ସବୁ ଆଶା ହରେଇ ସାରିଲେଣି ତପସ୍ୱିନୀ ..ଏବେ ଯାହା କରିବ କୋ-ର୍ଟ କରିବ !

ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘର ପାଇଁ ପ୍ରସ୍ତାବ ଦେଇ, ବାହାଘର ପାଇଁ ବଧୂ ବେଶରେ ସଜେଇ ହେଇ ସାରିବା ପରେ ବର ଯାଇନଥିଲା, ଶେଷରେ ବଧୂ ତପସ୍ୱିନୀ ସେହି ବଧୂ ବେଶରେ ହିଁ ଶ୍ୱଶୁରଘର ଆଗରେ ଆସି ଧାରଣା ଦେଲେ।

ଅନେକ ଦିନ ଧାରଣା ଦେଲେ, ଗୁରୁବାର ବ୍ରତ ମଧ୍ୟ ସେହି ଘର ବାହାରେ ପାଳନ କରିଲେ ଏବଂ ଏହାପରେ ଏହି କଥା କୋ-ର୍ଟକୁ ଗଲା। ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ । କୋ-ର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ, ହେଲେ ତାହା ହୋଇନଥିଲା।

କିଛିଦିନର ବ୍ୟବଧାନ ପରେ ଏବେ ପୁଣିଥରେ ଚର୍ଚ୍ଚାରେ ସୁମିତ ଏବଂ ତପସ୍ୱିନୀଙ୍କ ଘ-ଟ-ଣା, ଏବେ ମୁହଁ ଖୋଲିଛନ୍ତି ତପସ୍ୱିନୀ ଆଉ କହିଛନ୍ତି ଏବେ ସୁମିତଙ୍କୁ ଅପେକ୍ଷା କରିକି କଣ ଲାଭ, କିଛି ପାଇବାକୁ ହେଲେ କିଛି ହରାଇବାକୁ ହୁଏ, ତେବେ ଏବେ ଖାଲି ସେଇ କୋ-ର୍ଟଙ୍କ ଅ-ର୍ଡ-ରକୁ ଅପେକ୍ଷା ସିଏ ଯାହା କହିବେ। ଏବେ ସବୁ କଥା କୋର୍ଟରେ ଅଛି, କୋ-ର୍ଟ ଅର୍ଡ-ରକୁ ଅପେକ୍ଷା ଆଶା ଅଛି ଭଲ ଜଷ୍ଟିସ୍ ବାହାରିବ। ସେହି ଘରେ ବି ମୁଁ କୋର୍ଟଙ୍କ ଅର୍ଡର ଯୋଗୁଁ ହିଁ ରହିଛି

ହେଲେ ସୁମିତ ସେଠାରେ ରହୁନାହାଁନ୍ତି ତେବେ ଖାଲି କୋ-ର୍ଟଙ୍କ ଅର୍ଡ-ରକୁ ଅପେକ୍ଷା ସିଏ ଯାହା କହିବେ। କିଛି ପାଇବାକୁ ହେଲେ କିଛି ହରାଇବାକୁ ହୁଏ, ତ ମୁଁ ସେହି ଘରେ ବହୁତ ମେନେଜ୍ କରିକି ରହୁଛି ହେଲେ ସେଇଟା ବଡ କଥା ନୁହେଁ। କଥା ହେଉଛି ଏକ ରିଲେ-ସନ୍ସିପ୍, ରିଲେ-ସନ୍ସିପ୍ ଟା ଭଲ ହେବ କି ନାହିଁ ତାହା ପର କଥା ହେଲେ ଚେଷ୍ଟା କରିବା ଟା କିଛି ଭୁଲ୍ ନୁହେଁ ତେବେ ମୁଁ ମୋ ଆଡୁ ପୂରା ଚେଷ୍ଟା କରୁଛି ତେବେ ଦେଖାଯାଉ କଣ ହେଉଛି।

Leave a Reply

Your email address will not be published. Required fields are marked *