ଗୁଆଘିଅ ଗୀତରେ ଜବରଦସ୍ତ ଡାନ୍ସ କଲେ ଅଭିନେତ୍ରୀ ରାନୀ ପଣ୍ଡା।

ରାଣୀ ପଣ୍ଡା କେବେ ଯାତ୍ରା ମଣ୍ଡପ ରେ ବିବା-ଦୀୟ ନାୟିକା ତ କେବେ ରାଜନୀତି ରେ । ତେବେ ସବୁବେଳେ ସେ ଏକ ଚର୍ଚ୍ଚିତ ଚେହେରା । ଏମିତି କହିଲେ ଭୁଲ୍ ହେବ ନାହିଁ ଯେ ଯେଉଁଠି ବି-ବା-ଦ ସେଇଠି ରାଣୀ ପଣ୍ଡା । ତେବେ ନିକଟ ଅତୀତ ରେ ମଧ୍ୟ ସେ ଯାତ୍ରା ମଞ୍ଚ ଖୋଲିବା ପାଇଁ ସେ ରାଜରାସ୍ତା କୁ ଓହ୍ଲାଇ ଥିଲେ ଓ ବିବାଦ ରେ ଶି-କା-ର ହୋଇ ଥିଲେ । ତେବେ ବିଭିନ୍ନ ପ୍ରକାର ବି-ବା-ଦ ର ଶି-କା-ର ସବୁବେଳେ ହୋଇ ଥାଆନ୍ତି ରାନୀ ପଣ୍ଡା ।

ତେବେ ନିଜର କଟୁ ଶବ୍ଦ ଓ ଭାଷା ପାଇଁ ରାଣୀ ପଣ୍ଡା ସବୁବେଳେ ଚର୍ଚ୍ଚା ରେ ଥାଆନ୍ତି । କିନ୍ତୁ ଏହା ରୂପ ବ୍ୟତୀତ ରାଣୀ ପଣ୍ଡା ଙ୍କ ର ଆଉ ଏକ ରୂପ ଲୋକ ମାନେ ଦେଖିବାକୁ ପାଇଛନ୍ତି । ସେ ଜଣେ ସମାଜ ସେବୀ ମଧ୍ୟ ଅଟନ୍ତି।ଅନେକ ଲୋକଙ୍କୁ ତାଙ୍କ ବିପଦ ସମୟରେ ରାନୀ ସାହାଯ୍ୟ ର ହାତ ବଢ଼େଇ ଦେଇଥାନ୍ତି । ସେ ଲାଇଭ ଭିଡିଓ ଆସି ମଧ୍ୟ ତାଙ୍କର ଫ୍ୟାନ ମାନଙ୍କ ସହିତ ବେଳେବେଳେ ସମୟ ଅତିବାହିତ କରିଥାନ୍ତି ।

https://youtu.be/cn_qA7Fjf2A

ଓଡ଼ିଶାର ଓଡ଼ିଆ ଯାତ୍ରା ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ରାଣୀ ପଣ୍ଡା ବେଶ୍ ପରିଚିତ ।ତାଙ୍କର ଅଭିନୟ ର ଅନ୍ଦାଜ ଏବଂ ଡାନ୍ସ କେତେ ଭିନ୍ନ ଅଟେ । ତେବେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହିଥିବାର ଦେଖି ବାକୁ ମିଳୁଛି । ତେବେ ବର୍ତ୍ତମାନ ରାଣୀ ପଣ୍ଡା ଏକ କଂସେର୍ଟ ରେ ଅତିଥି ଭାବରେ ଯୋଗଦାନ କରିଥିଲେ ।

ତେବେ ସେ ଲୋକପ୍ରିୟ ଗୀତ ଗୁଆ ଘିଅ ରେ ଡାନ୍ସ କରିଥିଲେ ତେବେ ତାଙ୍କର ଏହି ଡାନ୍ସ ଲୋକ ମାନଂକୁ ବହୁତ ପସନ୍ଦ ମଧ୍ୟ ଆସିଥିଲା । ତେବେ ବର୍ତ୍ତମାନ ଏହାର ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ମଧ୍ୟ ହେଉଛି ।ତେବେ ସେ ଏହା ପରେ ଆଲବମ ଗୀତ ମୋର ଗୁଲାବି ଗାଲ ରେ ଗୀତ କୁ ମଧ୍ୟ ଗାଇ ଥିଲେ ଯାହା ମଧ୍ୟ ଲୋକ ମାନଙ୍କୁ ତାହା ବହୁତ ପସନ୍ଦ ଆସିଥିଲା ।

Leave a Reply

Your email address will not be published. Required fields are marked *