ସ୍ତ୍ରୀ ବାହାଘରରେ ସ୍ବାମୀ ସାଜିଲା ଭିଲିଆନ

ଆଜିକାଲି ଦୁନିଆରେ ଲୋକମାନେ ବହୁତ ପରିବର୍ତ୍ତନ ହୋଇଗଲେଣି ଲୋକମାନଙ୍କୁ କୌଣସି ସମ୍ପର୍କକୁ ନେଇ ଆଉ ଲାଜ ନାହିଁ, ମହିଳା ମାନେ ଛୁଆର ମାଆ ହେବା ପରେ ଏବଂ ପୁରୁଷ ମାନେବି ବଡ ବଡ ପିଲାଙ୍କର ବାପା ହେଲା ପରେ ବି ଅନ୍ୟ ମହିଳା ଏବଂ ପୁରୁଷ ମାନଙ୍କ ସହ ସମ୍ପର୍କ ରଖୁଛନ୍ତି। ୨୦୧୭ ମସିହାରେ ଜଣେ ସ୍ୱାମୀ ଏବଂ ୨୦୨୨ ରେ ଆଉ ଜଣେ ସ୍ୱାମୀ । ସ୍ୱାମୀ ଓ ପୁଅ କୁ ଛାଡ଼ି ପ୍ରେମ ବିବାହ କରୁଛି ସ୍ତ୍ରୀ।ଛୁଆ କୁ ଧରି ଥା-ନା ଆଗରେ ବସିଛି ସ୍ୱାମୀ,ଅଭି-ଯୋଗ ହେଉଛି ‘ମୋ ସ୍ତ୍ରୀ ଅନ୍ୟତ୍ର ବାହା ହେଉଛି।ସେ ବାହାଘର କୁ ରୋକ ଓ ମୋତେ ନ୍ୟା-ୟ ଦିଅ । ୨୦୧୭ ମସିହାରେ ମୋତେ ବାହା ହୋଇଥିଲା।ବର୍ତ୍ତମାନ ଆଉ ଜଣକୁ ବିବାହ କରୁଛି। ଆଜି ହେଉଛି ମୋ ସ୍ତ୍ରୀ ର ବାହାଘର,ମୋତେ ଓ ମୋ ପିଲା କୁ ଛାଡ଼ି ଅନ୍ୟ କାହାକୁ ବାହା ହେଉଛି ମୋ ସ୍ତ୍ରୀ,ମୋତେ ନ୍ୟା-ୟ ଦରକାର।

‘ କିଛି ଏଭଳି ଅଭି-ଯୋଗ କୁନି ପୁଅ କୁ ଧରି ପାଟଣାଗଡ଼ ଥା-ନା ର ଦ୍ୱାରସ୍ଥ ହୋଇଛନ୍ତି ଜଣେ ବ୍ୟକ୍ତି । ମିଳିଥିବା ଖବର ଅନୁଯାୟୀ ବଲାଙ୍ଗୀର ଜିଲ୍ଲା ଲାଠୋର ଥା-ନା ଅନ୍ତର୍ଗତ ବିନ୍ଦିର ଗ୍ରାମ ର ପିତବାସ ମାଝି ୨୦୧୭ ମସିହାରେ ଗୁଣବତୀ ମାଝୀ ଓ-ର-ଫ ଗୁନ୍ଗୁନ୍ ଙ୍କୁ ସାମାଜିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ ।ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ତେବେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ମନ ମାଳିନ୍ୟ ଯୋଗୁଁ ଉଭୟ ୨୦୨୦ ମସିହା ରୁ ଅଲଗା ହୋଇ ରହୁଥିଲେ । ପୁଅ ଟି ବାପା ପାଖରେ ରହୁଥିବା ବେଳେ ସ୍ତ୍ରୀ ଗୁଣବତୀ ପାଟଣାଗଡ଼ ଅବକାରୀ ବିଭାଗ ର କନଷ୍ଟେବଳ ଭାବରେ ଚାକିରୀ କରୁଥିଲେ ।

ହଠାତ ତାଙ୍କ ସ୍ବାମୀ ଜାଣିବାକୁ ପାଇଲେ ଯେ, ତାଙ୍କ ସ୍ତ୍ରୀ ତାଙ୍କୁ ନ ଜଣାଇ ଅପୂର୍ବ ବିଶ୍ଵଦୀପ୍ତି ପରିଡ଼ା ନାମକ ଜଣେ ବ୍ୟକ୍ତି ଙ୍କୁ ମନ୍ଦିର ରେ ଦ୍ଵିତୀୟ ବିବାହ କରୁଛନ୍ତି । ଏହା ଜାଣିବା ପରେ ସ୍ତ୍ରୀ ର ବିବାହ ଅଟକାଇବା ପାଇଁ ପୁଅ କୁ ଧରି ପାଟଣାଗଡ଼ ଥା-ନା ରେ ପହଁଚି ଲିଖିତ ଅଭି-ଯୋଗ କରିଥିଲେ ପିତବାସ । ତାଙ୍କ ବିନା ଅନୁମତି ରେ ତାଙ୍କ ଧର୍ମପତ୍ନୀ ଗୁଣବତୀ ଅନ୍ୟତ୍ର ବିବାହ କରୁଥିବା ଯୋଗୁଁ ପୀତବାସ ତାଙ୍କ ଧର୍ମପତ୍ନୀ ପ୍ରତି କା-ର୍ଯ୍ୟାନୁ-ଷ୍ଠାନ ଗ୍ରହଣ କରିବା ସହିତ ବିବାହ କୁ ରୋକିବାକୁ ଲିଖିତ ଅଭି-ଯୋଗ କରିଛନ୍ତି ।

ଏ ନେଇ ପୋ-ଲି-ସ କିଛି ମୁହଁ ଖୋଲୁ ନଥିବା ବେଳେ ସମାଜ ପାଇଁ ଏହା ଏକ ନିନ୍ଦ-ନୀୟ ଘ-ଟ-ଣା ବୋଲି କହିଛନ୍ତି ଆଦିବାସୀ କଲ୍ୟାଣ ସଙ୍ଘ ର ସମ୍ପାଦକ ଗିରିରାଜ ଭୋଇ । ଅନ୍ୟ ପଟେ ଅଭି-ଯୋଗ ପରେ ପାଟଣାଗଡ଼ ପୋ-ଲି-ସ ଗୁଣବତୀ ଓ ବାହା ହେଉଥିବା ପୁଅ ଅପୂର୍ବ ବିଶ୍ଵଦୀପ୍ତି ପରିଡ଼ା ଙ୍କୁ ପାଟଣାଗଡ଼ ପୋ-ଲି-ସ ଷ୍ଟେ-ସ-ନ କୁ ଡକାଇ ତ-ଦ-ନ୍ତ କରୁଥିବାର ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *