ଅନେକ ଦିନ ଧରି ଲୋକଟିକୁ ହଇ-ରାଣ କରୁଥିଲା କୁଆ,ପୁରା କଥା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

ଅନେକ ସମୟରେ ଅନେକ ଆଶ୍ଚର୍ଯ୍ୟଜନକ ଘ-ଟ-ଣା ସବୁ ଦେଖିବାକୁ ଏବଂ ଶୁଣିବାକୁ ମିଳିଥାଏ ଯାହାକୁ କି ଆମେ ଏତେ ସହଜରେ ବିଶ୍ୱାସ କରି ପାରିନଥାଉ ହେଲେ ପ୍ରକୃତରେ ତାହା ଘ-ଟିଥାଏ। ବହୁ ସମୟରେ ଲୋକମାନଙ୍କର ଏପରି କିଛି ଆଶ୍ଚର୍ଯ୍ୟଜନକ ଘ-ଟ-ଣା ଦେଖିବାକୁ ମିଳିଥାଏ ଯାହାକୁ ଦେଖିଲେ ବିଶ୍ୱାସ ହୋଇନଥାଏ। ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ଭାଇରାଲ ହେଉଛି।ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାର ବିଷୟ ପାଲଟିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ଗତ ୩ ବର୍ଷ ପୂର୍ବେ ସେହି ବ୍ୟକ୍ତିର ଏକ ଭୁଲ ହୋଇଯାଇଥିଲା ।କିଏ କହୁଛି ଜୀବ ଜନ୍ତୁ କିଛି ଜାଣି ପାରନ୍ତି ନାହିଁ । ଭୋପାଳରେ ଜଣେ ବ୍ୟକ୍ତି ଘରୁ ବାହାରକୁ ବାହାରି ପାରୁ ନାହାନ୍ତି । କାଉ ଦଳ ଏହି ବ୍ୟକ୍ତିର କଷ୍ଟକର କରିଦେଇଛନ୍ତି । ଯେତେବେଳେ ବି ଏହି ବ୍ୟକ୍ତି ଘରୁ ବାହାରୁଛି ସେତେବେଳେ ତାକୁ ଲାଗୁଛି କେତେବେଳେ ବି କାଉ ଦଳ ତା ଉପରେ ଆକ୍ର-ମଣ କରିଦେବେ। ବ୍ୟକ୍ତିର କହିବା ମୁତାବକ ଗତ ତିନି ବର୍ଷ ହେବ ତା ସହ ଏମିତି ହେଉଛି । ବ୍ୟକ୍ତି ଜଣକ ଦିନେ ଲୁ-ହା ଜା-ଲିରେ ଫସିଥିବା ଏକ କାଉକୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲା ହେଲେ ଦୁର୍ଭାଗ୍ୟ ବଶତଃ ବ୍ୟକ୍ତି ଜଣକ ସେହି କାଉକୁ ବଞ୍ଚାଇ ପାରିଲା ନାହିଁ ।

ବ୍ୟକ୍ତି ହାତରେ କାଉଟି ପ୍ରା-ଣ ହରାଇଲା । ଅନ୍ୟ କାଉ ମାନଙ୍କୁ ଲାଗୁଛି ବ୍ୟକ୍ତିଟି ସେହି କାଉକୁ ମା-ରି-ଛି ତେଣୁ କାଉ ଦଳ ଏହି ବ୍ୟକ୍ତିକୁ ମା-ରି-ବା ପାଇଁ ବ୍ୟକ୍ତିର ପିଛା କରୁଛନ୍ତି ।ଗାଁ ଲୋକଙ୍କ ମତରେ ବ୍ୟକ୍ତି ପଛରେ କାଉ ଦଳ ଏମିତି ପଡ଼ୁଛନ୍ତି ଯେମିତି ଲାଗୁଛି କାଉ ମାନେ ବ୍ୟକ୍ତିକୁ ମା-ରି-ବାକୁ ଚାହୁଁଛନ୍ତି । ସବୁଦିନ କାଉ ଦଳ ବ୍ୟକ୍ତିଙ୍କ ଘର ବାହାରେ ଅପେକ୍ଷା କରି ବସୁଛନ୍ତି। ବ୍ୟକ୍ତିଙ୍କ ନାମ ହେଉଛି ଶିବ । ବ୍ୟକ୍ତି ଜଣକ ଘରୁ ବାହାରିବା ମାତ୍ରେ କାଉ ମାନେ ତାର ପିଛା କରୁଛନ୍ତି ଆଉ ମଉକା ମିଳିବା ମାତ୍ରେ ତା ଉପରେ ଆକ୍ର-ମଣ କରୁଛନ୍ତି। କାଉ ଆକ୍ର-ମଣରେ ଶିବର ମୁଣ୍ଡରେ ଅନେକ ଆ-ଘା-ତ ଚିହ୍ନ ଅଛି । ଶିବ ସବୁବେଳେ ଏକ ବାଡି ନେଇ ବୁଲୁଛନ୍ତି।ହେଲେ ସେ କେବେବି ବାଡିରେ କାଉକୁ ମା-ର-ନ୍ତି ନାହିଁ କେବଳ ଡ-ରା-ନ୍ତି।

Leave a Reply

Your email address will not be published. Required fields are marked *