକେଇନି ମା, ତୁମେ ମୋ ଜୀବନର ଆଧାର ଏବଂ ମୋ ଆତ୍ମାର ଶକ୍ତି ଥିଲୁ | କାସ୍ ମୋ ପତ୍ନୀ ଏବଂ ମୋ ପିଲା ତୁମ ସହ ଭେଟ ହୋଇଥାନ୍ତେ କି, ତାହାଲେ ଆପଣ ତାଙ୍କୁ ନିଜର ସବୁ ପ୍ଭଲପାଇବା ଏବଂ ଆଶ୍ରିବାଦ ଦେଇପାରି ଥାନ୍ତା | ମତେ ଆଜି ଏବଂ ସବୁ ଦିନ ତୁ ମାନେ ପଡୁଛୁ ମା ” |

ସଞ୍ଜୟ ଦତ୍ତଙ୍କ ୱାର୍କଫ୍ରାଣ୍ଡ ବିଷୟରେ କହିବାକୁ ଗଲେ ସେ ଏହିଦିନ ମାନଙ୍କରେ କନ୍ନଡ଼ ଫିଲ୍ମ”KGF2″ରେ ଖଳନାୟକ “ଉଦ୍ଧିରା”ଙ୍କ ଭୂମିକାରେ ନଜର ଆସୁଛନ୍ତି | 14 ଏପ୍ରିଲକୁ ରିଲିଜ ହୋଇଥିବା ଅଭିନୟ ଆତଶଙ୍କ ଏହି ଫିଲ୍ମ ପଇସା କମେଇବାର ବହୁତ ସାରା ରେକେର୍ଡ ଭାଙ୍ଗିଦେଇଛି |

ବର୍ତ୍ତମାନ ସଞ୍ଜୟ ଦତ୍ତ ଫିଲ୍ମ ‘ପୃଥ୍ୱୀରାଜ’ ରେ ଦେଖିବାକୁ ମିଳିବେ | ଅକ୍ଷୟ କୁମାର ଏବଂ ମାନୁଷି ଛିଲ୍ଲରଙ୍କ ମୁଖ୍ୟ ଭୂମିକା ଵାଲା ଏହି ଫିଲ୍ମରେ ସୋନୁ ସୁଦ୍ ମଧ୍ୟ ନଜର ଆସିବେ | ଫିଲ୍ମ 3 ଜୁନକୁ ଫିଲ୍ମ ହଲରେ ରିଲିଜ ହେବ |

Leave a Reply

Your email address will not be published. Required fields are marked *