ଆସିଲା ଶ-ବ ବ୍ୟବ-ଚ୍ଛେଦ ରି-ପୋ-ର୍ଟ । ଆଉ ଶେଷରେ ସବୁ ସତ ବଖାଣିଲା ଶିବ । ସାମ୍ନାକୁ ଆସିଲା ସେଦିନର କାଳ ରାତିର ଗୁମର କଥା

ମାହାଙ୍ଗା ଗ-ଣହ-ତ୍ୟା ମାମ-ଲାରେ ଆସିଲା ଶ-ବ ବ୍ୟବ-ଚ୍ଛେଦ ରି-ପୋ-ର୍ଟ । ରିପୋ-ର୍ଟରେ ବିଷକ୍ରିୟା ନେଇ କୌଣସି ସୂଚନା ନାହିଁ । ଶରୀର ବିଭିନ୍ନ ସ୍ଥାନରେ ରହିଛି କ୍ଷ-ତ ଚିହ୍ନ । କୌଣସି ଧା-ରୁ-ଆ ଅ-ସ୍ତ୍ରରେ ଆକ୍ର-ମଣ କରାଯାଇଥିବା କ୍ଷ-ତ ଚିହ୍ନରୁ ଜଣାପଡୁଛି । ଜୀବନ ବଞ୍ଚାଇବାକୁ ସମସ୍ତେ ପ୍ରତି-ରୋଧ କରିଥିବା ରିପୋ-ର୍ଟରୁ ଜଣାପଡ଼ିଛି । ଏନେଇ ସୂଚନା ଦେଇଛି କଟକ ଗ୍ରାମାଞ୍ଚଳ ଥା-ନା ପୋ-ଲି-ସ । ସୂଚନା ଥାଉକି, ଅଭି-ଯୁକ୍ତ ଶିବ ସାହୁକୁ ୩ ଦିନର ରିମା-ଣ୍ଡରେ ନେଇଥିଲା ମାହାଙ୍ଗା ପୋ-ଲି-ସ ।

ରି-ମା-ଣ୍ଡ ସମୟରେ ଅଭି-ଯୁକ୍ତ ଶିବଠାରୁ ଅନେକ ତଥ୍ୟ ଓଗାଳିଛି ପୋ-ଲି-ସ । ଏଥିସହିତ ଅଭି-ଯୁକ୍ତ ଶିବକୁ କ୍ରାଇମ ସ୍ପଟକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋ-ଲି-ସ । ପାରିବାରିକ କ-ଳ-ହ ଏବଂ ଜମିଜମା ବି-ବା-ଦ କରାଣରୁ ବଡଭାଇ ପରିବାରର ୫ ଜଣଙ୍କ ହ-ତ୍ୟା କରିଥିଲା ଅଭି-ଯୁକ୍ତ ଶିବ ସାହୁ । ସେ ଏକା ସମସ୍ତଙ୍କୁ ହ-ତ୍ୟା କରିଥିବା ପୋ-ଲି-ସ ଆଗରେ ସ୍ବୀ-କାର କରିଥିଲା । କିନ୍ତୁ ମୃ-ତ ଅଲେଖ ସାହୁଙ୍କ ଶ୍ବଶୁର ଘର ଲୋକ ପୋଲି-ସର ତଦ-ନ୍ତରେ ସନ୍ତୁଷ୍ଟ ନଥିବା କହିଛନ୍ତି ।

ସେ ବାରମ୍ବାର ଶିବ ସାହୁର ପତ୍ନୀଙ୍କ ସମ୍ପୁକ୍ତି ଥିବା ନେଇ ଅଭି-ଯୋଗ କରି ଆସିଛନ୍ତି । ମୃତ-କଙ୍କ ହାଥ ମୁଠାରେ ଲମ୍ବା କେ-ଶ ମିଳିଥିବାରୁ ଅଲେଖ ସାହୁଙ୍କ ଶ୍ବଶୁର ଶିବ ସାହୁଙ୍କ ପତ୍ନୀଙ୍କ ବୋଲି ସ-ନ୍ଦେ-ହ କରି ତାଙ୍କୁ ମଧ୍ୟ ତ-ଦ-ନ୍ତ ଘେରକୁ ନିଆଯାଉ ବୋଲି କହିଛନ୍ତି ।

https://youtu.be/aO1kQnLylDI

କିନ୍ତୁ ଶିବ ସାହୁଙ୍କ ପତ୍ନୀ ଅଭି-ଯୋଗକୁ ଖଣ୍ଡନ କରି ତାଙ୍କର ଏଥିରେ କୌଣସି ପ୍ରକାର ସାମିଲ ନାହାଁନ୍ତି ବୋଲି ଆରମ୍ଭରୁ କହି ଆସୁଛନ୍ତି । ଏବଂ ମୃତ-କଙ୍କ ହାତ ମୁଠାରେ ଥିବା ଚୁଟି କାହାର ଫରେନ୍ସିକ ରି-ପୋ-ର୍ଟ ଆସିଲେ ସବୁ ସତ ଜଣା ପଡ଼ିଯିବ ବୋଲି ପୋ-ଲି-ସ୍ ଦର୍ଶାଇଛି । ଖାଲି ସେବେ ପର୍ଯ୍ୟନ୍ତ ଅପେକ୍ଷା । ସେପଟେ ମାମ-ଲାର ତ-ଦ-ନ୍ତ ଚାଲିଥିବା ବେଳେ ପୋ-ଲି-ସ୍ ଶିବ ସାହୁର କଲ୍ ରେ-କ-ର୍ଡ ବାହାର କରିଛି ଏବଂ ଆବଶ୍ୟକ ହେଲେ ଅଭି-ଯୁକ୍ତଙ୍କୁ ଅଧିକ ରିମା-ଣ୍ଡରେ ନେଇପାରେ ବୋଲି ମାହାଙ୍ଗା ଥା-ନା ଅଧିକାରୀ କହିଛନ୍ତି

ତେବେ ସୂଚନା ଅନୁସାରେ ସାମାନ୍ୟ ଜମିବାଡ଼ି ବି-ବା-ଦକୁ କେନ୍ଦ୍ର କରି ମା-ହା-ଙ୍ଗା କୁସୁପୁରରେ ସାନ ଭାଇ ଶିବ ପ୍ରସାଦ ସାହୁ, ବଡ଼ଭାଇ ଅଲ୍ଲେଖ ପ୍ରସାଦ ସାହୁଙ୍କ ପୁରା ପରିବାର ସ୍ତ୍ରୀ ଆଉ ତିନି ଛୁଆଙ୍କୁ ଗତ ସପ୍ତାହରେ ହ-ତ୍ୟା କରିଥିଲେ । ଏହି ଖବର ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

Leave a Reply

Your email address will not be published. Required fields are marked *