ଝିଅକୁ ନିଜ ପ୍ରେମିକ ସହ ଆସଂଯତ ଅବସ୍ଥାରେ ଦେଖି ହାଣି ମା-ରିଦେଲା ଯୁବକଙ୍କୁ

ନିକଟରେ ଏକ ଜ-ଘ-ନ୍ୟ ବିଭତ୍ସ ଏବଂ ଲୋ-ମଟା-ଙ୍କୁରା ହ-ତ୍ୟାକା-ଣ୍ଡ ଘଟି ଯାଇଥିଲା । ଅତି ବିଭ-ତ୍ସ ଭାବେ ଜଣେ ଯୁବକଙ୍କୁ ଧା-ରୁ-ଆ ଅ-ସ୍ତ୍ରରେ ଆକ୍ର-ମଣ କରି ନି-ର୍ମ-ମ ହ-ତ୍ୟା କରା ଯାଇଥିଲା । ତେବେ ଏଭଳି ଘ-ଟଣା ଘଟଥିଲା ଉଦଳା ଥା-ନା ବଉଳ ଶାସନ ଗ୍ରାମରେ । ତେବେ ସୂଚନା ମୁତାବକ ଜୟପୁର ଗ୍ରାମର ସୁଭାସିସ ବାରିକ ଗତ ରବିବାର ରାତିରେ ନିଜର କାମ ସାରି ଘରକୁ ଫେରୁଥିଲେ । ସେହି ସମୟରେ ବଉଳ ଶାସନ ଗ୍ରାମର ନବୀନ ଆଚାର୍ଯ୍ୟ ଓ ତାଙ୍କ ପରିବାର ଲୋକେ ଯୁବକଙ୍କୁ ନିଜ ଘରକୁ ଡାକିଥିଲେ

ନବୀନଙ୍କ ଘରକୁ ଯିବା ପରେ ଆଉ ନିଜ ଘରକୁ ଫେରି ପାରିନଥିଲେ ଯୁବକ ଜଣଙ୍କ । ରାତିରେ ପୁଅ ଘରକୁ ଫେରି ନଥିବାରୁ ସକାଳେ ପରିବାର ଲୋକେ ଶୁବାସିଷଙ୍କୁ ଅନେକ ଥର ଫୋନ୍ କରିଥିଲେ । ଆଉ ଫୋନ୍ ଶୁଭାଶିଷ ଉଠାଇ ନଥିବା ବେଳେ ବହୁତ ଖୋଜା ଖୋଜି କରିବା ପରେ ନବୀନ ଆଚାର୍ଯ୍ୟଙ୍କ ଘର ବାଡ଼ି ପାଖ ବିଲ ନିକଟରେ ଶୁଭାଶିଷଙ୍କ ମୃ-ତ ଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ଅତ୍ୟନ୍ତ ବି-ଭ-ତ୍ସ ଭାବେ ଲୁହା ରଡ଼ ଭୂ-ଷି ହ-ତ୍ୟା କରାଯାଇଥିଲା ।

ପୋ-ଲି-ସ୍ ଘ-ଟ-ଣା ସ୍ଥଳରେ ପହଞ୍ଚି ମୃ-ତ ଦେହ ଜବତ କରି ସଙ୍ଗେ ସଙ୍ଗେ ତ-ଦ-ନ୍ତ ଆରମ୍ଭ କରିଦେଇଥିଲା । ସେପଟେ ବାରିପଦାରୁ ସାଇନ୍ଟିଫିକ୍ ଟିମ୍ ଏବଂ ସ-ନ୍ଧ-ନୀ କୁକୁର ମଧ୍ୟ ଘଟ-ଣା ସ୍ଥଳରେ ପହଞ୍ଚି ତଦ-ନ୍ତକୁ ତ୍ବରାନ୍ବିତ କରିଥିଲେ । ତେବେ ଶୁଭାଶିଷଙ୍କ ଗୁ-ପ୍ତା-ଙ୍ଗ ତଳେ ଏକ ଧା-ରୁ-ଆ ଅ-ସ୍ତ୍ରରେ ଆକ୍ର-ମଣ କରାଯାଇଥିବା ନେଇ ଜଣା ପଡ଼ିଥିଲା । ଏହି ଘଟ-ଣାରେ ପୋ-ଲି-ସ୍ ନବୀନ ଆଚାର୍ଯ୍ୟଙ୍କ ଝିଅ ଓ ତାଙ୍କ ସ୍ତ୍ରୀଙ୍କ ସମେତ ଅନ୍ୟ ଜଣେ ସମ୍ପର୍କୀୟଙ୍କୁ ଥା-ନାରେ ଅଟକ ରଖି ପଚ-ରଉ-ଚରା କରୁଥିଲା ।

ତେବେ ଝିଅ ପାଇଁ ବାପା ନବୀନ ଶୁଭାଶିଷଙ୍କୁ ମା-ରି ଦେଇଥିବା ନେଇ ପ୍ରାଥମିକ ତଦ-ନ୍ତରୁ ଜଣା ପଡିଛି । ଛା-ନଭି-ନ୍ କରିବାର ୨ ଦିନ ପରେ ଫିଟିଛି ରହସ୍ୟ । ନବୀନଙ୍କ ଝିଅ ସହିତ ଶୁଭାଶିଷଙ୍କ ଅନୈ-ତିକ ସମ୍ପର୍କ ରହି ଆସିଥିଲା । ଆଉ ଶନିବାର ଦିନ ନବୀନ ଘରକୁ ଫେରିଲା ପରେ ତାଙ୍କ ଝିଅକୁ ଶୁଭାଶିଷଙ୍କ ସହିତ ଆସଂଯତ ଅବସ୍ଥାରେ ଦେଖି ନେଇଥିଲେ । ଏଥିରେ ଉତଖିପ୍ତ ହୋଇ ବାପା ନବୀନ ରଡ଼ ଭୁଷି ଶୁଭାଶିସଙ୍କୁ ମା-ରିଦେଲେ । ଆଉ ଉକ୍ତ ରଡ଼କୁ ଆଣି ନିଜ ଘରେ ଲୁ-ଚାଇ ଦେଇଥିଲେ । ପୋ-ଲି-ସ୍ ବିଲରେ ପଡ଼ିଥିବା ଶୁଭାଶିସଙ୍କ ମୃ-ତ ଦେହ, ବ୍ୟବହୃତ ରଡ଼କୁ ଜ-ବ-ତ କରିବା ସହିତ ଅଭି-ଯୁକ୍ତକୁ ଗି-ର-ଫ କରିଛି ।

Leave a Reply

Your email address will not be published. Required fields are marked *