ସ୍ୱାମୀ ଧୋ-କା ଦେଇ ଦ୍ଵିତୀୟ ବିବାହ କରିବା ପରେ ଦିଅର ବନ୍ଧୁକ ଦେଖାଇ କରିଲା ଦୁ-ଷ୍କ-ର୍ମ

ଆଜିକାଲି ଦୁନିଆରେ ଲୋକମାନେ ବହୁତ ପରିବର୍ତ୍ତନ ହୋଇଗଲେଣି ଲୋକମାନଙ୍କୁ କୌଣସି ସମ୍ପର୍କକୁ ନେଇ ଆଉ ଲାଜ ନାହିଁ, ମହିଳା ମାନେ ଛୁଆର ମାଆ ହେବା ପରେ ଏବଂ ପୁରୁଷ ମାନେବି ବଡ ବଡ ପିଲାଙ୍କର ବାପା ହେଲା ପରେ ବି ଅନ୍ୟ ମହିଳା ଏବଂ ପୁରୁଷ ମାନଙ୍କ ସହ ସମ୍ପର୍କ ରଖୁଛନ୍ତି। ଗତ କିଛି ସମୟ ହେବ ସାରା ଓଡିଶାରେ ଏକ ଖବର ବହୁତ ଚର୍ଚ୍ଚାରେ ଅଛି । ଜଣେ ମହିଳା ତାଙ୍କ ଦିଅର ନାଁରେ ସାଂଘା-ତିକ ଅଭି-ଯୋଗ ଆଣିଛନ୍ତି । ମହିଳା ଜଣକ ଗଣମାଧ୍ୟମ ସାମ୍ନାରେ କା-ନ୍ଦି କା-ନ୍ଦି ସବୁ କଥା କହିଛନ୍ତି ।

ମହିଳା ଜଣକ କା-ନ୍ଦି କା-ନ୍ଦି କହିଛନ୍ତି- ‘ସଦାଶିବ ସ୍ଵାଇଁ ମତେ ଦ୍ଵିତୀୟ ବିବାହ କରିଥିଲା । ତାର ସ୍ତ୍ରୀ ପିଲା ଅଛନ୍ତି କହି ମିଛ ଚ-କ୍ରା-ନ୍ତ କରି ତା ଭାଇ ସର୍ବେଶ୍ଵର ସ୍ଵାଇଁ ସେ ବି ପୋ-ଲି-ସରେ ଅଛି । ସଦାଶିବ ସ୍ଵାଇଁ ଧଉଳି ଥା-ନାରେ ଅଛି । ସର୍ବେଶ୍ଵର ସ୍ଵାଇଁ ତା ଗାଁ ପୋଖରୀ କୂଳରେ ମୋତେ ବୁଲେଇବାକୁ ନେଇ ବ-ନ୍ଧୁ-କ ଦେଖାଇ ଦୁଇ ଦୁଇ ଥର ଦୁ-ଷ୍କ-ର୍ମ କରିଛନ୍ତି ।ସେ ପ୍ରମାଣ ମୋ ପାଖରେ ଥାଇ ମୁଁ ଥା-ନା ଯିବି ବୋଲି ଭାବିଥିଲି ହେଲେ ସେ କମ୍ପରମାଇଜ କଥା କହି ମୋ ଘରକୁ ଆସିଥିଲା । ଆଗରୁ ବି ତା ନାଁରେ ଦୁଇଟି କେ-ସ ଦେଇଥିଲି । ମୋତେ ଦୁଇ ଦୁଇ ଥର ଧୋ-କା ଦେଇଥିଲା ମୋତେ ଜୀବନରୁ ମା-ରିଦେ-ବା ପାଇଁ ।

https://youtu.be/myJ_YO6TTL4

ବ-ନ୍ଧୁ-କ ଦେଖାଇ ମୋତେ ଦୁଇ ଥର ଦୁ-ଷ୍କ-ର୍ମ କରିଥିଲା ଦୁଇ ଥର ନୁହେଁ ତିନି ଥର । ଜୀବନରୁ ହଟାଇ ଦେବା ପାଇଁ ସେ ଦୁଇ ଥର ମୋତେ ମା-ରିବା-କୁ ବି ଚେଷ୍ଟା କରିଛି ।ସେ ମୋତେ ଫୋନରେ ଜୀବନରୁ ମା-ରିଦେ-ବାର ଧ-ମ-କ ଦେଇଥିଲେ । ମୁଁ ତାଙ୍କୁ କହିଥିଲି ଯେ ସାନ ଭାଇ ମୋତେ ରଖିବ ନା ବଡ ଭାଇ ମୋତେ ରଖିବ କିଏ ରଖିବ କୁହ । ମୁ ଏ ସବୁ କଥା ଫୋନରେ ରେ-କ-ର୍ଡ କରିଦେଇଥିଲି । ଦିନେ ମୋତେ ସେ ତାଙ୍କ ଗାଁ ପୋଖରୀ କୁଳକୁ ନେଇ ଯାଇଥିଲା । ମୁଁ ମନା କରୁଥିଲି ହେଲେ ସେ କହିଲା ଆମେ କଣ ତମକୁ ମା-ରିଦେ-ବୁ ଆମ ଭାଇ ପରା ତମକୁ ବାହା ହେଇଛି ।ହେଲେ ସେଠି ସେ ମୋତେ ନେଇ ଦୁ-ଷ୍କ-ର୍ମ କଲା ମୁଁ କା-ନ୍ଦି-ଲି ଛଟପଟ ହେଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ମହିଳା ଜଣକ କା-ନ୍ଦି କା-ନ୍ଦି ନିଜ ଦିଅର ନାଁରେ ଅଭି-ଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *