ଏହି ସ୍ଥାନ ରୁ ବାହାରେ ଲାଇଟ୍,ଆଉ ସବୁଆଡେ ବୁଲେ,କହିଲେ ବାବା

ଅଧର୍ମର ବିନାଶ ପାଇଁ ଶିଶୁ ଅନନ୍ତଙ୍କୁ ମୋନିକା ଠାରେ ପ୍ରାର୍ଥନା କର |ଏଇଟା ମୁଁ କହୁନି ସାଙ୍ଗରେ ଯୋଡି ହେଇଛନ୍ତି ବାବା |ବାବା କହୁଛନ୍ତି ଇଏ ହଉଛି ଆମର ଛୋଟ ଯଂଜ୍ଞ କୁଣ୍ଡ ବନ୍ୟା ବେଳ ଏକ ଛୋଟ ବଟ ବୃକ୍ଷ ଭାସି ଆସୁଥିଲା ଏବଂ ଏହି ଯଜ୍ଞ କୁଣ୍ଡରେ ତାଙ୍କୁ ସ୍ଥାପନା କରାଗଲା| 1999ମସିହା ବାତ୍ୟା ରେ ଗଛ ଟି ପୁରା ଭାଙ୍ଗି ଯାଇଥିଲା ଗଛଟି ଯେତେବେଳେ କଟା କୁଟି ହେଲା ବାବା ଆଶ୍ରମରେ ନଥାନ୍ତି ବାବା ଥିଲେ ଦିଲ୍ଲୀରେ ବାବା ଟିକେ ଆସି ଗଛଟିକୁ ଆଁଉଁସି ଦେଲେ ପୁଣି ପତ୍ର କଁଅଲିଲା

ଏ ଗଛରେ ଜଣେ ମହାପୁରୁଷ ରହୁଥିଲେ ସେ ଧଳା ବସ୍ତ୍ର ପିନ୍ଧନ୍ତି ଵୟୋସ୍କ ବ୍ୟକ୍ତି ସେ ଏଏଠୁ ରାତିରେ ଭାରିକି ଯାନ୍ତି ତାଙ୍କ ନାମ ହେଲା ସୂର୍ଯ୍ୟ ମହାପୁରୁଷ| ସେ ଯିବା ବେଳେ ଲୋକ ମଧ୍ୟ ଦେଖନ୍ତି| ସେ ଯିବେ ଯେତେବେଳେ କୂଅ ଗୋଟେ ଥିଲା ପାଣିର ସୁଭିଧା ମଧ୍ୟ ନଥିଲା| ଆଉ ଆଶ୍ରମ ବି ମଧ୍ୟ ଏତେ ବଡ଼ ନଥିଲା କିନ୍ତୁ, ସେ ମହାପୁରୁଷ ଖଡ଼କ ପିନ୍ଧି ପାଇକ ନଦୀ କୁ ଗାଧେଇବାକୁ ଯାନ୍ତି|

ଲୋକ ମାନେ ଦେଖିଛନ୍ତି ପୁଣି ସେ ଗାଧେଇ ସାରି ଆସି ଏଇଠାରେ ବସନ୍ତି ବାଟ ଙ୍କ ନାମ ହେଉଛି ଧର୍ମ ଘଟ ଏଇଠାରେ ବସି ଶିଶୁ ଅନନ୍ତଙ୍କୁ ପ୍ରାର୍ଥନା କଲେ ଆମର ଧର୍ମର ବିନାଶ ହୁଏ ଏଏହା ଆମର ବିଶ୍ୱାସ ଏବଂ ସତ କଥା ଆମେ ଆସି ଧର୍ମ ଘଟ ନିକଟରେ ପ୍ରାର୍ଥନା କଲେ ଶିଶୁ ଅନନ୍ତ ହିଁ ଶୁଣନ୍ତି ମନ ସ୍କାମନା ପାଇଁ ଡୋରି ବନ୍ଧା ଯାଉଛି।

ସେପଟେ ମାଙ୍କର ଅସ୍ଥାନ ଅଛି ସେପଟେ ମା ଉଇ ହୁଙ୍କା ଭିତରେ ମାଙ୍କର ଆବିର୍ଭାବ ଏଇ ମୂର୍ତ୍ତି ଗୁଡା ପରେ ଆସିଲା ଏହା ଅବିକଳ ସାରଳା ମା ଙ୍କ ମୂର୍ତ୍ତି ଯାହାର ନାମ ହେଉଛି ଜ୍ୟୋତି ପ୍ରଭାୟାଙ୍କ ନାମ ଜ୍ୟୋତି ପ୍ରଭା ଏଥି ପାଇଁ ହେଲା ତାଙ୍କ ପାଖରୁ ଏକ ଲାଇଟ ଭାରେ| ଏହି ଲାଇଟ ଯିବ ଶିଶୁ ଅନନ୍ତଙ୍କ ପାଖକୁ ଏଏଠି ଲୋକ ମାନେ ଅଧ୍ୟା ପଢନ୍ତି ଛୋଟ ଛୋଟ ମାନସିକ ଆସି କରନ୍ତି ସେତେବେଳେ ଏତେ ପାଣିର ସୁଭିଧା ନଥିଲା ସେମାନେ ନଦୀ କୁ ଯାଉଥିଲେ| ଏଠି ଠାକୁରାଣୀ ଉଇ ହୁଙ୍କା ରେ ଆବିର୍ଭାବ ହୁଂଙ୍କ ରୂପ ରେ ମା ପୂଜା ପାଉଛନ୍ତି| ଯିଏ ସାରଳ ସେ ମଙ୍ଗଳା ସେ ତାରିଣୀ ସମସ୍ତେ ଏଠି ପୂଜା ପାନ୍ତି ସଭିଁଏ ଏଇଠି ଏକାଠି ରୁହନ୍ତି।

Leave a Reply

Your email address will not be published. Required fields are marked *