ଅମୀରଙ୍କ ଝିଅ ଆୟରା ଖାନଙ୍କୁ ହୋଇଗଲା ଏହି ଗମ୍ଭୀର ବେମାରୀ,ନିଶ୍ୱାସ ନେବା ମଧ୍ୟ ହୋଇଯାଉଛି କ-ଷ୍ଟ

ଅଭିନେତା ଅମୀର ଖାନଙ୍କ ଝିଅ ଆୟରା ଖାନ ଆଜିକାଲି ବହୁତ ହଇ-ରାଣ ରେ ବଞ୍ଚୁଛନ୍ତି । ତାଙ୍କୁ ଗମ୍ଭୀର ବେ-ମା-ରୀ ହୋଇଯାଇଛି । ଏହି କାରଣରୁ ତାଙ୍କୁ ନିଶ୍ୱାସ ନେବା ମଧ୍ୟ କଷ୍ଟକର ହୋଇଯାଇଛି । ରାତିକୁ ନିଦ ଆସୁନାହିଁ । ଏହା ବ୍ୟତୀତ ମଧ୍ୟ ଏମିତି ଅନେକ ଲକ୍ଷଣ ଅଛି ଯେଉଁ କାରଣରୁ ସେ ବହୁତ କଷ୍ଟରେ ଚାଲିଛନ୍ତି ।

ଆୟରା ଏହା ପୂର୍ବରୁ ମଧ୍ୟ ଡ଼ିପ୍ରେଶନ ର ବେ-ମା-ରୀ ରେ ବଞ୍ଚୁଛନ୍ତି । ସେ ଏହି ବେ-ମା-ରୀକୁ ମଧ୍ୟ ଦୁର କରିଦେଇଥିଲେ । ଯଦିଓ ଏହିଥର ତାଙ୍କୁ ଯେଉଁ ବେ-ମା-ରୀ ହେଇଚି,ତାହା ବହୁତ ଗମ୍ଭୀର ଅଟେ । ଆୟରା ଏହି କଥାକୁ ନିଜେ ସୋସିଆଲ ମିଡିଆରେ ମାନିଛନ୍ତି । ଆସନ୍ତୁ ଜାଣିବା ଆୟରା ଖାନଙ୍କୁ ପ୍ରକୃତରେ କେଉଁ ବେ-ମା-ରୀ ହୋଇଯାଇଛି ଯେଉଁ କାରଣରୁ ସେ ଚିନ୍ତିତ ଅଛନ୍ତି ।

ଏହି ଗମ୍ଭୀର ବେ-ମା-ରୀ ଆୟରାଙ୍କୁ ଘାରିଛି :-

ଆୟରା ଖାନଙ୍କୁ ଏହିଥର ଏଞ୍ଜାଇଟି ଆଟାକ୍ ର ଗମ୍ଭୀର ବେ-ମା-ରୀ ହୋଇଯାଇଛି । ଏହି ବେମାରୀ କାରଣରୁ ସେ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେ ଲେଖିଛନ୍ତି କି ତାଙ୍କର ଏଞ୍ଜାଇଟିର ଆଟାକ ଆସୁଛି । ଏହି କାରଣରୁ ତାଙ୍କ ମନରେ ସର୍ବଦା ଚିନ୍ତା ବନି ରହିଥାଏ ।

ଆୟରା ଏହି ବେମା-ରୀର ଆକ୍ର-ମଣ ସମୟରେ ବ୍ୟାକୁକ ହୋଇଯାଏ । ସେ ଲେଖିଛନ୍ତି କି ତାଙ୍କୁ ଜଣା ହିଁ ନଥିଲା କି ଏହି ଅନୁଭବ ଏତେ ଖରାପ ହୋଇଥାଏ । ସେ କହିଛନ୍ତି କି ମାଇଗ୍ରାରେ ଆ-କ୍ରା-ନ୍ତ ହେଉଥିଲା । ଏହା ବ୍ୟତୀତ କା-ନ୍ଦ ମଧ୍ୟ ଆସୁଥିଲା କିନ୍ତୁ ତାଙ୍କୁ ଜୀବନରେ କେବେ ଏଞ୍ଜାଇଟି ଆଟାକ ପରି ଗମ୍ଭୀର ବେମାରୀ ହୋଇନଥିଲା । ଏହା ପ୍ରଥମ ଥର ହେଉଛି ।

 

View this post on Instagram

 

A post shared by Ira Khan (@khan.ira)

ରାତିରେ ନିଦ ମଧ୍ୟ ଆସେନାହିଁ :-

ଆୟରା ତାଙ୍କ ଅବସ୍ଥା ବିଷୟରେ କହିଛନ୍ତି ଯାହା ବହୁତ ଖରାପ ଅଛି । ତାଙ୍କର କହିବା ଅନୁଯାୟୀ ସେ ରାତିରେ ଖଟ ଉପରକୁ ଯାଆନ୍ତି କିନ୍ତୁ ସୋଇପାରନ୍ତି ନାହିଁ । ତାଙ୍କୁ ଏହି ବେମାରୀର ଆକ୍ର-ମଣ ପ୍ରାୟତଃ ରାତି ସମୟରେ ହିଁ ହୋଇଥାଏ । ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୁଏ । ଚିନ୍ତା ଅନୁଭବ ହୋଇଥାଏ ଆଉ ଏହି ସମସ୍ୟା ବଢ଼ି ଚାଲେ ।

ସେ ଲେଖିଛନ୍ତି କି କେମିତି ଅନୁଭବ କରୁଛନ୍ତି ଏହା ପାଇଁ ତାଙ୍କ ପାଖରେ ଶବ୍ଦ ହିଁ ନାହିଁ କହିବାକୁ । ସେ ବହୁତ ଏକୁଟିଆ ଅନୁଭବ କରିବାକୁ ଲାଗିଛନ୍ତି । ସେ କହିଛନ୍ତି ଯେ ଏହି ଅନୁଭବ ବି-ନା-ଶ ଭଳି ଅନୁଭବ ହେଉଛି । ତେବେ ତାଙ୍କର ଥେରାପିଷ୍ଟ କହିଛନ୍ତି ଯେ ଯଦି ଏହା ଜାରି ରହେ ତେବେ ତାଙ୍କୁ ଡାକ୍ତରଙ୍କ ପାଖକୁ ଯିବାକୁ ପଡିବ ।

୫ବର୍ଷରୁ ଡ୍ରିପ୍ରେଶନର ଶି-କା-ର :-

ଡିପ୍ରେସନ ଭଳି ଏକ ଗୁରୁ-ତର ରୋ-ଗରେ ଆୟରା ଖାନ ପୂର୍ବରୁ ପୀ-ଡି-ତ ଥିଲେ । ସେ କହିଥିଲେ ଯେ ସେ ୫ ବର୍ଷ ଧରି ସେ ଡିପ୍ରେସନର ମୁକାବିଲା କରୁଛନ୍ତି । ଏହି ରୋଗରେ, ଜଣେ ବ୍ୟକ୍ତି ନିଜକୁ ଏକାକୀ ଅନୁଭବ କରେ । ସେ ପ୍ରାୟତ ଉଦାସ ରୁହନ୍ତି । ତଥାପି, ସେ ଏହି ରୋଗରୁ ମୁକ୍ତି ପାଇ ଯାଇଥିଲେ । ଏବେ ଏକ ନୂଆ ରୋଗ ତାଙ୍କୁ ଅସୁବିଧାରେ ପକାଇଛି ।

ଆୟରା ଇଷ୍ଟାଗ୍ରାମ ରେ ବହୁତ ସକ୍ରିୟ ରୁହନ୍ତି। ସେ ତାଙ୍କ ବାପା ଅମୀର ଖାନଙ୍କ ସାଥିରେ ପ୍ରାୟତଃ ଫୋଟୋ ସେୟାର କରିଥାନ୍ତି । ସେ ହେଉଛନ୍ତି ଅମୀରଙ୍କ ପ୍ରଥମ ପତ୍ନୀ ରିନାଙ୍କ ଝିଅ । ଯଦିଓ ଆୟରା ତାଙ୍କ ବାପାଙ୍କ ହିଁ ସହ ରୁହନ୍ତି । ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ଜଣା ପଡ଼ିବା ମାତ୍ରେ ପ୍ରଶଂସକମାନେ ତାଙ୍କର ସ୍ୱାସ୍ଥ୍ୟ ଶୀଘ୍ର ଠିକ ହୋଇଯିବା ପାଇଁ ପ୍ରାର୍ଥନା କରୁଛନ୍ତି । ପ୍ରଶଂସକମାନେ ତାଙ୍କୁ ସାହସର ସହିତ କାର୍ଯ୍ୟ କରିବାକୁ ପରାମର୍ଶ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *