ଜଗନ୍ନାଥ ମନ୍ଦିରରୁ ମିଳିଲା କଳିଯୁଗ ଅନ୍ତ ହେବାର ସୂଚନା।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

ସତରେ ଦିନେ ଚିନ୍ତା କଲେ ଯଦି କେବେ ରାତି ନପାହିବ |ସୁରୁଜ କେବେ ଉଦୟ ନ ହେବ |କଣ ହେବ ସେଦିନ ମହୀମଣ୍ଡଳ |ସବୁ ଆଡେ କେବଳ ତ୍ରାହି ତ୍ରାହି ଡାକ ଶୁଭୁଥିବ |କିନ୍ତୁ ସେ ରାତି ଏମିତି ରାତି ଯାହାର ସକାଳ କେବେ ଆସିବ ନାହିଁ |ଏହାର ଅର୍ଥ କଳିଯୁଗ ଶେଷ ହେବ |ସମସ୍ତ ପାପର ଅନ୍ତ ଘଟିବ| ପୁଣି ଥରେ ଅସତ୍ୟ,ଅଧର୍ମ, ଉପରେ ସତ୍ୟର ପ୍ରତିଷ୍ଠା ହେବା ସହ ଧର୍ମର ଜୟ ଗାନ ସବୁଆଡେ ଶୁଭାଯିବ |ଏପରି ଅନ୍ଧକାର ଦୂର କରି ପୁଣି ଥରେ ନୂଆ ସୁନେଲି କିରଣ ପଡିବ ପୁଣି ଏକ ନୂଆଯୁଗ ଆରମ୍ଭ ହେବ |

ଆସନ୍ତୁ ଜାଣିବା କଳିଯୁଗ କିପରି ଅନ୍ତ ହେବ କଣ ସଂକେତ ଦେଖାଦେଇଛି |ଗୋଟେ ପଟେ ବିଜ୍ଞାନ ଆଉ ଗୋଟେ ପଟେ ସାଧୁସନ୍ଥ ବିଜ୍ଞାନ ମାନେ କୁହନ୍ତି ଯେ ପୃଥିବୀ ଧ୍ବଂସ ନିଶ୍ଚୟ ହେବ ଏବଂ ସାଧୁ ମାନେ ସେମାନଙ୍କ ଭବିଷ୍ୟତ ବାଣୀରେ କୁହନ୍ତି ଯେ କଳିଯୁଗର ଅନ୍ତ ଘଟିବ |ତାହେଲେ କଣ ପୃଥିବୀର ଅନ୍ତ ସୁନିଶ୍ଚିତ ସତରେ କଣ କଳିଯୁଗର ଅନ୍ତ ପାଖେଇ ଆସିଲାଣି ଏହା ତ ଜଣା ନାହିଁ ତେବେ କିଛି ସଂକେତ ଏପରି ଦେଖାଦେଇଛି ଲାଗୁଚି ଅନ୍ତ ପାଖେଇ ଆସିଲାଣି| ଏହାର ପ୍ରମାଣ କେବଳ ମାଳିକାରେ ଦେଖିବାକୁ ମିଳେ ତାହା ନୁହେଁ ବିଜ୍ଞାନ ମାନେ କିଛି ଏଏମିତି ପ୍ରମାଣ ଦେଇଛନ୍ତି ଯେଉଁଥିରୁ ସଫା ଜଣା ପଡ଼ିଗଲାଣି ପୃଥିବୀର ବିନାଶ ସୁନିଶ୍ଚିତ |

କିଛି ସାଧୁସନ୍ତ ମାନେ 600ବର୍ଷ ପୂର୍ବେ ତଳେ ତାଳପତ୍ରରେ ଯାହା ଲେଖିଥିଲେ ତାହା ଗୋଟେ ପରେ ଗୋଟେ ସତ୍ୟ ହେବାରେ ଲାଗିଛି |ସେମାନେ ମାଳିକା ଶାସ୍ତ୍ରରେ ଏଏହା ଲେଖିଛନ୍ତି ଯେ କିପରି କଳିଯୁଗ ଶେଷ ହେବ ଆଉ ଏକ ନୂଆ ଯୁଗର ଆରମ୍ଭ ହେବ |ଦେଖିବାକୁ ଗଲେ ମାଳିକା ରେ ଲେଖାଯାଇଥିବା ବହୁତ କଥା ସତ୍ୟ ହେବାରେ ଲାଗିଛି |ମାଳିକା ରେ ଲେଖା ଯାଇଥିବା ଘ-ଟ-ଣା ବାସ୍ତବରେ କେଉଁଗୁଡା ଘଟିସାରିଛି 1,,ଘରେ ଘରେ ହେବ 4ଟି ରୋଗ ସେଗୁଡିକ ହେଲା -ରକ୍ତଚାପ, ମଧୁମେୟ, ହୃଦଘାତ,ଓ ବାୟୁରୋଗ ଯୁଗ ଥିଲା ଆଗରୁ ଲକ୍ଷେ ରେ ଗୋଟେ ଲୋକଙ୍କୁ ହଉଥିଲା କିନ୍ତୁ ବର୍ତମାନ ଘର 5ଜଣ ରୁ 3ଜଣଙ୍କୁ ନିଶ୍ଚୟ ଡାଈବେଟିସ ନିଶ୍ଚୟ ରହିଥିବ |ଆଜି କମି ଗଲେ କଲି ବଢ଼ିଯିବ ଏବଂ ପ୍ରତେକ ଲୋକଙ୍କୁ ଜୋକ ପରି କା-ମୁ-ଡି ଧରିଛି |

ଆଉ କିଛି ମାଳିକା ରେ ବର୍ଣନା କରାଯାଇଛି ଯେପରି ଲୋକ ମାନେ କାଗଜ ପତ୍ର ରେ ଭାତ ଖାଇବେ |ବର୍ତମାନତ ଏହା ଜୀବନ ର ଅଂଶ ପାଲଟି ଗଲାଣି ବର୍ତମାନ ଜନ୍ମଦିନ ଦିନ ହେଉ କିମ୍ବା ମରଣ ଦିନ ସବୁଆଡେ କାଗଜର ବ୍ୟବହାର ବହୁଳ ଭାବରେ କରାଯାଉଛି |ଏହା ମଧ୍ୟ ମାଳିକାରେ କୁହାଯାଇଛି କି ଯେ ସ୍ତ୍ରୀ ମାନେ ଅନ୍ୟ ପୁରୁଷ ସହ ସମ୍ପର୍କ ରଖିବେ ସ୍ୱାମୀ ନିଜ ସ୍ତ୍ରୀ କୁ ଛା-ଡ଼ପ-ତ୍ର ଦେବେ |ଏହା ମଧ୍ୟ୍ୟ ବର୍ଣିତ କି ଗ-ର୍ଭ ନ-ଷ୍ଟ କରିବେ ମହିଳା ଏହା ରହିଲା ଦୁନିଆର କଥା |

ଜଗନ୍ନାଥ ମନ୍ଦିର ବିଷୟରେ ମଧ୍ୟ୍ୟ ମାଳିକାରେ କୁହାଯାଇଛି ପୁରୀ ମନ୍ଦିରରୁ ପଥର ପଡିବ ଓଡିଶା କୁ ବହୁତ ବଡ଼ ବାତ୍ୟା ଆସିବ ଯେଉଁଥିରେ ପୁରୀର ବହୁତ କ୍ଷୟ କ୍ଷ-ତି ଘ-ଟିବ ଏବଂ କଳ୍ପବୃକ୍ଷ ପଡିବା ସହ ଲୋକ ମାନେ ମହାମାରୀର ସମୁଖୀନ ହେବେ |ଏହା ମଧ୍ୟ ଲେଖା ଯାଇଛି କି ପୁରୀ ଶ୍ରୀମନ୍ଦିର ନେତ ରେ ନିଆଁ ଲାଗିଯିବ ତାହା ମଧ୍ୟ ସତସିଧ୍ୟ୍ୟ ହୋଇ ସାରିଲାଣି। ଏସବୁ ଦେଖୀ ଏମିତି ଲାଗୁଚି କଳିଯୁଗର ଅନ୍ତ ଆରମ୍ଭ ହେଇ ସାରିଲାଣି

Leave a Reply

Your email address will not be published. Required fields are marked *