ତପସ୍ଵିନୀ ପରି ଭୁବନେଶ୍ୱରରେ ଧାରଣାରେ ବସିଲେ ଆଉ ଜଣେ ଯୁବତୀ । କାଲି ବେଦୀରେ ..ଆଜି ଦାଣ୍ଡରେ…

ବନ୍ଧୁଗଣ ଆଗକୁ କେମିତି ଗୋଟେ ଭଲ ଭବିଷ୍ୟତ ତିଆରି କରିବେ ସମସ୍ତେ ସେଥିପାଇଁ ସଜାଗ ହେଉଛନ୍ତି । ତେବେ ସବୁ ଭିତରେ ରହିଛି ସ୍ନେହ ପ୍ରେମ ଭଲ ପାଇବା । ସମସ୍ତଙ୍କ ଜୀବନରେ ଥରେ ପ୍ରେମ ହେଇଥାଏ । ପ୍ରେମ ରେ ପ୍ରେମୀକ ଓ ପ୍ରେମିକା ବହୁତ ସ୍ୱପ୍ନ ଦେଖିଥାନ୍ତି । ନିଜ ପ୍ରେମ କୁ ସଫଳ କରି ନିଜ ପ୍ରେମିକା କୁ ଜୀବନସାଥୀ ଭାବରେ ଦେଖିବାର ଇଛା ସମସ୍ତଙ୍କ ର ଥାଏ । ତେବେ ଯେତେବେଳେ ପ୍ରେମରେ ପ୍ରତା-ରଣା ମିଳେ ସେତେବେଳେ ସବୁ ସ୍ୱପ୍ନ ଧୂଳିସାତ ହେଇଯାଏ । ଆପଣ ମାନେ ବ୍ରହ୍ମପୁରର ତପସ୍ୱିନୀ ଦାସ ଯେଉଁଭଳି ଭାବରେ ତାଙ୍କ ଶାଶୁ ଘର ଆଗରେ ବୋହୁର ଅଧିକାର ପାଇଁ ଧାରଣା ଦେଇଛନ୍ତି ସେହି ଖବରତ ଆପଣମାନେ ଜାଣିଛନ୍ତି ।

ତେବେ ଏହି ଘଟ-ଣାର ଅନ୍ତ ନ ହେଉଣୁ ଅନ୍ୟ ଏକ ଘ-ଟ-ଣା ମୁଣ୍ଡ ଟେକିଲାଣି । ନ୍ୟା-ୟ ପାଇଁ ଶଶୁର ଘର ସାମ୍ନାରେ ଆଉ ଜଣେ ଡିମ୍ପଲ । ବହୁତ ଖରା ହୋଇଥିଲେ ମଧ୍ୟ ଶଶୁର ଘର ସାମ୍ନାରେ ଧାରଣ ଦେଇଛନ୍ତି ଗଜପତି ପାରଳାଖେମୁଣ୍ଡି ସହରରେ କଲେଜ୍ ରୋଡ ସାହିର ମନିଷା । ଶଶୁର ଘର ପକ୍ଷରୁ ହଟାଇବା ପାଇଁ ଉଦ୍ୟମ କରିଥିଲେ । ମନିଷା ଙ୍କ ଗୋଟିଏ ଜିଦ୍ ନ୍ୟା-ୟ ନ ମିଳିବା ଯାଏଁ ସେ ଉଠିବେନି ।

ଏହା ଅଭିଯୋଗ ନୁହେଁ ବରଂ ସ୍ବାମୀଙ୍କ ଶାଶୁଘରେ ରହିବା ପାଇଁ ଚାହୁଁଛନ୍ତି ବୋଲି ମନିଷା କହିଛନ୍ତି ।୨୦୧୬ ରେ ପାରଳାଖେମଣ୍ଡିରେ ଏ ଜଗନ୍ନାଥ ରାଜ୍ ଙ୍କ ପୁଅ ଚୈତନ୍ୟ ଙ୍କୁ ମନିଷା ବିବାହ କରିଥିଲେ। କିନ୍ତୁ ବିବାହ ପରେ ଯୌତୁକ ନି-ର୍ଯା-ତ-ନା ଦେବା ଆରମ୍ଭ କରି ଦେଇଥିଲେ ।୨୦୧୭ ରେ ଘରୁ ବାହାର କରିଦେଇଥିଲେ ବୋଲି ମନିଷା କହିଛନ୍ତିି । ବାପ ଘର ପକ୍ଷରୁ ବୁଝାମଣା ପାଇଁ ପୂର୍ବରୁ ଚେଷ୍ଟା କରାଯାଇଥିଲା । କିନ୍ତୁ ସମାଧାନର ବାଟ ବାହାରି ନଥିଲା ।

ମନିଷାଙ୍କ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ସେ ତାଙ୍କ ଭାଇଙ୍କ ପାଖରେ ଆନ୍ଦ୍ର ରେ ରହି ଆସୁଛନ୍ତି । ବର୍ତ୍ତମାନ ଯାଏଁ କୌଣସି ସମାଧାନ ହୋଇ ନଥବାରୁ ମନିଷା ଶଶୁର ଘର ସାମ୍ନାରେ ଧାରଣ ଦେଇଛନ୍ତି । ସେ ଖାଲି ଶାଶୁଘରେ ରହିବାକୁ ଚାହୁଁଛନ୍ତି ଆଉ କିଛି ନୁହେଁ ।କିନ୍ତୁ ତାଙ୍କୁ ଘରକୁ ନେଇ ନାହାନ୍ତି । ଏହା କିଛି ନୂଆ କଥା ନୁହେଁ । ମନିଷା ଯୌତୁକ ନି-ର୍ଯା-ତ-ନା ଦେଉଥିବାର ଅଭି-ଯୋଗ କରିଛନ୍ତି । ଫେବୃୟାରୀ ୨୦ ତାରିଖରେ ମଧ୍ୟ ଏହି ଘ-ଟଣା ଘଟିଥିଲା । ସେତେବେଳେ ଶାଶୁଘର ଲୋକ ନେଇ ନଥିଲେ ।

Leave a Reply

Your email address will not be published. Required fields are marked *